Advertisment

ଥିଲାବାଲାଙ୍କ ପାଇଁ ବାରବାଟୀ !

ବାରବାଟୀ ଷ୍ଟାଡ଼ିୟମରେ ବସି ଖେଳ ଉପଭୋଗ କରିବା ଏବେ ମହଙ୍ଗା। ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ପାଇଁ ଦେଢ଼ଗୁଣା ଟିକେଟ୍ ଦର ବଢ଼ାଇଛି OCA।

author-image
Manoj Swain
ଅଦ୍ୟତନ ହୋଇଛି

ଥିଲାବାଲା ଦେଖିବେ, ବାକି ସବୁ ଭକୁଆ। ବାରବାଟୀ ଷ୍ଟାଡ଼ିୟମରେ ବସି ଖେଳ ଉପଭୋଗ କରିବା ଏବେ ମହଙ୍ଗା। ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ପାଇଁ ଦେଢ଼ଗୁଣା ଟିକଟ୍ ଦର ବଢ଼ାଇଛି OCA। ଅହେତୁକ ଦରବୃଦ୍ଧିକୁ ନେଇ ଅସନ୍ତୋଷ ଝାଡ଼ିଲେ ସାଧାରଣ ଦର୍ଶକ ଓ କ୍ରିକେଟ୍ ପ୍ରେମୀ । ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଜୋର ଧରିଲା ଦାବି...

Advertisment
Odisha Oca