ଚାରିଆଡ଼େ କେବଳ ନିରାଶ ହିଁ ନିରାଶ। ଶୂନଶାନ ହେଲା ପୂରା ଭାରତ। ଅଧା ରହିଗଲା ଭାରତର ବିଶ୍ୱକପ ଜିତିବା ସ୍ୱପ୍ନ। ଅନେକ ଆଶା ଓ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ରୋହିତ ଶର୍ମା ଆଣ୍ତ କୋ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ଓହ୍ଲାଇଥିଲେ। ହେଲେ ଟ୍ରାଭିସ ହେଡ୍ ଭାରତର ସବୁ ସ୍ୱପ୍ନକୁ ଭାଙ୍ଗି ଚୂରମାର କରି ଦେଇଛନ୍ତି। ସେ ବିଶ୍ୱକପର ଫାଇନାଲରେ ଚମତ୍କାର ଶତକ ହାସଲ କରି ଅଷ୍ଟ୍ରେଲିଆକୁ ୬ଷ୍ଠ ଥର ପାଇଁ ବିଶ୍ୱ ବିଜେତା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ପ୍ରଥମ ଟେଷ୍ଟ ପରେ ହିଁ ଅବସର ନେବାକୁ ଚାହୁଁଥିଲେ ଅଶ୍ୱିନ, ହେଲେ... : ରୋହିତ କଲେ ବଡ଼ ଖୁଲାସା
ଭାରତୀୟ ଟିମ ଓ ଏହାର ସଦସ୍ୟଙ୍କ ପାଇଁ ଅଶ୍ୱିନଙ୍କ ଅବସର ଆଦୌ ଅପ୍ରତ୍ୟାଶିତ ନଥିଲା।
Cricket
ବିରାଟଙ୍କୁ କୁଣ୍ଢାଇଲେ, ଗମ୍ଭୀରଙ୍କ ସହ କଥା ହେଲେ, ରୋହିତଙ୍କ ପାଖରେ ବସି ଅବସର ଘୋଷଣା କଲେ
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ହେଁ ସେ ଆଇପିଏଲ ଓ କ୍ଲବ କ୍ରିକେଟ ଖେଳିବା ଜାରି ରଖିବେ। ୨୦୨୫ ଆଇପିଏଲରେ ତାଙ୍କୁ ଚେନ୍ନାଇ ସୁପର କିଙ୍ଗସରେ ଦେଖିବାକୁ ମିଳିବ।
Cricket
ସିରିଜ ଅଧାରୁ କାହିଁକି ଅବସର ଘୋଷଣା କଲେ ରବି ଅଶ୍ୱିନ?
ଅଶ୍ୱିନଙ୍କ ପାଖରେ ଆହୁରି ଖେଳ ବାକି ରହିଥିବା ବେଳେ ସେ କାହିଁକି ଏପରି ପଦକ୍ଷେପ ଗ୍ରହଣ କଲେ, ସେ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିବାରେ ଲାଗିଛି।
Cricket
ଡ୍ର' ହେଲା ଗାବା ଟେଷ୍ଟ, ବର୍ଷା ସାଜିଲା ଭିଲେନ୍
ଶେଷ ଦିନରେ ଟିମ୍ ଇଣ୍ଡିଆ ସାମ୍ନାରେ ୫୪ ଓଭରରେ ୨୭୫ ରନ୍ର ଟାର୍ଗେଟ୍ ପୂରଣ କରିବାକୁ ଲକ୍ଷ୍ୟ ରହିଥିଲା।
Cricket
ଅନ୍ତର୍ଜାତୀୟ କ୍ରିକେଟ୍କୁ ବାଏ ବାଏ କହିଲେ ଅଶ୍ୱିନ୍
୩୮ ବର୍ଷ ବୟସରେ ସେ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି।