ଅଦ୍ୟତନ ହୋଇଛି
ଧୋନୀଙ୍କ ବିଜୟ ଶୁଭେଚ୍ଛାକୁ ନେଇ ଏମିତି କହିଲେ ରୋହିତ ଶର୍ମା....| Odisha Reporter
Advertisment
୨୦୨୪ ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଛି ଭାରତ। ବିଶ୍ୱକପ୍ ବିଜୟ ପରେ ଚାରିଆଡେ ଉତ୍ସବ। ଏହା କେବଳ ଟିମ୍ ଇଣ୍ଡିଆ ନୁହେଁ, ପୂରା ଭାରତ ପାଇଁ ଆଣି ଦେଇଛି ଖୁସି। ବିଶ୍ୱକପ୍ ଜିତିବା ପରେ ଭାରତୀୟ ଦଳକୁ ବିଜୟ ଶୁଭେଚ୍ଛା ଜଣାଇଛନ୍ତି ଏମ.ଏସ ଧୋନୀ । ଧୋନୀଙ୍କ ବିଜୟ ଶୁଭେଚ୍ଛାକୁ ନେଇ କଣ କହିଲେ ରୋହିତ ଶର୍ମା ଶୁଣନ୍ତୁ...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us