14 ବର୍ଷରୁ କମ୍ କ୍ରିକେଟ୍ ଖେଳିବେ ଓଡ଼ିଆ ପୁଅ ଅର୍ଣ୍ଣବ ଦାସ | Odisha Reporter
Advertisment
ଓଡ଼ିଶାକୁ ଜାତୀୟସ୍ତରରେ ଗୌରବାନ୍ୱିତ କରିଛନ୍ତି ଭୁବନେଶ୍ୱରର ମିଧାଂଶୁ ଦାସ ଓରଫ ଅର୍ଣ୍ଣବ। ସେ ଅଣ୍ଡର ୧୪ କ୍ରିକେଟରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ଭାରତୀୟ ସ୍କୁଲ କ୍ରୀଡ଼ା ମହାସଂଘ(SGFI) ଘୋଷଣା କରିଥିବା ୧୬ ଜଣିଆ ଦଳରେ ଅର୍ଣ୍ଣବ ସ୍ଥାନ ପାଇଛନ୍ତି। ତାଙ୍କ ନାଁ ତାଲିକାର ୬ନଂ ସ୍ଥାନରେ ରହିଛି। ବିସିସିଆଇ ଲେଭଲ ୧ ଓ ୨ର ୩ ଜଣ କୋଚ ଓ ମ୍ୟାଚ ରେଫରୀ ମିଳିତ ଭାବେ ୧୬ ଜଣିଆ ଦଳ ବାଛିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us