ରୋହିତ୍ ଶର୍ମା ହେଲେ ଭାରତୀୟ ଦିନିକିଆ ଟିମର କ୍ୟାପଟେନ୍

ନୂଆଦିଲ୍ଲୀ: ଶେଷରେ ଯାହା ଆଶା କରାଯାଉଥିଲା, ତାହା ହୋଇଛି। ରୋହିତ୍ ଶର୍ମା ଭାରତୀୟ ଦିନିକିଆ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି। ଏ ନେଇ ବିସିସିଆଇ ଆଜି ସୂଚନା ଦେଇଛି। ରୋହିତଙ୍କୁ ଉଭୟ ଦିନିକିଆ ଓ ଟି-୨୦ ଟିମର କ୍ୟାପଟେନ୍ କରାଯାଇଥିବା ନେଇ ବିସିସିଆଇ ସ୍ପଷ୍ଟ କରିଛି। ଆଜି ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ ସ୍କ୍ୱାଡ୍ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ବିସିସିଆଇ ରୋହିତଙ୍କୁ ନୂଆ ଦିନିକିଆ କ୍ୟାପଟେନ୍ ଭାବେ ଘୋଷଣା କରିଛି। ଅର୍ଥାତ୍ ବିରାଟ୍ […]

rohit-sharma

rohit-sharma

Ranjit Kumar Jena
  • Published: Wednesday, 08 December 2021
  • Updated: 08 December 2021, 08:14 PM IST

Sports

Latest News

ନୂଆଦିଲ୍ଲୀ: ଶେଷରେ ଯାହା ଆଶା କରାଯାଉଥିଲା, ତାହା ହୋଇଛି। ରୋହିତ୍ ଶର୍ମା ଭାରତୀୟ ଦିନିକିଆ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି। ଏ ନେଇ ବିସିସିଆଇ ଆଜି ସୂଚନା ଦେଇଛି। ରୋହିତଙ୍କୁ ଉଭୟ ଦିନିକିଆ ଓ ଟି-୨୦ ଟିମର କ୍ୟାପଟେନ୍ କରାଯାଇଥିବା ନେଇ ବିସିସିଆଇ ସ୍ପଷ୍ଟ କରିଛି।

ଆଜି ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ ସ୍କ୍ୱାଡ୍ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ବିସିସିଆଇ ରୋହିତଙ୍କୁ ନୂଆ ଦିନିକିଆ କ୍ୟାପଟେନ୍ ଭାବେ ଘୋଷଣା କରିଛି। ଅର୍ଥାତ୍ ବିରାଟ୍ କୋହଲି ଆଉ ସୀମିତ ଓଭରରେ ଟିମର କ୍ୟାପଟେନ୍ ହେବେ ନାହିଁ। ଦକ୍ଷିଣ ଆଫ୍ରିକା ଗସ୍ତରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରୁ ରୋହିତ୍ ଏହି ନୂଆ ଦାୟିତ୍ୱ ସମ୍ଭାଳିବେ।

ଅତ୍ୟଧିକ କାର୍ଯ୍ୟଭାର ଯୋଗୁ କୋହଲି ଟି-୨୦ କ୍ୟାପଟେନ୍ସି ଛାଡ଼ିଥିଲେ। ଏବେ କୋହଲି ଦିନିକିଆ କ୍ୟାପଟେନ୍ ପଦ ମଧ୍ୟ ଛାଡ଼ି ଦେଇଛନ୍ତି।  ଟି-୨୦ ବିଶ୍ୱକପ୍ ପୂର୍ବରୁ ବିରାଟ୍ କୋହଲି ଏହି ଫର୍ମାଟରୁ କ୍ୟାପଟେନ୍ ପଦ ଛାଡ଼ିବେ ବୋଲି ଘୋଷଣା କରିଥିଲେ। ଏପରିକି କୋହଲି ଆଇପିଏଲରେ ଆରସିବି ଟିମର କ୍ୟାପଟେନ୍ ପଦ ମଧ୍ୟ ଛାଡ଼ିଛନ୍ତି। ରୋହିତଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନିମ୍ୟାଚ୍ ଟି-୨୦ ସିରିଜ୍ ପାଇଁ  କ୍ୟାପଟେନ୍ କରାଯାଇଥିଲା। ଟି-୨୦ ଭଳି ଦିନିକିଆରେ ମଧ୍ୟ କୋହଲି କ୍ୟାପଟେନ୍ ପଦ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ଆଉ ଆଜି ସେହି ଚର୍ଚ୍ଚାରେ ବିରାମ ଲାଗିଛି। ଏବେ ରୋହିତଙ୍କ ନେତୃତ୍ୱରେ କୋହଲି ଉଭୟ ଦିନିକିଆ ଓ ଟି-୨୦ ମ୍ୟାଚ୍ ଖେଳିବେ।

ସେହିପରି ଖରାପ ଫର୍ମ ପାଇଁ ଅଜିଙ୍କ ରାହାଣେଙ୍କୁ ଟେଷ୍ଟ ଟିମର ଭାଇସ୍ କ୍ୟାପଟେନ୍ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ରୋହିତଙ୍କୁ ଭାଇସ୍- କ୍ୟାପଟେନ୍ କରାଯାଇଛି। ଟେଷ୍ଟ ସିରିଜ୍ ପାଇଁ ଆଜି ଭାରତ ୧୮ ଜଣିଆ ସ୍କ୍ୱାଡର ଘୋଷଣା କରାଯାଇଛି।

https://twitter.com/BCCI/status/1468577752953483264?s=20

ରୋହିତଙ୍କୁ ଦିନିକିଆ ଓ ଟି-୨୦ କ୍ୟାପଟେନ୍ କରି ବିସିସିଆଇ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଏବେ ଅଲଗା ଅଲଗା ଫର୍ମାଟ୍ ପାଇଁ ଅଲଗା କ୍ୟାପଟେନ ରହିବେ।ସବୁ ଫର୍ମାଟରେ ନେତୃତ୍ୱ ନେଉଥିବା ୩୨ ବର୍ଷୀୟ କୋହଲି ଭାରତର ସବୁଠାରୁ ସଫଳ କ୍ୟାପଟେନ୍, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ୩୪ ବର୍ଷୀୟ ରୋହିତ୍ ଶର୍ମାଙ୍କ ସହ ସେ ନିଜ ଦାୟିତ୍ୱକୁ ବାଣ୍ଟିବାକୁ ଚାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story