Advertisment

ରୋହିତ ବାହିନୀଙ୍କୁ ଶୁଭେଚ୍ଛା ଜଣାଇଲେ ଏମ.ଏସ ଧୋନୀ

୨୦୨୪ ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଛି ଭାରତ। ଏହା କେବଳ ଟିମ୍ ଇଣ୍ଡିଆ ନୁହେଁ, ପୂରା ଭାରତ ପାଇଁ ଆଣି ଦେଇଛି ଖୁସି। ୨୦୨୪ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଚାମ୍ପିୟନ ହୋଇଛି ।

author-image
Manoj Swain
ଅଦ୍ୟତନ ହୋଇଛି

୨୦୨୪ ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଛି ଭାରତ। ବିଶ୍ୱକପ୍ ବିଜୟ ପରେ ଚାରିଆଡେ ଉତ୍ସବ। ଏହା କେବଳ ଟିମ୍ ଇଣ୍ଡିଆ ନୁହେଁ, ପୂରା ଭାରତ ପାଇଁ ଆଣି ଦେଇଛି ଖୁସି। ବିଶ୍ୱକପ୍ ଜିତିବା ପରେ ଭାରତୀୟ ଦଳକୁ ବିଜୟ ଶୁଭେଚ୍ଛା ଜଣାଇଛନ୍ତି ଏମ.ଏସ ଧୋନୀ । ଧୋନୀଙ୍କ ବିଜୟ ଶୁଭେଚ୍ଛାକୁ ନେଇ କଣ କହିଲେ ରୋହିତ ଶର୍ମା ଶୁଣନ୍ତୁ...

Advertisment
M.S. Dhoni Rohit Sharma T 20 World Cup