ସେହ୍ୱାଗଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ପନ୍ତ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ୍ ଋଷଭ ପନ୍ତ ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି। ପନ୍ତ ଆଇପିଏଲରେ ଦିଲ୍ଲୀ ପାଇଁ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍। ଏହି ମାମଲାରେ ସେ ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଶାରଜାରେ ଆଜି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ଖେଳାଯାଇଥିବା ମ୍ୟାଚରେ ପନ୍ତ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ୨୦୧୬ରେ ଦିଲ୍ଲୀ ଫ୍ରାଞ୍ଚାଇଜି ପକ୍ଷରୁ ଡେବ୍ୟୁ କରିଥିବା ପନ୍ତ ୭୯ ମ୍ୟାଚ୍ ଖେଳି ୨୩୯୦ ରନ୍ […]

rishabh-pant

rishabh-pant

Ranjit Kumar Jena
  • Published: Tuesday, 28 September 2021
  • Updated: 28 September 2021, 09:41 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ୍ ଋଷଭ ପନ୍ତ ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି। ପନ୍ତ ଆଇପିଏଲରେ ଦିଲ୍ଲୀ ପାଇଁ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍। ଏହି ମାମଲାରେ ସେ ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଶାରଜାରେ ଆଜି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ଖେଳାଯାଇଥିବା ମ୍ୟାଚରେ ପନ୍ତ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।

୨୦୧୬ରେ ଦିଲ୍ଲୀ ଫ୍ରାଞ୍ଚାଇଜି ପକ୍ଷରୁ ଡେବ୍ୟୁ କରିଥିବା ପନ୍ତ ୭୯ ମ୍ୟାଚ୍ ଖେଳି ୨୩୯୦ ରନ୍ କରିଛନ୍ତି। ସେ ୩୫.୯୬ ହାରରେ ୧୪୮.୩୫ ଷ୍ଟ୍ରାଇକରେଟ୍ ସହ ଏହି ରନ୍ କରିଛନ୍ତି, ଯେଉଁଥିରେ ଗୋଟିଏ ଶତକ ଓ ୧୪ ଅର୍ଦ୍ଧଶତକ ସାମିଲ୍ ଅଛି।

ସେହିପରି ବୀରେନ୍ଦ୍ର ସେହ୍ୱାଗ ଦିଲ୍ଲୀ ପକ୍ଷରୁ ୨୩୮୨ ରନ୍ କରିଛନ୍ତି। ଏଥିରେ ଆଇପିଏଲ୍ ଓ ଚାମ୍ପିୟନ୍ସ ଲିଗ୍ ସାମିଲ ଅଛି। ସେହ୍ୱାଗ କେବଳ ଆଇପିଏଲରେ ୭୯ ମ୍ୟାଚ୍ ଖେଳି ୨୯ ହାରରେ ୨୧୭୪ ରନ୍ କରିଛନ୍ତି। ସେହ୍ୱାଗ ଗୋଟିଏ ଶତକ ଓ ୧୫ ଅର୍ଦ୍ଧଶତକ ମାରିଛନ୍ତି। ଏହାଛଡ଼ା ସେ ଚାମ୍ପିୟନ୍ସ ଲିଗରେ ୭ ମ୍ୟାଚ୍ ଖେଳି ୩୫ ହାରରେ ୨୦୮ ରନ୍ କରିଛନ୍ତି। ହେଲେ ୨୦୧୪ ପରେ ଚାମ୍ପିୟନ୍ସ ଲିଗ୍ ଖେଳାଯାଇନାହିଁ।

ଆଇପିଏଲ୍ ଇତିହାସରେ ଦିଲ୍ଲୀ ପକ୍ଷରୁ କେବଳ ତିନି ଜଣ ବ୍ୟାଟ୍ସମ୍ୟାନ୍ ଏପର୍ଯ୍ୟନ୍ତ ୨ହଜାରରୁ ଅଧିକ ରନ୍ କରିଛନ୍ତି। ଏଥିରେ ଋଷଭ ପନ୍ତ ଓ ବୀରେନ୍ଦ୍ର ସେହ୍ୱାଗଙ୍କ ବ୍ୟତୀତ ଶ୍ରେୟସ ଆୟର୍ ମଧ୍ୟ ସାମିଲ ଅଛନ୍ତି। ଆୟର୍ ଏପର୍ଯ୍ୟନ୍ତ ୮୨ ମ୍ୟାଚ୍ ଖେଳି ୩୨ ହାରରେ ୨୨୯୧ ରନ୍ କରିଛନ୍ତି। ସେ ଦିଲ୍ଲୀ ପକ୍ଷରୁ ୧୬ ଅର୍ଦ୍ଧଶତକ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story