କେତେ ବର୍ଷ ପରେ ଅର୍ଦ୍ଧଶତକ ହାସଲ କଲେ ମ୍ୟାକ୍ସୱେଲ

ଚେନ୍ନାଇ: ଆଇପିଏଲରେ ରନ୍‌ କରିବାକୁ ଭୋକିଲା ଥିବା ଗ୍ଲେନ ମ୍ୟାକ୍ସୱେଲ ଆଜି ସମସ୍ତଙ୍କୁ ସୂଚାଇ ଦେଇଛନ୍ତି। ଅଷ୍ଟ୍ରେଲିଆର ଏହି ଚର୍ଚ୍ଚିତ ଅଲରାଉଣ୍ଡ ଜଣଙ୍କ ଦୀର୍ଘ ୪ ବର୍ଷ ହେଲା ଜାରି ରଖିଥିବା ଅପେକ୍ଷାରେ ଆଜି ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ୨୦୧୬ ପରଠାରୁ ଆଇପିଏଲରେ ଅର୍ଦ୍ଧଶତକ ହାସଲ କରିପାରି ନଥିବା ମ୍ୟାକ୍ସୱେଲ ଆଜି ସନ ରାଇଜର୍ସ ହାଇଦ୍ରାବାଦ ବିରୋଧରେ ୫୯ ରନ୍‌ର ଇନିଂସ୍‌ ଖେଳିଛନ୍ତି। ପ୍ରଥମ ଥର ପାଇଁ ଚଳିତ ବର୍ଷ ଆଇପିଏଲରେ ବାଙ୍ଗାଲୋର ପକ୍ଷରୁ ଖେଳୁଥିବା ମ୍ୟାକ୍ସୱେଲ ଦ୍ୱିତୀୟ […]

Glenn-Maxwell

Glenn-Maxwell

Hemant Lenka
  • Published: Wednesday, 14 April 2021
  • Updated: 14 April 2021, 10:12 PM IST

Sports

Latest News

ଚେନ୍ନାଇ: ଆଇପିଏଲରେ ରନ୍‌ କରିବାକୁ ଭୋକିଲା ଥିବା ଗ୍ଲେନ ମ୍ୟାକ୍ସୱେଲ ଆଜି ସମସ୍ତଙ୍କୁ ସୂଚାଇ ଦେଇଛନ୍ତି। ଅଷ୍ଟ୍ରେଲିଆର ଏହି ଚର୍ଚ୍ଚିତ ଅଲରାଉଣ୍ଡ ଜଣଙ୍କ ଦୀର୍ଘ ୪ ବର୍ଷ ହେଲା ଜାରି ରଖିଥିବା ଅପେକ୍ଷାରେ ଆଜି ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ୨୦୧୬ ପରଠାରୁ ଆଇପିଏଲରେ ଅର୍ଦ୍ଧଶତକ ହାସଲ କରିପାରି ନଥିବା ମ୍ୟାକ୍ସୱେଲ ଆଜି ସନ ରାଇଜର୍ସ ହାଇଦ୍ରାବାଦ ବିରୋଧରେ ୫୯ ରନ୍‌ର ଇନିଂସ୍‌ ଖେଳିଛନ୍ତି। ପ୍ରଥମ ଥର ପାଇଁ ଚଳିତ ବର୍ଷ ଆଇପିଏଲରେ ବାଙ୍ଗାଲୋର ପକ୍ଷରୁ ଖେଳୁଥିବା ମ୍ୟାକ୍ସୱେଲ ଦ୍ୱିତୀୟ ମ୍ୟାଚ୍‌ରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଣ୍ଟାଇ ଅର୍ଦ୍ଧଶତକ ମାରିଛନ୍ତି।

ସବୁଠାରୁ ୨୦୧୬ ପରେ ଏହା ମ୍ୟାକ୍ସୱେଲଙ୍କ ପ୍ରଥମ ଅର୍ଦ୍ଧଶତକ। ସେହିପରି ସେ ୪୦ଟି ଇନିଂସ ପରେ ଆଇପିଏଲର କୌଣସି ଏକ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ୨୦୨୦ ଆଇପିଏଲରେ ସେ ପଞ୍ଜାବ ପଟୁ ଖେଳୁଥିଲେ। କିନ୍ତୁ ପୂରା ସଂସ୍କରଣରେ ଗୋଟିଏ ବି ଛକା ମାରିବାକୁ ସକ୍ଷମ ହୋଇ ନଥିଲେ। ଏହି କାରଣରୁ ନିଲାମ ପୂର୍ବରୁ ପଞ୍ଜାବ ତାଙ୍କୁ ସ୍କ୍ୱାଡରୁ ରିଲିଜ୍‌ କରିଦେଇଥିଲା।

ବାଙ୍ଗାଲୋର ତାଙ୍କୁ ଚଳିତ ବର୍ଷ କିଣିଛି। ସେ ପ୍ରଥମ ମ୍ୟାଚ୍‌ରୁ ହିଁ ନିଜର ଜଲୱା ଦେଖାଇଥିଲେ। ଆଜି ଅର୍ଦ୍ଧଶତକ ହାସଲ କରି ସେ ଆରସିବି ମନୋବଳକୁ ଆହୁରି ଦୃଢ଼ କରିଛନ୍ତି। ଆଇପିଏଲରେ ଏଯାଏ ୮୪ଟି ମ୍ୟାଚ୍‌ ଖେଳିଥିବା ମ୍ୟାକ୍ସୱେଲ ମାତ୍ର ୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତେଣୁ ଆଗକୁ ସେ ବଡ଼ ସ୍କୋର କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି।

ମ୍ୟାକ୍ସୱେଲ ଆଜିର ମ୍ୟାଚ୍‌ରେ ଆରମ୍ଭରୁ ଧିମା ଖେଳିଥିଲେ। ସେ ପ୍ରଥମ ୧୬ଟି ବଲ୍‌ରେ ୯ ରନ୍‌ କରିଥିବା ବେଳେ ପରବର୍ତ୍ତୀ ୨୫ ବଲ୍‌ରେ ୫୦ ରନ୍‌ର ଇନିଂସ୍‌ ଖେଳିଛନ୍ତି। ଇନିଂସ୍‌ର ଶେଷ ବଲ୍‌ରେ ସେ ୫୯ ରନ୍‌ କରି ଜେସନ ହୋଲ୍ଡରଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଆଉଟ ହେବା ପୂର୍ବରୁ ସେ ୩ଟି ଛକା ଓ ୫ଟି ଚୌକା ମାରିଥିଲେ।

ଅନ୍ୟପକ୍ଷରେ ମ୍ୟାକ୍ସୱେଲ ୪୦ଟି ଇନିଂସ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ତାଙ୍କ ଉପରେ ଆହୁରି ୩ ଖେଳାଳି ରହିଛନ୍ତି। ୟୁସୁଫ ପଠାନ ୪୯ଟି ଇନିଂସ, ଦୀପକ ହୁଡ୍ଡା ୪୮ଟି ଇନିଂସ ଓ ଡ୍ୱେନ ବ୍ରାଭୋ ୪୪ଟି ଇନିଂସ୍‌ରେ କୌଣସି ଆଇପିଏଲ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story