ପାକିସ୍ତାନ ବିପକ୍ଷ ଐତିହାସିକ ଶତକ ପରେ କେଉଁ ସବୁ ରେକର୍ଡ ଭାଙ୍ଗିଲେ ବିରାଟ? ପୂରା ତାଲିକା ଉପରେ ନଜର ପକାନ୍ତୁ

ରବିବାର ବିରାଟ ଶତକ ହାସଲ କରିବା ସହ ନିଜ ଦିନିକିଆ କ୍ୟାରିୟରରେ ୧୪ ହଜାର ରନ ମଧ୍ୟ ପୂରଣ କରିଛନ୍ତି।

Virat

ଶତକ ପରେ ବିରାଟ କୋହଲି

Hemant Lenka
  • Published: Monday, 24 February 2025
  • Updated: 24 February 2025, 03:37 PM IST

Sports

Latest News

ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତ ବିରାଟ କୋହଲିଙ୍କ ଐତିହାସିକ ଦିନିକିଆ ଶତକ ବଳରେ ପାକିସ୍ତାନକୁ ୬ ୱିକେଟରେ ହରାଇ ଦେଇଛି। ବିରାଟ ୧୧୧ ବଲରେ ଅପରାଜିତ ୧୦୦ ରନର ଇନିଂସ ଖେଳିଛନ୍ତି। ଏହା ତାଙ୍କ ଦିନିକିଆ କ୍ୟାରିୟରର ୫୧ତମ ଶତକ। ତାଙ୍କ ଠାରୁ ଦିନିକିଆରେ କେହି ବି ଏତେ ସଂଖ୍ୟକ ଶତକ ହାସଲ କରି ନାହାନ୍ତି। ତେବେ ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିବା ବେଶ ସ୍ୱତନ୍ତ୍ର।

ରବିବାର ବିରାଟ ଶତକ ହାସଲ କରିବା ସହ ନିଜ ଦିନିକିଆ କ୍ୟାରିୟରରେ ୧୪ ହଜାର ରନ ମଧ୍ୟ ପୂରଣ କରିଛନ୍ତି। ମ୍ୟାଚ୍‌ ପୂର୍ବରୁ ସେ ୧୪ ହଜାର ମାଇଲଖୁଣ୍ଟ ଠାରୁ ୧୫ ରନ ଦୂରରେ ରହିଥିଲେ। ତେବେ ୧୩ତମ ଓଭରର ଦ୍ୱିତୀୟ ବଲରେ ସେ ଚୌକା ମାରି ଏହାକୁ ହାସଲ କରିଥିଲେ। ସେ ମାତ୍ର ୨୮୭ଟି ଦିନିକିଆ ଇନିଂସରେ ୧୪ ହଜାର ରନ ପୂରଣ କରିଛନ୍ତି। ବିଶ୍ୱର ଦ୍ରୁତତମ ବ୍ୟାଟର ଭାବେ ସେ ଏପରି ରେକର୍ଡ କରିଛନ୍ତି।

Also Read

ରବିବାର ମ୍ୟାଚ୍‌ ସଂପୂର୍ଣ୍ଣ ଭାବେ ଏକତରଫା ରହିଥିଲା। ଭାରତୀୟ ଟିମର ରଣନୀତି ଆଗରେ ପାକିସ୍ତାନର କୌଣସି ଖେଳାଳି ଆଦୌ ତିଷ୍ଠି ନଥିଲେ। ଟସ୍‌ ଜିତି ପାକିସ୍ତାନ ପ୍ରଥମେ ୪୯.୪ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୨୪୧ ରନ କରିଥିଲା। ଏହାର ଜବାବରେ ପାକିସ୍ତାନ ବୋଲରଙ୍କୁ ଭାରତୀୟ ବ୍ୟାଟରମାନେ ଜବରଦସ୍ତ ଧୂଲେଇ କରିଥିଲେ।

ଅଧିନାୟକ ରୋହିତ ଶର୍ମା ୧୫ ବଲରେ ୨୦, ଶୁବମନ ଗିଲ ୪୬, ବିରାଟ କୋହଲି ଅପରାଜିତ ୧୦୦, ଶ୍ରେୟସ ଆୟରଙ୍କ ୫୬, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୮ ଓ ଅକ୍ଷର ପଟେଲଙ୍କ ଅପରାଜିତ ୩ ରନ ବଳରେ ଭାରତ ମ୍ୟାଚ୍‌କୁ ୪୨.୩ ଓଭରରେ ଜିତି ନେଇଥିଲା। ଭାରତକୁ ଜିତିବା ପାଇଁ ୨ ରନ ଦରକାର ଥିବା ବେଳେ ବିରାଟ ଶତକ ଠାରୁ ୪ ରନ ଦୂରରେ ଥିଲେ। ଏତିକି ବେଳେ ସେ ଖୁସଦିଲ ଶାହଙ୍କୁ ଚୌକା ମାରି ନିଜ ଦିନିକିଆ କ୍ୟାରିୟରର ୫୧ତମ ଶତକ ହାସଲ କରିଥିଲେ। 

ଦିନିକିଆରେ ଦ୍ରୁତତମ ୧୪ ହଜାର ରନ କରିଥିବା ଖେଳାଳି

୧- ବିରାଟ କୋହଲି(ଭାରତ)- ୨୮୭ ଇନିଂସ

୨- ସଚିନ ତେନ୍ଦୁଲକର(ଭାରତ)- ୩୫୦ ଇନିଂସ

୩- କୁମାର ସାଙ୍ଗାକାରା(ଶ୍ରୀଲଙ୍କା)- ୩୭୮ ଇନିଂସ

ଚାମ୍ପିୟନ୍ସ ଟ୍ରଫିରେ ସର୍ବାଧିକ ୫୦ରୁ ଅଧିକ ରନ

୧- ବିରାଟ କୋହଲି(ଭାରତ)- ୬

୨- ଶିଖର ଧୱନ(ଭାରତ)- ୬

୩- ସୌରଭ ଗାଙ୍ଗୁଲି(ଭାରତ)- ୬

୪- ରାହୁଲ ଡ୍ରାଭିଡ(ଭାରତ)- ୬

୫- ଡାମିନ ମାର୍ଟିନ (ଅଷ୍ଟ୍ରେଲିଆ)- ୫

ଆଇସିସିର ଦିନିକିଆ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୫୦ରୁ ଅଧିକ ରନ( ବିଶ୍ୱକପ ଓ ଚାମ୍ପିୟନ୍ସ ଟ୍ରଫି)

୧- ବିରାଟ କୋହଲି(ଭାରତ)- ୨୩

୨- ସଚିନ ତେନ୍ଦୁଲକର(ଭାରତ)- ୨୩

୩- ରୋହିତ ଶର୍ମା(ଭାରତ)- ୧୮

୪- କୁମାର ସାଙ୍ଗାକାରା(ଶ୍ରୀଲଙ୍କା)- ୧୭

୫- ସାକିବ ଅଲ ହାସନ(ବାଂଲାଦେଶ)- ୧୫

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ

୧- ସଚିନ ତେନ୍ଦୁଲକର(ଭାରତ)- ୩୪,୩୫୭

୨- କୁମାର ସାଙ୍ଗାକାରା(ଶ୍ରୀଲଙ୍କା)- ୨୮,୦୧୬

୩- ବିରାଟ କୋହଲି(ଭାରତ)- ୨୭,୫୦୩

୪- ରିକି ପଣ୍ଟିଂ(ଅଷ୍ଟ୍ରେଲିଆ) – ୨୭,୪୮୩

୫- ମାହେଲା ଜୟବର୍ଦ୍ଧେନେ(ଶ୍ରୀଲଙ୍କା)- ୨୫,୯୫୭

ଚାମ୍ପିୟନ୍ସ ଟ୍ରଫିରେ ଭାରତ ପାଇଁ ପାକିସ୍ତାନ ବିପକ୍ଷରେ ସର୍ବାଧିକ ବ୍ୟକ୍ତିଗତ ରନ

୧- ବିରାଟ କୋହଲି- ୧୧୧ ବଲରେ ଅପରାଜିତ ୧୦୦(୨୦୨୫)

୨- ରୋହିତ ଶର୍ମା – ୧୧୯ ବଲରେ ୯୧ (୨୦୧୭)

୩- ବିରାଟ କୋହଲି- ୬୮ ବଲରେ ଅପରାଜିତ ୮୧ (୨୦୧୭)

୪- ରାହୁଲ ଡ୍ରାଭିଡ – ୧୦୩ ବଲରେ ୭୬ (୨୦୦୯)

୫- ହାର୍ଦ୍ଦିକ ପାଣ୍ଡ୍ୟା – ୪୩ ବଲରେ ୭୬ (୨୦୧୭)

ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ସର୍ବାଧିକ ରନ

୧- ବିରାଟ କୋହଲି(ଭାରତ) -୨୨୪

୨- ସନତ ଜୟସୂରିୟା(ଶ୍ରୀଲଙ୍କା)- ୧୮୯

୩- ରାହୁଲ ଡ୍ରାଭିଡ(ଭାରତ)- ୧୪୩

୪- ଶିଖର ଧୱନ(ଭାରତ)- ୧୩୭

୫- ରୋହିତ ଶର୍ମା(ଭାରତ)- ୧୨୯

ଦିନିକିଆରେ ଭାରତ ପାଇଁ ସର୍ବାଧିକ କ୍ୟାଚ୍‌

୧- ବିରାଟ କୋହଲି- ୧୫୮

୨- ମହମ୍ମଦ ଆଝାରୁଦ୍ଦିନ- ୧୫୬

୩- ସଚିନ ତେନ୍ଦୁଲକର – ୧୪୦

୪- ରାହୁଲ ଡ୍ରାଭିଡ – ୧୨୪

୫- ସୁରେଶ ରାଇନା – ୧୦୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story