ଏସିଆ କପ୍‌ ପୂର୍ବରୁ ଭାରତକୁ ଝଟ୍‌କା, ରାହୁଲ ଦ୍ରାବିଡଙ୍କୁ କରୋନା

ମୁମ୍ବାଇ: ଏସିଆ କପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ ଝଟ୍‌କା। ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ପିଟିଆଇ ପକ୍ଷରୁ ସୂଚନା ମିଳିଛି। କରୋନା ପାଇଁ ଦୁବାଇରେ ହେବାକୁ ଯାଉଥିବା ଆଗାମୀ ଏସିଆ କପ୍‌ରେ ସେ ଟିମ୍‌ ସହ ଯୋଡି ହୋଇ ପାରିବେ ନାହିଁ। ଭାରତୀୟ କ୍ରିକେଟ୍‌ ଟିମ୍‌ ଆଜି ହିଁ ୟୁଏଇ ଅଭିମୁଖେ ଯାତ୍ରା କରିବ। ଏହି ଟୁର୍ଣ୍ଣାମେଣ୍ଟ  ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବ। ରାହୁଲ […]

Rahul Dravid

Rahul Dravid

Madhupriya Mistry
  • Published: Tuesday, 23 August 2022
  • Updated: 23 August 2022, 12:25 PM IST

Sports

Latest News

ମୁମ୍ବାଇ: ଏସିଆ କପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ ଝଟ୍‌କା। ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ପିଟିଆଇ ପକ୍ଷରୁ ସୂଚନା ମିଳିଛି। କରୋନା ପାଇଁ ଦୁବାଇରେ ହେବାକୁ ଯାଉଥିବା ଆଗାମୀ ଏସିଆ କପ୍‌ରେ ସେ ଟିମ୍‌ ସହ ଯୋଡି ହୋଇ ପାରିବେ ନାହିଁ। ଭାରତୀୟ କ୍ରିକେଟ୍‌ ଟିମ୍‌ ଆଜି ହିଁ ୟୁଏଇ ଅଭିମୁଖେ ଯାତ୍ରା କରିବ। ଏହି ଟୁର୍ଣ୍ଣାମେଣ୍ଟ  ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବ।

ରାହୁଲ କରୋନା ପଜିଟିଭ୍ ହେଲା ପରେ ଟିମ୍‌ର ଚିନ୍ତା ବଢିଯାଇଛି। କାରଣ ତାଙ୍କର ରିପୋର୍ଟ ନେଗେଟିଭ୍ ନ ଆସିବା ଯାଏଁ ଓ ସେ ସୁସ୍ଥ ନ ହେବା ଯାଏ ସେ ଟିମ୍‌ ସହ ଯୋଡି ହୋଇପାରିବେ ନାହିଁ। ତାଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ଣଣ ଟିମ୍‌ ସହ ଦୁବାଇ ଯାଇପାରନ୍ତି। ତେବେ ଏନେଇ ବିସିସିଆଇ କିଛି ସ୍ପଷ୍ଟ ସୂଚନା ଦେଇନାହିଁ।

ନିକଟରେ ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିଥିଲା ଭାରତ। ଏଥିରେ ରାହୁଲଙ୍କ ବ୍ରେକ୍ ଦିଆଯାଇଥିଲା। ତାଙ୍କ ସ୍ଥାନରେ ନ୍ୟାସନାଲ କ୍ରିକେଟ୍‌ ଏକାଡେମୀର ଡାଇରେକ୍ଟର ଭିଭିଏସ ଲକ୍ଷ୍ଣଣଙ୍କୁ କୋଚ୍ ଭାବେ ଇଣ୍ଡିଜ ପଠାଯାଇଥିଲା। କେଏଲ ରାହୁଲ-ଲକ୍ଷ୍ଣଣଙ୍କ ଯୋଡି ଜିମ୍ବାଓ୍ୱେ ବିପକ୍ଷରେ ମଧ୍ୟ କ୍ଲିନ୍ ସ୍ୱିପ୍ କରିଥିଲା।

ସୂଚନାଯୋଗ୍ୟ, ଏସିଆ କପ୍ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବ। ଅଗଷ୍ଟ ୨୮ରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ଭାରତ ଓ ପାକିସ୍ତାନ ମଧ୍ୟରେ ମହା ମୁକାବିଲା ହେବ। ଏହି ମ୍ୟାଚ୍‌ ପାଇଁ ପ୍ରଶଂସକ ଖୁବ୍ ଉତ୍ସାହିତ ରହିଛନ୍ତି। ଭାରତୀୟ ସମୟାନୁସାରେ ଏହା ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story