ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ, ଫେରିଲେ ରୋହିତ୍‌

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି। କ୍ୟାପଟେନ୍ ଭାବେ ରୋହିତ ଶର୍ମା ଉଭୟ ସିରିଜ୍ ପାଇଁ ଦଳକୁ କମବ୍ୟାକ୍ କରିଛନ୍ତି। ସେହିପରି ବିରାଟ କୋହଲି ଦୁଇଟି ଯାକ ସିରିଜ୍ ପାଇଁ ଉପଲବ୍ଧ ହେବେ। ଭୁବନେଶ୍ୱର କୁମାର ଦିନିକିଆ ସିରିଜରୁ ବାଦ୍ ପଡ଼ିଥିବା ବେଳେ ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଛି। ବୁମ୍ରାଙ୍କ ସହ ମହମ୍ମଦ ଶାମିଙ୍କୁ ମଧ୍ୟ ଦିନିକିଆ ଓ ଟି-୨୦ ସିରିଜରୁ ବିଶ୍ରାମ ଦିଆଯାଇଛି। ଅନ୍ୟପକ୍ଷରେ ଲୋକେଶ […]

rohit-sharma

rohit-sharma

Ranjit Kumar Jena
  • Published: Wednesday, 26 January 2022
  • Updated: 27 January 2022, 07:26 AM IST

Sports

Latest News

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି। କ୍ୟାପଟେନ୍ ଭାବେ ରୋହିତ ଶର୍ମା ଉଭୟ ସିରିଜ୍ ପାଇଁ ଦଳକୁ କମବ୍ୟାକ୍ କରିଛନ୍ତି। ସେହିପରି ବିରାଟ କୋହଲି ଦୁଇଟି ଯାକ ସିରିଜ୍ ପାଇଁ ଉପଲବ୍ଧ ହେବେ। ଭୁବନେଶ୍ୱର କୁମାର ଦିନିକିଆ ସିରିଜରୁ ବାଦ୍ ପଡ଼ିଥିବା ବେଳେ ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଛି।

ବୁମ୍ରାଙ୍କ ସହ ମହମ୍ମଦ ଶାମିଙ୍କୁ ମଧ୍ୟ ଦିନିକିଆ ଓ ଟି-୨୦ ସିରିଜରୁ ବିଶ୍ରାମ ଦିଆଯାଇଛି। ଅନ୍ୟପକ୍ଷରେ ଲୋକେଶ ରାହୁଲ ଦ୍ୱିତୀୟ ଦିନିକିଆ ପରେ ଟିମ୍ ସହ ଯୋଗ ଦେବେ। ରବୀନ୍ଦ୍ର ଜାଡେଜା ଆହତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ସେ ବର୍ତ୍ତମାନ ରିକଭରୀର ଫାଇନାଲ୍ ଷ୍ଟେଜରେ ଅଛନ୍ତି। ଏଥିପାଇଁ ତାଙ୍କୁ ଉଭୟ ସିରିଜ୍ ପାଇଁ ଚୟନ କରାଯାଇନାହିଁ। ଅକ୍ଷର ପଟେଲଙ୍କୁ କେବଳ ଟି-୨୦ ସିରିଜ୍ ପାଇଁ ଚୟନ କରାଯାଇଛି।

କୁଲଦୀପ ଯାଦବ ପୁଣିଥରେ ଟିମକୁ ଫେରିଛନ୍ତି। ତାଙ୍କୁ ଦିନିକିଆ ସ୍କ୍ୱାଡରେ ସାମିଲ୍ କରାଯାଇଛି। ସେହିପରି ଯୁବ ସ୍ପିନର ରବି ବିଷ୍ଣୋଇଙ୍କୁ ପ୍ରଥମଥର ଦଳରେ ଚୟନ କରାଯାଇଛି। ସେ ଉଭୟ ଫର୍ମାଟ୍ ପାଇଁ ସିଲେକ୍ଟ ହୋଇଛନ୍ତି। ସବୁଠାରୁ ବଡ଼ ସରପ୍ରାଇଭ୍ ଭାବେ ଦୀପକ ହୁଡାଙ୍କୁ ଦିନିକିଆ ଟିମରେ ସାମିଲ୍ କରାଯାଇଛି।

ବାମ ଗୋଡ଼ର ମାଂସପେଶୀରେ ଯନ୍ତ୍ରଣା କାରଣରୁ ରୋହିତ୍ ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ୍ ପଡ଼ିଥିଲେ। ରୋହିତ୍ ମୁମ୍ବାଇରେ ତାଙ୍କର ଟ୍ରେନିଂ ପରେ ଫିଟନେସ୍ ଟେଷ୍ଟ ପାଇଁ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ ଯାଇଥିଲେ।

https://twitter.com/BCCI/status/1486384714655350784?s=20

https://twitter.com/BCCI/status/1486384484413210624?s=20

ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଅହମଦାବାଦ ଏବଂଦ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ କୋଲକାତାରେ ଅନୁଷ୍ଠିତ ହେବ। ଦିନିକିଆ ସିରିଜ୍ ଫେବୃଆରୀ ୬ରୁ ୧୧ ଏବଂ ଟି-୨୦ ସିରିଜ ଫେବୃଆରୀ ୧୬ରୁ ୨-୦ ଯାଏ ଖେଳାଯିବ।

ଦିନିକିଆ ସ୍କ୍ୱାଡ୍‌: ରୋହିତ ଶର୍ମା (କ୍ୟାପଟେନ୍‌), ଲୋକେଶ ରାହୁଲ (ଭାଇସ କ୍ୟାପଟେନ୍‌), ଋତୁରାଜ ଗାଏକ୍ୱାଡ୍‌, ଶିଖର ଧୱନ, ବିରାଟ୍ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର୍‌, ଦୀପକ ହୁଡା, ଋଷଭ ପନ୍ତ (ୱିକେଟ୍ କିପର), ଦୀପକ ଚହର୍‌, ଶାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଆଭେଶ ଖାନ୍ ।

ଟି-୨୦ ସ୍କ୍ୱାଡ୍‌: ରୋହିତ ଶର୍ମା (କ୍ୟାପଟେନ୍‌), ଲୋକେଶ ରାହୁଲ (ଭାଇସ କ୍ୟାପଟେନ୍‌), ଈଶାନ କିଶନ, ବିରାଟ୍ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର୍‌, ଋଷଭ ପନ୍ତ (ୱିକେଟ୍ କିପର), ଭେଙ୍କଟେଶ ଆୟର୍‌, ଦୀପକ ଚହର୍‌, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଆଭେଶ ଖାନ୍‌, ହର୍ଷଲ ପଟେଲ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story