Advertisment

ଭାରତ ପାଇଁ ଖେଳିବେ ଓଡ଼ିଶାର ଅର୍ଣ୍ଣବ

ଓଡ଼ିଶାକୁ ଜାତୀୟସ୍ତରରେ ଗୌରବାନ୍ୱିତ କରିଛନ୍ତି ଭୁବନେଶ୍ୱରର ମିଧାଂଶୁ ଦାସ ଓରଫ ଅର୍ଣ୍ଣବ। ସେ ଅଣ୍ଡର ୧୪ କ୍ରିକେଟରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି।

author-image
Manoj Swain

ଓଡ଼ିଶାକୁ ଜାତୀୟସ୍ତରରେ ଗୌରବାନ୍ୱିତ କରିଛନ୍ତି ଭୁବନେଶ୍ୱରର ମିଧାଂଶୁ ଦାସ ଓରଫ ଅର୍ଣ୍ଣବ। ସେ ଅଣ୍ଡର ୧୪ କ୍ରିକେଟରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ଭାରତୀୟ ସ୍କୁଲ କ୍ରୀଡ଼ା ମହାସଂଘ(SGFI) ଘୋଷଣା କରିଥିବା ୧୬ ଜଣିଆ ଦଳରେ ଅର୍ଣ୍ଣବ ସ୍ଥାନ ପାଇଛନ୍ତି। ତାଙ୍କ ନାଁ ତାଲିକାର ୬ନଂ ସ୍ଥାନରେ ରହିଛି। ବିସିସିଆଇ ଲେଭଲ ୧ ଓ ୨ର ୩ ଜଣ କୋଚ ଓ ମ୍ୟାଚ ରେଫରୀ ମିଳିତ ଭାବେ ୧୬ ଜଣିଆ ଦଳ ବାଛିଛନ୍ତି। 

Advertisment
Indian Cricket Team Bhubaneswar Odisha