ରାହୁଲ୍ ଦ୍ରାବିଡ୍ ହେଲେ ଟିମ୍ ଇଣ୍ଡିଆ କୋଚ୍

ନୂଆଦିଲ୍ଲୀ: ପୂର୍ବତନ କ୍ୟାପଟେନ୍ ରାହୁଲ୍ ଦ୍ରାବିଡ୍ ହେଲେ ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍। ଏ ନେଇ ବିସିସିଆଇ ଆଜି ଆନୁଷ୍ଠାନିକ ଘୋଷଣା କରିଛି। ଦ୍ରାବିଡ୍ ଏବେ ରବି ଶାସ୍ତ୍ରୀଙ୍କ ସ୍ଥାନ ନେବେ। ୟୁଏଇରେ ଚାଲିଥିବା ଆଇସିସି ଟି-୨୦ ବିଶ୍ୱକପ୍ ପରେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବ। ଏହା ପରେ ଦ୍ରାବିଡ୍ ଟିମ୍ ଇଣ୍ଡିଆ କୋଚ୍ ପଦ ଭାବେ ଦାୟିତ୍ୱ ସମ୍ଭାଳିବେ। ସୁଲକ୍ଷଣା ନାଏକ ଓ ଆରପି ସିଂଙ୍କୁ ନେଇ ଗଠିତ ବିସିସିଆଇର କ୍ରିକେଟ୍‌ ଆଡଭାଇଜରୀ କମିଟି […]

rahul-dravid

rahul-dravid

Ranjit Kumar Jena
  • Published: Wednesday, 03 November 2021
  • Updated: 03 November 2021, 09:52 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ କ୍ୟାପଟେନ୍ ରାହୁଲ୍ ଦ୍ରାବିଡ୍ ହେଲେ ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍। ଏ ନେଇ ବିସିସିଆଇ ଆଜି ଆନୁଷ୍ଠାନିକ ଘୋଷଣା କରିଛି। ଦ୍ରାବିଡ୍ ଏବେ ରବି ଶାସ୍ତ୍ରୀଙ୍କ ସ୍ଥାନ ନେବେ। ୟୁଏଇରେ ଚାଲିଥିବା ଆଇସିସି ଟି-୨୦ ବିଶ୍ୱକପ୍ ପରେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବ। ଏହା ପରେ ଦ୍ରାବିଡ୍ ଟିମ୍ ଇଣ୍ଡିଆ କୋଚ୍ ପଦ ଭାବେ ଦାୟିତ୍ୱ ସମ୍ଭାଳିବେ।

ସୁଲକ୍ଷଣା ନାଏକ ଓ ଆରପି ସିଂଙ୍କୁ ନେଇ ଗଠିତ ବିସିସିଆଇର କ୍ରିକେଟ୍‌ ଆଡଭାଇଜରୀ କମିଟି (ସିଏସି) ଦ୍ରାବିଡଙ୍କୁ କୋଚ୍ ଭାବେ ନିଯୁକ୍ତି ଦେଇଛି। ଆଗାମୀ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜ୍ କୋଚ୍ ଭାବେ ଦ୍ରାବିଡଙ୍କର ପ୍ରଥମ କାର୍ଯ୍ୟ ହେବ। ପୂର୍ବରୁ ଦ୍ରାବିଡଙ୍କ କୋଚ୍ ହେବା ନେଇ ସୂଚନା ମିଳିଥିଲା। ମୁଖ୍ୟ କୋଚ୍ ପାଇଁ ଅକ୍ଟୋବର ୨୬ ତାରିଖ ସୁଦ୍ଧା ଆବେଦନ କରିବାକୁ ବିସିସିଆଇ ବିଜ୍ଞପ୍ତି ଜାରି କରିଥିଲା। ଦ୍ରାବିଡ୍ ଶେଷ ଦିନ କୋଚ୍ ପଦବୀ ପାଇଁ ଆବେଦନ କରିଥିଲେ।

ଏହା ପୂର୍ବରୁ ଦ୍ରାବିଡ୍ ଗତ ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳର କୋଚ୍ ହୋଇଥିଲେ। ଏହି ଗସ୍ତରେ ଦ୍ରାବିଡଙ୍କ କୋଚିଂକୁ ମଧ୍ୟ ଖୁବ୍ ପ୍ରଶଂସା କରାଯାଉଥିଲା। ଏହି ଗସ୍ତରେ ଭାରତ ଅଧିକାଂଶ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିଲା। ଯଦିଓ ଭାରତ ଦିନିକିଆ ସିରିଜ୍ ଜିତିଥିଲା, କିନ୍ତୁ ଟି-୨୦ ସିରିଜ୍ ହାରିଯାଇଥିଲା।

https://twitter.com/BCCI/status/1455917023767109638?s=20

କୋଚ୍ ହେବା ପରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ଦ୍ରାବିଡଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗାଙ୍ଗୁଲି କହିଛନ୍ତି, ଭାରତୀୟ ଦଳର କୋଚ୍ ହେବା ନେଇ ଦ୍ରାବିଡଙ୍କୁ ସ୍ୱାଗତ କରୁଛି। ଦ୍ରାବିଡଙ୍କ କ୍ରିକେଟ୍‌ କ୍ୟାରିୟର ଜବରଦସ୍ତ ରହିଥିବା ବେଳେ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନସିଏ)ର ମୁଖ୍ୟ ଭାବେ ଭଲ କାମ କରିଆସିଛନ୍ତି। ତାଙ୍କ ଉଦ୍ୟମରେ ଏନସିଏରୁ ଅନେକ ଯୁବ ପ୍ରତିଭା ବାହାରିଛନ୍ତି। ମୋର ବିଶ୍ୱାସ ଯେ ତାଙ୍କ ମାର୍ଗଦର୍ଶନରେ ଭାରତୀୟ କ୍ରିକେଟ୍‌ ଟିମ୍ ନୂଆ ଶିଖର ଛୁଇଁବ।

ସେହିପରି ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି, ଏହି ପଦବୀ ପାଇଁ ରାହୁଲ ଦ୍ରାବିଡଙ୍କ ଠାରୁ ଭଲ ବ୍ୟକ୍ତି କେହି ହୋଇପାରିବେ ନାହିଁ। ଏବଂ ତାଙ୍କୁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯାଇଥିବାରୁ ମୁଁ ବହୁତ ଖୁସି। ଆଗାମୀ ଦୁଇ ବର୍ଷ ମଧ୍ୟରେ ଦୁଇଟି ବିଶ୍ୱକପ୍ ଅନୁଷ୍ଠିତ ହେବ। ତେଣୁ ଏହା ପୂର୍ବରୁ ଦ୍ରାବିଡ୍ ହିଁ ଏହି ପଦବୀ ପାଇଁ ଉପଯୁକ୍ତ ବ୍ୟକ୍ତି ବୋଲି ଜୟ ଶାହ କହିଛନ୍ତି।

ଆଇପିଏଲ୍- ୨୦୨୧ ଫାଇନାଲ ବେଳେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହ ଓ ରାହୁଲ୍ ଡ୍ରାଭିଡଙ୍କ ମଧ୍ୟରେ ବୈଠକ ହୋଇଥିଲା, ଯେଉଁଥିରେ ଦି ୱାଲ ନାମରେ ପରିଚିତ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଭାରତର କୋଚ୍ ହେବା ପାଇଁ ରାଜି ହୋଇଥିଲେ। ବିସିସିଆଇ ହେଡ୍ କୋଚ୍ ବ୍ୟତୀତ ବ୍ୟାଟିଂ କୋଚ୍, ବୋଲିଂ କୋଚ୍ ଓ ଜାତୀୟ କ୍ରିକେଟ୍ ଏକାଡେମୀ ପାଇଁ ହେଡ୍ ସ୍ପୋର୍ଟ୍ସ ସାଇନ୍ସ କିମ୍ବା ମେଡିସିନ୍ ପାଇଁ ଆବେଦନ ମାଗିଛି। ମୁଖ୍ୟ କୋଚ୍ ଆବେଦନ ପାଇଁ ଶେଷ ତାରିଖ ଅକ୍ଟୋବର ୨୬ ତାରିଖ ସନ୍ଧ୍ୟା ୫ଟା ଯାଏ ଧାର୍ଯ୍ୟ ରଖାଯାଇଛି। ସେହିପରି ବାକି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୩ ତାରିଖ ରଖାଯାଇଥିଲା।

ରାହୁଲ୍ ଦ୍ରାବିଡ୍ ଭାରତ ପକ୍ଷରୁ ୧୬୪ ଟେଷ୍ଟ ଖେଳି ୩୬ ଶତକ ଓ ୬୩ ଅର୍ଦ୍ଧଶତକ ସହାୟତାରେ ୧୩୨୮୮ ରନ୍ କରିଛନ୍ତି। ଟେଷ୍ଟ କ୍ରିକେଟରେ ତାଙ୍କର ସର୍ବୋଚ୍ଚ ସ୍କୋର ୨୭୦ ରନ୍ ରହିଛି। ସେ ୩୪୪ ଦିନିକିଆ ଖେଳି ୧୨ ଶତକ ଓ ୮୩ ଅର୍ଦ୍ଧଶତକ ସହ ୧୦୮୮୯ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story