କୋହଲିଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ରାହୁଲ୍

ଚେନ୍ନାଇ: ପଞ୍ଜାବ କିଙ୍ଗସ୍ ଟିମର କ୍ୟାପଟେନ୍ ଲୋକେଶ ରାହୁଲ୍ ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗର ନିଜର ଚତୁର୍ଥ ମ୍ୟାଚରେ କିଛି ଖାସ୍ କରିପାରିନାହାନ୍ତି। ସେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ମାତ୍ର ୪ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି। ତେବେ ରାହୁଲ୍ ନିଜର ଏହି ଛୋଟିଆ ଇନିଂସ ମଧ୍ୟରେ ଏକ ବଡ଼ ଉପଲବ୍ଧି ଅର୍ଜନ କରିଛନ୍ତି। ରାହୁଲ୍ ଟି-୨୦ କ୍ରିକେଟରେ ୫ହଜାର ରନ୍ ପୂରଣ କରିଛନ୍ତି। ସେ ୧୫୬ ମ୍ୟାଚରେ ୫୦୦୩ ରନ୍ କରିଛନ୍ତି। ଆଜି […]

KL-rahul

KL-rahul

Ranjit Kumar Jena
  • Published: Wednesday, 21 April 2021
  • Updated: 21 April 2021, 08:31 PM IST

Sports

Latest News

ଚେନ୍ନାଇ: ପଞ୍ଜାବ କିଙ୍ଗସ୍ ଟିମର କ୍ୟାପଟେନ୍ ଲୋକେଶ ରାହୁଲ୍ ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗର ନିଜର ଚତୁର୍ଥ ମ୍ୟାଚରେ କିଛି ଖାସ୍ କରିପାରିନାହାନ୍ତି। ସେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ମାତ୍ର ୪ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି। ତେବେ ରାହୁଲ୍ ନିଜର ଏହି ଛୋଟିଆ ଇନିଂସ ମଧ୍ୟରେ ଏକ ବଡ଼ ଉପଲବ୍ଧି ଅର୍ଜନ କରିଛନ୍ତି।

ରାହୁଲ୍ ଟି-୨୦ କ୍ରିକେଟରେ ୫ହଜାର ରନ୍ ପୂରଣ କରିଛନ୍ତି। ସେ ୧୫୬ ମ୍ୟାଚରେ ୫୦୦୩ ରନ୍ କରିଛନ୍ତି। ଆଜି ମ୍ୟାଚରେ ସେ ହାଇଦ୍ରାବାଦର ବାମହାତୀ ସ୍ପିନର ଅଭିଷେକ ଶର୍ମାଙ୍କ ବଲରେ ସିଙ୍ଗଲ୍ ନେଇ ଏହି ବଡ଼ ମାଇଲଖୁଣ୍ଟର ଅଧିକାରୀ ହୋଇଛନ୍ତି। ଏଥିସହ ରାହୁଲ୍ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବଡ଼ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି।

ରାହୁଲ୍ ଏବେ ଦ୍ରୁତ ୫ହଜାର ରନ୍ ସଂଗ୍ରହକାରୀ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ରାହୁଲ୍ ମଧ୍ୟ ବିଶ୍ୱର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଦ୍ରୁତ ୫ହଜାର ରନ୍ କରିଛନ୍ତି। ରାହୁଲ୍ ୧୪୩ ଇନିଂସ୍ ଖେଳି ଏହି କ୍ଲବରେ ପହଞ୍ଚିଛନ୍ତି। ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପ୍ନର କ୍ରିସ୍ ଗେଲ୍ ମାତ୍ର ୧୩୨ ଇନିଂସରେ ହିଁ ୫ହଜାର ରନ୍ କରି ସବୁଠାରୁ ଆଗରେ ରହିଛନ୍ତି। ଏବେ ରାହୁଲ ଅଷ୍ଟ୍ରେଲିଆର ଶନ୍ ମାର୍ଶଙ୍କୁ ପଛରେ ପକାଇ ଦେଇଛନ୍ତି, ଯିଏ ୧୪୪ ଇନିଂସରେ ୫ହଜାର ରନ୍ କରିଛନ୍ତି।

ଭାରତୀୟଙ୍କ ମଧ୍ୟରେ ୫ହଜାର ରନ୍ କ୍ଲବରେ ପହଞ୍ଚିବା ପାଇଁ କୋହଲି ୧୭୩ ଇନିଂସର ସହାୟତା ନେଇଥିବା ବେଳେ ସୁରେଶ ରାଇନା ୧୭୩ ଇନିଂସ ଖେଳିଥିଲେ। ରାହୁଲ୍ ଏବେ ଉଭୟ କୋହଲି ଓ ରାଇନାଙ୍କୁ ପଛରେ ପକାଇ ଦେଇଛନ୍ତି। ରାହୁଲ୍ ପାଖାପାଖି ୪୨ ହାରରେ ଏହି ରନ୍ କରିଛନ୍ତି, ଯେଉଁଥିଣେ ୪୧ ଅର୍ଦ୍ଧଶତକ ସାମିଲ୍‌ ଅଛି। ରାହୁଲ୍ ମଧ୍ୟ ଦ୍ୱାଦଶ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ୫ହଜାର ରନ୍ ପୂରଣ କରିଛନ୍ତି।

ରାହୁଲ୍‌ ଆଇପିଏଲରେ ୪୪.୫୭ ହାରରେ ୨୮୦୮ ରନ୍ କରିଛନ୍ତି, ଯେଉଁଥିରେ ୨୩ ଅର୍ଦ୍ଧଶତକ ସାମିଲ ଅଛି। ସେ ଆଇପିଏଲରେ ପଞ୍ଜାବ କିଙ୍ଗସ୍, ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ଟିମର ପ୍ରତିନିଧିତ୍ୱ କରିଛନ୍ତି। ଭାରତୀୟ ଟିମ୍ ପାଇଁ ରାହୁଲ୍ ୪୯ ମ୍ୟାଚରେ ୩୯.୯୨ ହାରରେ ୧୫୫୭ ରନ୍ କରିଛନ୍ତି। ବାକି ୬୩୮ ରନ୍ ସେ ଘରୋଇ ଟୁର୍ଣ୍ଣାମେଣ୍ଟରେ କର୍ଣ୍ଣାଟକା ପକ୍ଷରୁ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story