Advertisment

ଟସ୍ ଜିତିଲା ମୁମ୍ବାଇ, ଈଶାନ୍ କିଶନ ଆଉଟ୍‌

ନୂଆଦିଲ୍ଲୀ: ଚଳିତ ଆଇପିଏଲର ୨୪ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ମ୍ୟାଚରେ ମୁମ୍ବାଇ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରିବ । ଏହି ମ୍ୟାଚରେ ମୁମ୍ବାଇ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି । ଇଶାନ୍ କିଶନ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ନାଥନ କୁଲ୍ଟର-ନାଇଲଙ୍କୁ ସାମିଲ୍ କରାଯାଇଛି । ସେହିପରି ରାଜସ୍ଥାନ […]

ଅଦ୍ୟତନ ହୋଇଛି
ଟସ୍ ଜିତିଲା ମୁମ୍ବାଇ, ଈଶାନ୍ କିଶନ ଆଉଟ୍‌

ipl-match-23

Advertisment

ନୂଆଦିଲ୍ଲୀ: ଚଳିତ ଆଇପିଏଲର ୨୪ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ମ୍ୟାଚରେ ମୁମ୍ବାଇ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରିବ ।

Advertisment

ଏହି ମ୍ୟାଚରେ ମୁମ୍ବାଇ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି । ଇଶାନ୍ କିଶନ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ନାଥନ କୁଲ୍ଟର-ନାଇଲଙ୍କୁ ସାମିଲ୍ କରାଯାଇଛି । ସେହିପରି ରାଜସ୍ଥାନ ଟିମ୍ ଅପରିବର୍ତ୍ତିତ ରହିଛି ।

ସୂଚନାଯୋଗ୍ୟ, ରାଜସ୍ଥାନ ରୟାଲ୍ସ ତା’ର ଶେଷ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ହରାଇଥିବା ବେଳେ ମୁମ୍ବାଇ ତା’ର ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ନିକଟରୁ ପରାସ୍ତ ହୋଇଥିଲା ।

Advertisment

https://twitter.com/IPL/status/1387703221158912002?s=20

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ୍ ଶର୍ମା (କ୍ୟାପଟେନ୍‌), କ୍ୱିଣ୍ଟନ୍ ଡି’କକ୍‌ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ଇଶାନ୍ କିଶନ୍‌, ହାର୍ଦ୍ଦିକ ପାଣ୍ଡ୍ୟା, କାଇରନ୍ ପୋଲାର୍ଡ, କୃନାଲ୍ ପାଣ୍ଡ୍ୟା, ଜୟନ୍ତ ଯାଦବ, ରାହୁଲ୍ ଚହର୍‌, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମ୍ରା ।

ରାଜସ୍ଥାନ ରୟାଲ୍ସ: ଜୋସ୍ ବଟଲର୍‌, ଯଶସ୍ୱୀ ଜୈସୱାଲ୍‌, ସଞ୍ଜୁ ସାମସନ୍ (କ୍ୟାପଟେନ୍‌/ୱିକେଟ୍ କିପର), ଶିବମ ମାଭି, ଡେଭିଡ୍ ମିଲର୍‌, ରାହୁଲ୍ ତେୱାତିଆ, ରିୟାନ୍ ପରାଗ, କ୍ରିସ୍ ମୋରିସ୍‌, ଜୟଦେବ ଉନାଦକଟ୍‌, ଚେତନ ସାକାରିୟା, ମୁସ୍ତାଫିଜୁର ରେହମାନ୍ ।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe