କୋହଲିଙ୍କ ଠାରୁ ୧ ରନରେ ହାରିଲେ ପନ୍ତ

ଅହମ୍ମଦାବାଦ: ଚଳିତ ଆଇପିଏଲର ମଙ୍ଗଳବାର ଖେଳାଯାଇଥିବା ରୋମାଞ୍ଚକର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ୧ ରନରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରୁ ପରାସ୍ତ ହୋଇଛି। ରୋମାଞ୍ଚରେ ଭରପୂର ଏହି ମ୍ୟାଚରେ ଆରସିବି ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା । ଜବାବରେ ଦିଲ୍ଲୀ ୪ ୱିକେଟ ହରାଇ ୧୭୦ ରନ୍ କରି ମାତ୍ର ୧ ରନ୍ ପାଇଁ ବିଜୟରୁ ବଞ୍ଚିତ ହୋଇଛି । ଏହି ବିଜୟ ସହ ଆରସିବି ପୁଣିଥରେ ପଏଣ୍ଟ ଟେବୁଲର […]

ipl

ipl

Ranjit Kumar Jena
  • Published: Tuesday, 27 April 2021
  • Updated: 27 April 2021, 11:51 PM IST

Sports

Latest News

ଅହମ୍ମଦାବାଦ: ଚଳିତ ଆଇପିଏଲର ମଙ୍ଗଳବାର ଖେଳାଯାଇଥିବା ରୋମାଞ୍ଚକର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ୧ ରନରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରୁ ପରାସ୍ତ ହୋଇଛି। ରୋମାଞ୍ଚରେ ଭରପୂର ଏହି ମ୍ୟାଚରେ ଆରସିବି ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା । ଜବାବରେ ଦିଲ୍ଲୀ ୪ ୱିକେଟ ହରାଇ ୧୭୦ ରନ୍ କରି ମାତ୍ର ୧ ରନ୍ ପାଇଁ ବିଜୟରୁ ବଞ୍ଚିତ ହୋଇଛି । ଏହି ବିଜୟ ସହ ଆରସିବି ପୁଣିଥରେ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନକୁ ଉଠିଛି ।

ଦିଲ୍ଲୀ ପକ୍ଷରୁ ଶିମରନ୍ ହେଟମେୟର୍ ଦ୍ରୁତ ଇନିଂସ୍ ଖେଳିଥିବା ବେଳେ କ୍ୟାପଟେନ୍ ଋଷଭ ପନ୍ତ ସେତେଟା ଆକ୍ରମଣାତ୍ମକ ବ୍ୟାଟିଂ କରିପାରିନଥିଲେ। ଯାହା ଦିଲ୍ଲୀ ପରାଜୟର ଅନ୍ୟତମ କାରଣ ବୋଲି କୁହାଯାଉଛି । ହେଟମେୟର୍ ମାତ୍ର ୨୫ ବଲରେ ୨ ଚୌକା ଓ ୪ ଛକା ସହ ଦ୍ରୁତ ୫୩ ଓ ପନ୍ତ ୪୮ ବଲରେ ୫୮ (୬ ଚୌକା) ରନ୍ କରିଥିଲେ ।

୧୭୨ ରନର ଲକ୍ଷ୍ୟର ପିଛା କରୁଥିବା ଦିଲ୍ଲୀର ଆରମ୍ଭ ନୈରାଶ୍ୟଜନକ ରହିଥିଲା । ଇନଫର୍ମ ଓପ୍ନର ଶିଖର ଧୱନ୍ ମାତ୍ର ୬ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ତାଙ୍କ ସ୍ଥାନରେ ଆସିଥିବା ଷ୍ଟିଭ୍ ସ୍ମିଥ (୪) ମଧ୍ୟ ନିରାଶ କରିଥିଲେ । ପୃଥ୍ୱୀ ଶ’ ଭଲ ଷ୍ଟାର୍ଟ କରିଥିଲେ ହେଁ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ସେ ୨୧ ରନ୍ କରି ହର୍ଷଲ ପଟେଲଙ୍କ ଶିକାର ହୋଇଥିଲେ । ଏହି ସମୟରେ ଦିଲ୍ଲୀର ସ୍କୋର ୪୭/୩ ଥିଲା । ପନ୍ତ ଓ ମାର୍କସ୍ ଷ୍ଟୋଇନିସ୍ ଚତୁର୍ଥ ୱିକେଟ୍ ପାଇଁ ୪୫ ରନ୍ ଯୋଡ଼ିଥିଲେ ।

ଷ୍ଟୋଇନିସ୍ (୨୨)ଙ୍କୁ ହର୍ଷଲ ଆଉଟ୍ କରିଥିଲେ । ତେବେ ହେଟମେୟର୍ ବ୍ୟାଟିଂ କରିବାକୁ ଆସିବା ପରେ ଦିଲ୍ଲୀର ରନ୍ ଗତି ବଢ଼ିଥିଲା । ହେଟମେୟରଙ୍କ ତୁଳନାରେ ପନ୍ତ ଦ୍ରୁତ ରନ୍ କରିପାରିନଥିଲେ । ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୭୮ ରନ୍ ଯୋଡ଼ିଥିଲେ ହେଁ ଦଳକୁ ଜିତାଇପାରିନଥିଲେ। ଆରସିବି ପକ୍ଷରୁ ହର୍ଷଲ ୨ଟି ୱିକେଟ୍ ନେଇଥିଲେ ।

ଏହା ପୂର୍ବରୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଡି’ଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୧ ରନ କରିଥିଲା । ଆରସିବି ଦ୍ରୁତ ଆରମ୍ଭ କରିଥିଲା। କିନ୍ତୁ କ୍ୟାପଟେନ ବିରାଟ୍ କୋହଲି (୧୨) ଓ ଦେବଦତ୍ତ ପାଡିକଲ (୧୭) ଏହି ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ ।

ଜବରଦସ୍ତ ଫର୍ମରେ ଥିବା ଗ୍ଲେନ୍ ମ୍ୟାକ୍ସୱେଲ ୨୫ (୨୦ ବଲ୍‌, ୧ ଚୌକା ଓ ୨ ଛକା) ରନ୍ କରି ଅମିତ୍ ମିଶ୍ରଙ୍କ ଶିକାର ହୋଇଥିଲେ । ରଗତ ପାଟିଦାର ଓ ଏବି ଡିଭିଲିୟର୍ସ ଚତୁର୍ଥ ୱିକେଟ୍ ପାଇଁ ୫୪ ରନ ଯୋଡ଼ିଥିଲେ । ପାଟିଦାର ୩୧ (୨୨ ବଲ୍‌, ୨ ଛକା) ରନ୍ କରି ଅକ୍ଷର ପଟେଲଙ୍କ ବଲରେ ଷ୍ଟିଭ ସ୍ମିଥଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ ।

ତେବେ ଡି’ଭିଲିୟର୍ସ ଏକାକୀ ଦଳ ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ହେଁ ତାଙ୍କୁ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ତରଫରୁ ସେତେଟା ସହଯୋଗ ମିଳିନଥିଲା । ଡି’ଭିଲିୟର୍ସ ଦ୍ରୁତ ରନ୍ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ତାଙ୍କ ସହ ଡାନିଏଲ୍ ସାମ୍ସ ୩ ରନ୍ କରି ଅପରାଜିତ ଥିଲେ । ଦିଲ୍ଲୀ ପକ୍ଷରୁ ଈଶାନ୍ତ ଶର୍ମା, କାଗିସୋ ରବାଡା, ଆଭେଶ ଖାନ୍‌, ଅମିତ ମିଶ୍ର ଓ ଅକ୍ଷର ପଟେଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story