ଭାରତକୁ ଘାଇଲା କରିଥିବା ଶ୍ରୀଲଙ୍କା ବୋଲର କୋହଲିଙ୍କ ଟିମରେ ସାମିଲ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନଙ୍କୁ ନାକେଦମ୍ କରିଥିବା ଶ୍ରୀଲଙ୍କା ସ୍ପିନର ୱାନିନ୍ଦୁ ହସରଙ୍ଗା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ-୧୪)ର ଦ୍ୱିତୀୟ ପର୍ଯ୍ୟାୟରେ ଖେଳିବେ। ହସରଙ୍ଗାଙ୍କ ବ୍ୟତୀତ ଶ୍ରୀଲଙ୍କାର ଦୁଷ୍ମନ୍ତ ଚମୀରା, ସିଙ୍ଗାପୁରର ଟିମ୍ ଡେଭିଡ୍, ନ୍ୟୁଜିଲ୍ୟାଣ୍ଡର ଗ୍ଲେନ୍ ଫିଲିପ୍ସଙ୍କ ଭଳି ଖେଳାଳି ଆଇପିଏଲରେ ଖେଳିବେ। ଫ୍ରାଞ୍ଚାଇଜି ଏହି ଖେଳାଳିମାନଙ୍କୁ ରିପ୍ଲେସମେଣ୍ଟ ଭାବେ ଟିମରେ ସାମିଲ୍ କରିଛି। ବିରାଟ୍ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଶ୍ରୀଲଙ୍କା ସ୍ପିନର ହସରଙ୍ଗାଙ୍କୁ ତା’ର ଟିମରେ ସାମିଲ୍ କରିଛି। ହସରଙ୍ଗା ଅଷ୍ଟ୍ରେଲିଆନ୍ […]

hasaranga

hasaranga

Ranjit Kumar Jena
  • Published: Monday, 23 August 2021
  • Updated: 23 August 2021, 04:11 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନଙ୍କୁ ନାକେଦମ୍ କରିଥିବା ଶ୍ରୀଲଙ୍କା ସ୍ପିନର ୱାନିନ୍ଦୁ ହସରଙ୍ଗା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ-୧୪)ର ଦ୍ୱିତୀୟ ପର୍ଯ୍ୟାୟରେ ଖେଳିବେ। ହସରଙ୍ଗାଙ୍କ ବ୍ୟତୀତ ଶ୍ରୀଲଙ୍କାର ଦୁଷ୍ମନ୍ତ ଚମୀରା, ସିଙ୍ଗାପୁରର ଟିମ୍ ଡେଭିଡ୍, ନ୍ୟୁଜିଲ୍ୟାଣ୍ଡର ଗ୍ଲେନ୍ ଫିଲିପ୍ସଙ୍କ ଭଳି ଖେଳାଳି ଆଇପିଏଲରେ ଖେଳିବେ। ଫ୍ରାଞ୍ଚାଇଜି ଏହି ଖେଳାଳିମାନଙ୍କୁ ରିପ୍ଲେସମେଣ୍ଟ ଭାବେ ଟିମରେ ସାମିଲ୍ କରିଛି।

ବିରାଟ୍ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଶ୍ରୀଲଙ୍କା ସ୍ପିନର ହସରଙ୍ଗାଙ୍କୁ ତା’ର ଟିମରେ ସାମିଲ୍ କରିଛି। ହସରଙ୍ଗା ଅଷ୍ଟ୍ରେଲିଆନ୍ ସ୍ପିନର ଆଡାମ ଜାମ୍ପାଙ୍କ ସ୍ଥାନ ବେବେ। ନିକଟରେ ଭାରତ ବିପକ୍ଷ ଟି-୨୦ ସିରିଜରେ ଶ୍ରୀଲଙ୍କାକୁ ଜିତାଇବାରେ ହସରଙ୍ଗା ମୁଖ୍ୟ ଭୂମିକା ବହନ କରିଥିଲା। ହସରଙ୍ଗା ତିନୋଟି ମ୍ୟାଚରେ ୭ଟି ୱିକେଟ୍ ନେଇଥିଲେ। ତୃତୀୟ ଟି-୨୦ରେ ସେ ଉଭୟ ବ୍ୟାଟ୍ ଓ ବଲରେ କମାଲ୍ କରିଥିଲେ। ଏହି ମ୍ୟାଚରେ ସେ ୯ ରନ୍ ଦେଇ ୪ଟି ୱିକେଟ୍ ନେଇଥିବା ବେଳେ ବ୍ୟାଟିଂରେ ୧୪ ରନର ଯୋଗଦାନ କରିଥିଲେ।

ହସରଙ୍ଗା ଏପର୍ଯ୍ୟନ୍ତ ଜାତୀୟ ଦଳ ପକ୍ଷରୁ ୪ ଟେଷ୍ଟ ଖେଳି ୪ ୱିକେଟ୍ ନେଇଛନ୍ତି। ସେହିପରି ସେ ୨୬ ଦିନିକିଆରେ ୨୫ ୱିକେଟ୍ ନେଇଥିବା ବେଳେ ୨୬.୭୦ ହାରରେ ୫୩୪ ରନ୍ କରିଛନ୍ତି। ତେବେ ଟି-୨୦ରେ ତାଙ୍କର ପ୍ରଦର୍ଶନ ଜବରଦସ୍ତ ରହିଛି। ସେ ୨୨ ଟି-୨୦ ମ୍ୟାଚ୍ ଖେଳି ୧୪.୪୫ ହାରରେ ୩୩ ୱିକେଟ୍ ନେଇଚଛନ୍ତି। ଟି-୨ରେ ସେ ୧୯୨ ରନ୍ ମଧ୍ୟ କରିଛନ୍ତି।

ସେହିପରି ନ୍ୟୁଜିଲ୍ୟାଣ୍ଡର ୨୪ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ଫିଲିପ୍ସ ଆଇପିଏଲ୍-୧୪ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବେ। ଫିଲିପ୍ସଙ୍କୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଜୋସ ବଟଲରଙ୍କ ସ୍ଥାନରେ ସାମିଲ୍ କରାଯାଇଛି। ବଟଲର ଦ୍ୱିତୀୟ ଥର ପିତା ହେବାକୁ ଯାଉଛନ୍ତି। ସେ ବ୍ୟକ୍ତିଗତ କାରଣରୁ ଆଇପିଏଲରୁ ଓହରି ଯାଇଛନ୍ତି।

ସେହିପରି ଟିମ୍ ଡେଭିଡ୍ ଆରସିବି ପକ୍ଷରୁ ଖେଳିବେ। ସିଙ୍ଗାପୁରର କୌଣସି କ୍ରିକେଟର ପ୍ରଥମଥର ଆଇପିଏଲରେ ଭାଗ ନେବାକୁ ଯାଉଛନ୍ତି। ଡେଭିଡ୍ ଅଷ୍ଟ୍ରେଲିଆର ବଂଶୋଦ୍ଭବ ଏବଂ ସେ ଅନ୍ତର୍ଜାତୀୟ କ୍ରିକେଟରେ ସିଙ୍ଗାପୁରର ପ୍ରତିନିଧିତ୍ୱ କରନ୍ତି। ଶ୍ରୀଲଙ୍କାର ଚମୀରା ମଧ୍ୟ ଆରସିବି ଟିମରେ ସାମିଲ୍ ହୋଇଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ ମାସରେ ଆଇପିଏଲର ଶୁଭାରମ୍ଭ ହୋଇଥିଲା। ବାୟୋ ବବଲରେ ରହୁଥିବା ସତ୍ତ୍ୱେ ଆଇପିଏଲରେ କରୋନାର ଏଣ୍ଟ୍ରୀ ହୋଇଥିଲା, ଯେଉଁ କାରଣରୁ ମେ’ ମାସ ପ୍ରଥମ ସପ୍ତାହରେ ଆଇପିଏଲକୁ ସ୍ଥଗିତ କରିଦିଆଯାଇଥିଲା। ଏପର୍ଯ୍ୟନ୍ତ ଆଇପିଏଲ-୧୪ରେ ୨୯ ମ୍ୟାଚ୍ ଖେଳା ସରିଛି। ବାକି ୩୧ ମ୍ୟାଚ୍ ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story