Advertisment

ସିରାଜଙ୍କ କମାଲ; ୧୫ ରନ ଦେଇ ଅକ୍ତିଆର କଲେ ୬ ୱିକେଟ

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମ ଦେଖାଇଛନ୍ତି ଦ୍ରୁତ ବୋଲର ମହମ୍ମଦ ସିରାଜ।

Advertisment

ଦକ୍ଷିଣ ଆଫ୍ରିକାକୁ ତା’ରି ମାଟିରେ ଘାଇଲା କରିଛନ୍ତି ୩ ଭାରତୀୟ ଦ୍ରୁତ ବୋଲର। ବିଶେଷ କରି ମହମ୍ମଦ ସିରାଜ ନିଜ ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ସିରାଜ ୬ ୱିକେଟ ଦଖଲ କରିଥିବା ବେଳେ ଯଶପ୍ରୀତ ବୁମ୍ରା ଓ ମୁକେଶ କୁମାର ମଧ୍ୟ ନିଜର ଦମ ଦେଖାଇଛନ୍ତି। ଉଭୟ ଦୁଇଟି ଲେଖାଏ ୱିକେଟ ପାଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Ind Vs SA Mohammed Siraj Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe