ଟି-୨୦ ବିଶ୍ୱକପ: ପାକିସ୍ତାନର ବୋଲିଂ, ଭାରତର ବ୍ୟାଟିଂ

ବର୍ଷା ଯୋଗୁ ମ୍ୟାଚ୍‌ ଓ ଟସ୍‌ରେ ବିଳମ୍ବ ହୋଇଛି। ବର୍ଷା ଛାଡ଼ିବା ପରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି।

INDIA

ପାକିସ୍ତାନ ଓ ଭାରତର ଫ୍ୟାନ

Hemant Lenka
  • Published: Sunday, 09 June 2024
  • Updated: 09 June 2024, 08:14 PM IST

Sports

Latest News

ଦୀର୍ଘ ୨୦ ମାସ ପରେ ଟି-୨୦ ବିଶ୍ୱକପରେ ପୁଣି ମୁହାଁମୁହିଁ ହେଉଛନ୍ତି ଭାରତ ଓ ପାକିସ୍ତାନ। ଆମେରିକାର ନ୍ୟୁୟର୍କରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରିବ।

ବର୍ଷା ଯୋଗୁ ମ୍ୟାଚ୍‌ ଓ ଟସ୍‌ରେ ବିଳମ୍ବ ହୋଇଛି। ବର୍ଷା ଛାଡ଼ିବା ପରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ତେବେ ଓଦା ଆଉଟଫିଲ୍ଡ ଯୋଗୁ ଭାରତର ବ୍ୟାଟିଂରେ ବିଳମ୍ବିତ ହୋଇଛି। 

Also Read

ପାକିସ୍ତାନ ତା’ର ପ୍ରଥମ ମ୍ୟାଚ୍‌ରେ ଆମେରିକା ଠାରୁ ହାରିଥିଲା। ତେଣୁ ଦଳ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଦଳକୁ ଆହତ ଯୋଗୁ ପ୍ରଥମ ମ୍ୟାଚ୍‌ରେ ବାଦ ପଡ଼ିଥିବା ଇମାଦ ୱାସିମ କମବ୍ୟାକ କରିଛନ୍ତି। ସେ ୱିକେଟ କିପର ଆଜମ ଖାନଙ୍କ ସ୍ଥାନରେ ସୁଯୋଗ ପାଇଛନ୍ତି। ପାକିସ୍ତାନ ୪ ଜଣ ଦ୍ରୁତ ବୋଲର ଓ ୩ ଜଣ ଅଲରାଉଣ୍ଡରଙ୍କ ସହ ଭାରତ ବିପକ୍ଷ ମ୍ୟାଚ୍‌ ଖେଳୁଛି।

ଅନ୍ୟପକ୍ଷରେ ଭାରତୀୟ ଟିମ ପ୍ରଥମ ମ୍ୟାଚ୍‌ରେ ଆୟର୍ଲ୍ୟାଣ୍ଡକୁ ହରାଇଥିଲା। ତେଣୁ ଦଳ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଏହାର ଅର୍ଥ ରୋହିତ ଶର୍ମା ଓ ବିରାଟ କୋହଲି ଭାରତ ପାଇଁ ଇନିଂସ ଆରମ୍ଭ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story