/odisha-reporter/media/post_attachments/uploads/2021/04/ipl-match-16.jpg)
ipl-match-16
ମୁମ୍ବାଇ: ଚଳିତ ଆଇପିଏଲର ଗୁରୁବାର ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଆରସିବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିବ।
ଆଜି ମ୍ୟାଚରେ ଆରସିବି ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ରଜତ ପାଟିଦାର ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ କେନ୍ ରିଚାର୍ଡସନ୍ ସ୍ଥାନ ପାଇଛନ୍ତି। ସେହିପରି ରାଜସ୍ଥାନ ରୟାଲ୍ସ ଟିମରୁ ଜୟଦେବ ଉନାଦକଟ୍ ଆଉଟ୍ ହୋଇଥିବା ବେଳେ ଶ୍ରେୟସ ଗୋପାଳଙ୍କୁ ସୁଯୋଗ ମିଳିଛି।
ଆରସିବି: ବିରାଟ୍ କୋହଲି (କ୍ୟାପଟେନ୍), ଦେବଦତ୍ତ ପାଡିକଲ୍, ଶାହବାଜ୍ ଅହମ୍ମଦ, ଗ୍ଲେନ୍ ମ୍ୟାକ୍ସୱେଲ୍, ଏବି ଡି’ଭିଲିୟର୍ସ (ୱିକେଟକିପର), କାଇଲ୍ ଜେମିସନ୍, ୱାଶିଂଟନ୍ ସୁନ୍ଦର, ହର୍ଷଲ୍ ପଟେଲ, କେନ୍ ରିଚାର୍ଡସନ୍, ମହମ୍ମଦ ସିରାଜ୍, ୟୁଜବେନ୍ଦ୍ର ଚହଲ୍।
ରାଜସ୍ଥାନ ରୟାଲ୍ସ: ଜୋସ୍ ବଟଲର୍, ମନନ୍ ବୋହରା, ସଞ୍ଜୁ ସାମସନ୍ (କ୍ୟାପଟେନ୍ ଓ ୱିକେଟକିପର), ଶିବମ୍ ଦୁବେ, ଡେଭିଡ୍ ମିଲର୍, ରିୟାନ୍ ପରାଗ, ରାହୁଲ୍ ତେୱାତିଆ, କ୍ରିସ୍ ମୋରିସ୍, ଶ୍ରେୟସ ଗୋପାଲ, ଚେତନ ସାକାରିଆ, ମୁସ୍ତାଫିଜୁର ରେହମାନ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
