Advertisment

ପ୍ରାର୍ଥନାରେ ମଗ୍ନ ପୂରା ଭାରତ

ଦିନିକିଆ ବିଶ୍ୱକପ ଫାଇନାଲ୍ ମ୍ୟାଚରେ ଭାରତର ବିଜୟୀ କାମନାରେ ସମଗ୍ର ଦେଶରେ ଚାଲିଛି ପୂଜା-ପାଠ ସାଙ୍ଗକୁ ହୋମ-ଯଜ୍ଞ।

Advertisment

ଆଜି ସମଗ୍ର ଭାରତରେ ପର୍ବ-ପର୍ବାଣୀର ମାହୋଲ୍, ଯେପରି ହୋଲି କିମ୍ବା ଦୀପାବଳି ହେଉଛି। ବାସ୍ତବରେ କିନ୍ତୁ ଏ ପର୍ବ ବିଶ୍ୱକପର। ଦିନିକିଆ ବିଶ୍ୱକପ ଫାଇନାଲ୍ ମ୍ୟାଚରେ ଭାରତର ବିଜୟୀ କାମନାରେ ସମଗ୍ର ଦେଶରେ ଚାଲିଛି ପୂଜା-ପାଠ ସାଙ୍ଗକୁ ହୋମ-ଯଜ୍ଞ। କେଉଁଠି ମନ୍ଦିରରେ ପୂଜାର୍ଚ୍ଚନା, କେଉଁଠି ଆଳତୀ ତ୍ ପୁଣି କେଉଁଠି ଲାଗିଛି ଦୀପ। ଭାରତ ବିଶ୍ୱବିଜୟୀ ହେବା ପାଇଁ ସାରା ଦେଶରେ ଉତ୍ସାହ। 

Advertisment
ICC Men’s Cricket World Cup 2023 CWC 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe