ଭାରତର ପେସ୍ ମାଡ଼କୁ ଡରୁଛି ବିଶ୍ୱ ! | Odisha Reporter
ବିଶ୍ୱକପରେ ଜବରଦସ୍ତ ବୋଲିଂ ସହ ମୈଦାନରେ ଅନ୍ୟ ଦେଶର ବ୍ୟାଟ୍ସମ୍ୟାନ ମାନଙ୍କୁ ଧୂଳି ଚଟାଇଛନ୍ତି ଭାରତୀୟ ପେସ୍ ବୋଲର । ଭାରତୀୟ ପେସ୍ ବୋଲର ଜଶପ୍ରୀତ ବୁମ୍ରା, ମହମ୍ମଦ ସାମୀ ଓ ମହମ୍ମଦ ସିରାଜଙ୍କ ଯୋଡ଼ି ବିଶ୍ୱକପରେ ଦବଦବା ସୃଷ୍ଟି କରିଛନ୍ତି । ଏହି ତିନି ପେସରଙ୍କ ପାଇଁ ଭାରତୀୟ ଦଳ ଶ୍ରେଷ୍ଠ ଦଳ ଭାବେ ଉଭା ହୋଇଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
