୯୨ ବର୍ଷ ମଧ୍ୟରେ ପ୍ରଥମ: ଧୋନିଙ୍କୁ ବି ପଛରେ ପକାଇଲେ ପନ୍ତ

ଆଉଟ ହେବା ପୂର୍ବରୁ ସେ ନିଜ ନାଁକୁ ରେକର୍ଡ ବୁକରେ ସାମିଲ କରିବାକୁ ସକ୍ଷମ ହୋଇଛନ୍ତି।

Pant

ଋଷଭ ପନ୍ତ

Hemant Lenka
  • Published: Saturday, 19 October 2024
  • Updated: 19 October 2024, 05:36 PM IST

Sports

Latest News

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ୪ର୍ଥ ଦିନରେ ଟିମ ଇଣ୍ଡିଆର ୱିକେଟ କିପର ଋଷଭ ପନ୍ତ ଦମଦାର ଇନିଂସ ଖେଳିଛନ୍ତି। ଅବଶ୍ୟ ସେ ଦୁର୍ଭାଗ୍ୟଜନକ ଭାବେ ୯୯ ରନ କରି ୱିଲିୟମ ଓ’ରୁରକିଙ୍କ ବଲରେ ଆଉଟ ହୋଇଯାଇଛନ୍ତି। ହେଲେ ଆଉଟ ହେବା ପୂର୍ବରୁ ସେ ନିଜ ନାଁକୁ ରେକର୍ଡ ବୁକରେ ସାମିଲ କରିବାକୁ ସକ୍ଷମ ହୋଇଛନ୍ତି।

ପନ୍ତ ଭାରତର ୱିକେଟ କିପର ଭାବେ ଟେଷ୍ଟ କ୍ରିକେଟରେ ଦ୍ରୁତତମ ୨୫୦୦ ରନ ପୂରଣ କରିଛନ୍ତି। ପନ୍ତ ମାତ୍ର ୬୨ ରନରେ ଏହି ମାଇଲଖୁଣ୍ଟ ହାସଲ କରି ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

Also Read

ଧୋନି ଟେଷ୍ଟ କ୍ରିକେଟର ୨୫୦୦ ରନ ହାସଲ କରିବା ପାଇଁ ୬୯ଟି ଇନିଂସର ଆବଶ୍ୟକ କରିଥିଲେ। ହେଲେ ପନ୍ତ ତାଙ୍କ ଠାରୁ କମ ଇନିଂସରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି।

ଭାରତୀୟ କ୍ରିକେଟର ଅନ୍ୟତମ କିମ୍ବଦନ୍ତୀ ଖେଳାଳି ଫାରୁଖ ଇଞ୍ଜିନିୟର ୮୨ତମ ଇନିଂସରେ ଏପରି ସଫଳତା ପାଇଥିଲେ। ଏହାର ଅର୍ଥ ଭାରତୀୟ କ୍ରିକେଟର ୯୨ ବର୍ଷ ଇତିହାସ ମଧ୍ୟରେ ପନ୍ତ ପ୍ରଥମ ଖେଳାଳି ଭାବେ ୬୫ରୁ କମ ଇନିଂସରେ ୨୫ ଶହ ରନ ପୂରଣ କରିଛନ୍ତି।

ପନ୍ତ ଆଜି ନିଜ ଟେଷ୍ଟ କ୍ୟାରିୟରର ୧୨ତମ ଅର୍ଦ୍ଧଶତକ ୫୫ ବଲରେ ହାସଲ କରିଥିଲେ। ଏହାପରେ ସେ ଦମଦାର ବ୍ୟାଟିଂ କରି ନିଜର ଶତକ ଆଡ଼କୁ ଯାଉଥିଲେ। କିନ୍ତୁ ଓ’ରୁରକି ତାଙ୍କୁ ୯୯ ରନରେ କ୍ଲିନବୋଲ୍ଡ କରିଦେଇଥିଲେ। ଏଥିସହ ପନ୍ତଙ୍କ ଜବରଦସ୍ତ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

୨୦୧୮ରେ ପନ୍ତ ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଥିଲେ। ସେ ଦଳ ପାଇଁ ଏକାଧିକ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଛନ୍ତି। ବିଶେଷ କରି ସେ ଗାବାରେ ଅଷ୍ଟ୍ରେଲିଆ ବିପକ୍ଷରେ ଦଳକୁ ଜିତାଇ ନୂଆ ରେକର୍ଡ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story