ବିଶ୍ୱକପରେ ଜବରଦସ୍ତ ବୋଲିଂ ସହ ମୈଦାନରେ ଅନ୍ୟ ଦେଶର ବ୍ୟାଟ୍ସମ୍ୟାନ ମାନଙ୍କୁ ଧୂଳି ଚଟାଇଛନ୍ତି ଭାରତୀୟ ପେସ୍ ବୋଲର । ଭାରତୀୟ ପେସ୍ ବୋଲର ଜଶପ୍ରୀତ ବୁମ୍ରା, ମହମ୍ମଦ ସାମୀ ଓ ମହମ୍ମଦ ସିରାଜଙ୍କ ଯୋଡ଼ି ବିଶ୍ୱକପରେ ଦବଦବା ସୃଷ୍ଟି କରିଛନ୍ତି । ଏହି ତିନି ପେସରଙ୍କ ପାଇଁ ଭାରତୀୟ ଦଳ ଶ୍ରେଷ୍ଠ ଦଳ ଭାବେ ଉଭା ହୋଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଧୋଇଯିବ ଭାରତ-ଅଷ୍ଟ୍ରେଲିଆ ଗାବା ଟେଷ୍ଟ!
ତୃତୀୟ ଦିନ ସୁଦ୍ଧା ଭାରତ ମ୍ୟାଚ୍ରେ ବ୍ୟାକଫୁଟରେ ରହିଛି। ଦଳ ଆଜି ତା’ର ପ୍ରଥମ ଇନିଂସରେ ୧୭ ଓଭର ବ୍ୟାଟିଂ କରିଥିବା ବେଳେ ୪ ୱିକେଟ ହରାଇ କେବଳ ୫୧ ରନ କରିଛି।
Cricket
ଗାବାରେ ବର୍ଷା ଯୋଗୁ ବାରମ୍ବାର ଅଟକିଲା ଖେଳ: ବ୍ୟାକଫୁଟରେ ଭାରତୀୟ ଟିମ
ତୃତୀୟ ଦିନର ଖେଳ ଶେଷ ବେଳକୁ ଭାରତ ୫୧ ରନରେ ୪ ୱିକେଟ ହରାଇ ମ୍ୟାଚ୍ ବଞ୍ଚାଇବାକୁ ସଂଘର୍ଷ କରୁଛି। କେଏଲ ରାହୁଲ ୩୩ ରନ କରିଥିବା ବେଳେ ତାଙ୍କ ସହ ଅଧିନାୟକ ରୋହିତ ଶର୍ମା ବିନା କୌଣସି ରନ କରି କ୍ରିଜରେ ରହିଛନ୍ତି।
Sports
ମହିଳା ପ୍ରିମିୟର ଲିଗ୍ ଅକ୍ସନ: ସିମ୍ରନ ଶେଖ୍ ସବୁଠୁ ମହଙ୍ଗା
୫ଟି ଦଳ ମୋଟ ୧୯ଜଣ ଖେଳାଳିଙ୍କୁ କିଣିଛନ୍ତି। କୋଟିଏରୁ ଅଧିକ ଟଙ୍କାରେ ବିକ୍ରି ହେଲେ ୪ ଜଣ ଖେଳାଳି।
Sports
ଗାବାରେ ଚମକିଲେ ବୁମ୍ରା; ଭାଙ୍ଗିଲେ ଏକାଧିକ ରେକର୍ଡ
୫ ୱିକେଟ ସଫଳତା ହାସଲ କରି କପିଲ ଦେବଙ୍କୁ ପଛରେ ପକାଇଲେ ବୁମ୍ରା। ଅନୀଲ କୁମ୍ବଲେଙ୍କ ରେକର୍ଡ ବି ସଂକଟରେ।
Sports
ହେଡ-ସ୍ମିଥଙ୍କ ଶତକ ପରେ ବ୍ୟାକଫୁଟରେ ଭାରତ
ପ୍ରଥମ ଦିନରେ ବର୍ଷା ବାଧକ ସାଜିଥିବାବେଳେ ଆଜି ଦ୍ୱିତୀୟ ଦିନରେ ଗାବାରେ ରନ ବର୍ଷା ହୋଇଥିଲା। ଟ୍ରାଭିସ ହେଡଙ୍କ ବ୍ୟତୀତ ସ୍ମିଥ ମଧ୍ୟ ଶତକୀୟ ପାଳି ଖେଳିଥିଲେ।