ଦକ୍ଷିଣ ଆଫ୍ରିକାକୁ ତା’ରି ମାଟିରେ ଘାଇଲା କରିଛନ୍ତି ୩ ଭାରତୀୟ ଦ୍ରୁତ ବୋଲର। ବିଶେଷ କରି ମହମ୍ମଦ ସିରାଜ ନିଜ ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ସିରାଜ ୬ ୱିକେଟ ଦଖଲ କରିଥିବା ବେଳେ ଯଶପ୍ରୀତ ବୁମ୍ରା ଓ ମୁକେଶ କୁମାର ମଧ୍ୟ ନିଜର ଦମ ଦେଖାଇଛନ୍ତି। ଉଭୟ ଦୁଇଟି ଲେଖାଏ ୱିକେଟ ପାଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଏକାଧିକ ବିଶ୍ୱ ରେକର୍ଡ ଠାରୁ ଅଳ୍ପ ଦୂରରେ ଯଶସ୍ୱୀ ଜୈସୱାଲ
ପର୍ଥ ପିଚ୍ ପେସ୍ ଓ ବାଉନ୍ସ ପାଇଁ ଜଣାଶୁଣା। ଏପରି ସ୍ଥିତିରେ ଜୈସୱାଲ ନୂଆ ବଲରେ କେମିତି ପ୍ରଦର୍ଶନ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।
Cricket
ପ୍ରଥମ ଟେଷ୍ଟ ବେଳେ ଭାରତୀୟ ସ୍କ୍ୱାଡରେ ସାମିଲ ହେବେ ରୋହିତ ଶର୍ମା!
ପ୍ରଥମ ଟେଷ୍ଟର ତୃତୀୟ ଦିନରେ ସେ ପର୍ଥରେ ପହଞ୍ଚିବା ସହ ଭାରତୀୟ ସ୍କ୍ୱାଡରେ ସାମିଲ ହେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।
Cricket
ଚାମ୍ପିୟନ୍ସ ଟ୍ରଫି ଉପରେ ଆଉ ଏକ ବଡ଼ ପଦକ୍ଷେପ ନେଲା ପାକିସ୍ତାନ
ପିସିବିର ମୁଖ୍ୟ ଅପରେଟିଂ ଅଫିସର ସୁମୈର ଅହମଦ ସୟିଦଙ୍କୁ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।
Cricket
ବାବାଙ୍କ ଜୟ ହେଉ! କାହିଁକି ସଞ୍ଜୟ ମଞ୍ଜରେକରଙ୍କୁ ଏମିତି କହି ଧୋଇଲେ ଶାମି?
ଆଇପିଏଲ ଅକ୍ସନରେ ଶାମିଙ୍କ ମୂଲ୍ୟ ହ୍ରାସ ପାଇବ ବୋଲି ମଞ୍ଜରେକର ଆକଳନ କରିଥିଲେ।
Cricket
ବର୍ଡର-ଗାଭାସ୍କର ଟ୍ରଫି: ପ୍ରଥମ ଟେଷ୍ଟକୁ ପ୍ରଭାବିତ କରିବ କି ଅଦିନିଆ ବର୍ଷା?
ଫାଇନାଲ ଦୃଷ୍ଟିରୁ ଉଭୟ ଟିମ ପାଇଁ ଏହି ସିରିଜ ବିଶେଷ କରି ପ୍ରଥମ ଟେଷ୍ଟ ବେଶ ମହତ୍ତ୍ୱପୂର୍ଣ୍ଣ।