ବାବର-ରିଜୱାନ ବୋଲ୍ଡ, ଗୋଟିଏ ଓଭର୍‌ରେ କୁଲଦୀପଙ୍କୁ ଡବଲ ୱିକେଟ୍‌

ପାକିସ୍ତାନ ଲଗାତର ୫ ୱିକେଟ ହରାଇଛି।

Kuldeep

ୱିକେଟ ଦଖଲ ପରେ କୁଲଦୀପ

Hemant Lenka
  • Published: Saturday, 14 October 2023
  • Updated: 14 October 2023, 05:40 PM IST

Sports

Latest News

ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେଲା ପାକିସ୍ତାନ। ୧୫୫ ରନ ଯାଏ ୨ ୱିକେଟ ହରାଇଥିବା ପାକିସ୍ତାନ ଆଉ ୧୨ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଛି। ପ୍ରଥମେ ୫୦ ରନ କରିଥିବା ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ ଦ୍ରୁତ ବୋଲର ମହମ୍ମଦ ସିରାଜ। ସେ ସମାନ ୫୦ ରନ କରି ସିରାଜଙ୍କ ବଲରେ ଆଉଟ ହୋଇଛନ୍ତି। ଏଥିସହ ପାକିସ୍ତାନକୁ ୧୫୫ ରନରେ ତୃତୀୟ ଝଟକା ଲାଗିଥିଲା।

ଏହାପରେ କୁଲଦୀପ ଯାଦବ ଗୋଟିଏ ଓଭର୍‌ରେ ପାକିସ୍ତାନକୁ ଡବଲ ଝଟକା ଦେଇଥିଲେ। ସେ ପ୍ରଥମେ ଯୁବ ତାରକା ସୌଦ ସକୀଲ(୬)ଙ୍କୁ ଆଉଟ କରିଥିଲେ। ଓଭର୍‌ର ଶେଷ ବଲରେ ଇଫତକାର ଅହମଦ କ୍ଲିନ ବୋଲ୍ଡ ହୋଇ ଯାଇଥିଲେ।

Also Read

ଭାରତର ଦବଦବା ଏତିକିରେ ବନ୍ଦ ହୋଇ ନଥିଲା। ଇନଫର୍ମ ମହମ୍ମଦ ରିଜୱାନ କ୍ରିଜ୍‌ରେ ଥିବାରୁ ପାକିସ୍ତାନର ଭରସା ତାଙ୍କ ଉପରେ ଥିଲା। ସେ ମଧ୍ୟ ୪୯ ରନ କରି ବ୍ୟାଟିଂ କରୁଥିଲେ। କିନ୍ତୁ ରୋହିତ ଶର୍ମା ଏତିକି ବେଳେ ବୁମ୍ରାଙ୍କୁ ଆଣିଥିଲେ। ସେ ଦମଦାର ଇନ ସୁଇଂ ମାଧ୍ୟମରେ ରିଜୱାନଙ୍କୁ ବୋଲ୍ଡ କରି ଭାରତୀୟ କ୍ୟାମ୍ପରେ ଖୁସି ଭରି ଦେଇଥିଲେ। ରିଜୱାନ ୪୯ ରନ କରି ଆଉଟ ହୋଇ ଯାଇଛନ୍ତି।  

ବୁମ୍ରା ପରବର୍ତ୍ତୀ ଓଭର୍‌ରେ ୨ ରନ କରିଥିବା ଶଦାବ ଖାନଙ୍କୁ ମଧ୍ୟ ବୋଲ୍ଡ କରି ପାକିସ୍ତାନକୁ ୭ମ ଝଟକା ଦେଇଥିଲେ। 

ପାକିସ୍ତାନ ୭୨ ରନରେ ଦ୍ୱିତୀୟ ୱିକେଟ ହରାଇଥିଲା। ଏହାପରେ ବାବର ଓ ରିଜୱାନ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦଳୀୟ ସ୍କୋରକୁ ୧୫୫ ରନରେ ପହଞ୍ଚାଇବା ସହ ବଡ଼ ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ।

କିନ୍ତୁ ଏତିକି ବେଳେ ରୋହିତ ଶର୍ମା ବୋଲିଂ ଏଣ୍ତରେ ପରିବର୍ତ୍ତନ କରି ସିରାଜଙ୍କୁ ଡାକିଥିଲେ। ସେ କିଛି ଚୌକା ଖାଇଥିଲେ ମଧ୍ୟ ବାବରଙ୍କ ୱିକେଟ ବାହାର କରିଛନ୍ତି। ବାବର ପ୍ରଥମଥର ପାଇଁ ଭାରତର କୌଣସି ଷ୍ଟାଡିୟମରେ ଟିମ ଇଣ୍ଡିଆ ବିପକ୍ଷରେ ଖେଳୁଥିବା ବେଳେ ଅର୍ଦ୍ଧଶତକ ହାସଲ କରିଛନ୍ତି। 

ରିପୋର୍ଟ ଲେଖା ହେବା ବେଳକୁ ପାକିସ୍ତାନ ୩୬ ଓଭର୍‌ରେ ୭ ୱିକେଟ ହରାଇ ୧୭୨ ରନ କରିଛି। ଏବେ ଶଦାବ ଖାନ ଓ ମହମ୍ମଦ ନୱାଜ ବ୍ୟାଟିଂ କରୁଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story