ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଟିମରେ ଓଡ଼ିଆ ପୁଅ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଂଲାଦେଶ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍ ପାଇଁ ୧୪ ଜଣିଆ ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଟିମର ଘୋଷଣା କରାଯାଇଛି। ଭାରତୀୟ ଟି-୨୦ ଟିମରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ନକୁଳ ବଡ଼ନାୟକଙ୍କୁ ସାମିଲ କରାଯାଇଛି। ଟିମର କ୍ୟାପଟେନ୍ ଭାବେ ସୁନୀଲ ରମେଶ ଓ ଭାଇସ୍ କ୍ୟାପଟେନ୍ ଭାବେ ଦୀପକ ମଲିକଙ୍କୁ ରଖାଯାଇଛି। ଉଭୟ ସୁନୀଲ ଓ ଦୀପକ ଦିନିକିଆ ଓ ଟି-୨୦ ସିରିଜରେ ଖେଳିବେ। ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମେ […]

nakul

nakul

Ranjit Kumar Jena
  • Published: Thursday, 23 December 2021
  • Updated: 23 December 2021, 10:04 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଂଲାଦେଶ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍ ପାଇଁ ୧୪ ଜଣିଆ ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଟିମର ଘୋଷଣା କରାଯାଇଛି। ଭାରତୀୟ ଟି-୨୦ ଟିମରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ନକୁଳ ବଡ଼ନାୟକଙ୍କୁ ସାମିଲ କରାଯାଇଛି। ଟିମର କ୍ୟାପଟେନ୍ ଭାବେ ସୁନୀଲ ରମେଶ ଓ ଭାଇସ୍ କ୍ୟାପଟେନ୍ ଭାବେ ଦୀପକ ମଲିକଙ୍କୁ ରଖାଯାଇଛି। ଉଭୟ ସୁନୀଲ ଓ ଦୀପକ ଦିନିକିଆ ଓ ଟି-୨୦ ସିରିଜରେ ଖେଳିବେ।

ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ସିରିଜର ପ୍ରଥମ ଟି-୨୦ ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୨୪ ତାରିଖରେ ଖେଳାଯିବାକୁଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ୨୫ ଏବଂ ତୃତୀୟ ମ୍ୟାଚ୍ ୨୬ ତାରିଖରେ ଅନୁଷ୍ଠିତ ହେବ। ସେହିପରି ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଯଥାକ୍ରମେ ଡିସେମ୍ବର ୨୭, ୨୮ ଓ ୨୯ ତାରିଖରେ ଖେଳାଯିବ। ସବୁଯାକ ମ୍ୟାଚ୍ ମଧ୍ୟ ପ୍ରଦେଶ ଭୋପାଳର ଫେଥ୍ କ୍ରିକେଟ୍ କ୍ଲବରେ ଅନୁଷ୍ଠିତ ହେବ।

ଭାରତୀୟ ଟି-୨୦ ସ୍କ୍ୱାଡ୍

ବି-୧ କ୍ୟାଟେଗୋରୀ- କଳ୍ପେଶ ନିମ୍ବଦକର, ଲଲିତ ମୀନା, ଏ ଭେଙ୍କଟେଶ୍ୱର ରାଓ, ଓମ୍ ପ୍ରକାଶ, ପ୍ରବୀଣ କୁମାର ଶର୍ମା; ବି-୨ କ୍ୟାଟେଗୋରୀ- ଡି. ଭେଙ୍କଟେଶ୍ୱର ରାଓ, ଏ ମୀନାଶ, ଇରଫାନ୍ ଦିୱାନ୍, ନକୁଳ ବଡ଼ନାୟକ; ବି-୩ କ୍ୟାଟେଗୋରୀ- ଦୀପକ ମଲିକ (ଭାଇଦ୍ କ୍ୟାପଟେନ୍), ପ୍ରକାଶ ଜୟରମେୟା, ସୁନୀଲ ରମେଶ (କ୍ୟାପଟେନ୍), ଦୁର୍ଗା ରାଓ, ବିଜୟ କୁମାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story