ସିରାଜଙ୍କୁ ଦଣ୍ଡିତ କଲା ଆଇସିସି, ଅଳ୍ପକେ ବର୍ତ୍ତିଲେ ଟ୍ରାଭିସ ହେଡ୍‌

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ହୋଇଥିବା ପିଙ୍କ ବଲ ଟେଷ୍ଟରେ ସିରାଜ ଓ ହେଡଙ୍କ ମଧ୍ୟ ଗରମାଗରମି ଦେଖିବାକୁ ମିଳିଥିଲା। ଉଭୟ ପରସ୍ପରକୁ ଆକ୍ଷେପ କରି ବୟାନବାଜୀ କରିଥିଲେ।

Head

ସିରାଜ ଓ ହେଡ୍‌

Hemant Lenka
  • Published: Monday, 09 December 2024
  • Updated: 09 December 2024, 09:17 PM IST

Sports

Latest News

ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ମ୍ୟାଚ୍‌ ଫି’ ୨୦% କାଟ କରିଛି ଆଇସିସି। ଅଷ୍ଟ୍ରେଲିଆ ବ୍ୟାଟର ଟ୍ରାଭିସ ହେଡ ମଧ୍ୟ ଆଇସିସି କଟକଣାର ସାମ୍ନାକୁ କରିଛନ୍ତି। କିନ୍ତୁ ତାଙ୍କ ମ୍ୟାଚ ଫି’ କଟା ଯାଇ ନାହିଁ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ହୋଇଥିବା ପିଙ୍କ ବଲ ଟେଷ୍ଟରେ ସିରାଜ ଓ ହେଡଙ୍କ ମଧ୍ୟ ଗରମାଗରମି ଦେଖିବାକୁ ମିଳିଥିଲା। ଉଭୟ ପରସ୍ପରକୁ ଆକ୍ଷେପ କରି ବୟାନବାଜୀ କରିଥିଲେ। ଏଥିପାଇଁ ଆଇସିସି ଉଭୟଙ୍କୁ ବିଶୃଙ୍ଖଳା ଆଚରଣ ପାଇଁ ଦଣ୍ଡିତ କରିଛି। ତେବେ ହେଡଙ୍କ ଅପେକ୍ଷା ସିରାଜଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି।

Also Read

ଆଇସିସି ପକ୍ଷରୁ କୁହାଯାଇଛି ଯେ ସିରାଜ ଆଇସିସିର ଆଚରଣ ବିଧି ୨.୫କୁ ଉଲ୍ଲଙ୍ଘନ କରିଛନ୍ତି। ଏଥିପାଇଁ ତାଙ୍କୁ ମ୍ୟାଚ ଫି’ ୨୦% କାଟ କରାଯାଇଛି। ହେଡ ମଧ୍ୟ ଧାରା ୨.୧୩ର ଉଲ୍ଲଙ୍ଘନ କରିଛନ୍ତି। ତେଣୁ ତାଙ୍କ ଉପରେ ମଧ୍ୟ କଟକଣା ଲଗାଯାଇଛି।

ସିରାଜଙ୍କ ମ୍ୟାଚ୍‌ ଫି’ ୨୦% କାଟ କରାଯାଇଥିବା ବେଳେ ତାଙ୍କ ଶୃଙ୍ଖଳାଗତ ରେକର୍ଡରେ ଗୋଟିଏ ଡିମେରିଟ ପଏଣ୍ଟ ଯୋଡ଼ି ହୋଇଯାଇଛି। ହେଡଙ୍କୁ ମଧ୍ୟ ଗୋଟିଏ ଡିମେରିଟ ପଏଣ୍ଟ ମିଳିଛି। ୨୪ ମାସ ମଧ୍ୟରେ ଏହା ଉଭୟ ଖେଳାଳିଙ୍କ ପ୍ରଥମ ବିଶୃଙ୍ଖଳା। ଉଭୟ ସେମାନଙ୍କ ଅପରାଧକୁ ସ୍ୱୀକାର କରିଛନ୍ତି ବୋଲି ଆଇସିସି କହିଛି।

ଅଷ୍ଟ୍ରେଲିଆ ଇନିଂସର ୮୨ତମ ଓଭର ବୋଲିଂ କରିବାକୁ ସିରାଜ ଆସିଥିବା ବେଳେ ତାଙ୍କୁ ହେଡ୍‌ ଚୌକା ମାରିଥିଲେ। ତେବେ ସେହି ଓଭରର ୪ର୍ଥ ବଲରେ ସିରାଜଙ୍କ ଫୁଲଟସକୁ ହେଡ ମିସ୍‌ କରି କ୍ଲିନବୋଲ୍ଡ ହୋଇଯାଇଥିଲେ।

ହେଡଙ୍କୁ ବୋଲ୍ଡ କରିବା ପରେ ସେ ଆଗ୍ରେସନ ଦେଖାଇଥିଲେ। ହେଡ୍‌ ମଧ୍ୟ ତାଙ୍କୁ କିଛି କହିଥିଲେ। ସିରାଜ ତାଙ୍କୁ ହାତ ହଲାଇ ପ୍ୟାଭିଲିୟନ ଫେରିଯିବାକୁ ଇଙ୍ଗିତ କରିଥିଲେ। ଏହାକୁ ନେଇ ଉଭୟଙ୍କ ବିରୋଧରେ ଆଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story