Advertisment

ଟସ୍ ଜିତିଲେ କୋହଲି, ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

ଅହମ୍ମଦାବାଦ: ଚଳିତ ଆଇପିଏଲର ୨୬ତମ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ପଞ୍ଜାବ କିଙ୍ଗସକୁ ଭେଟିଛୁ । ଏହି ମ୍ୟାଚରେ ଆରସିବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଅର୍ଥାତ୍ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବ । ଉକ୍ତ ମ୍ୟାଚରେ ଉଭୟ ଦଳ ସେମାନଙ୍କର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିଛନ୍ତି । ଆରସିବି ଟିମରୁ ୱାଶିଂଟନ୍ ସୁନ୍ଦର ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଶହବାଜ ଅହମ୍ମଦଙ୍କୁ ସାମିଲ୍ କରାଯାଇଛି । ସେହିପରି ପଞ୍ଜାବ ଟିମ୍ […]

ଅଦ୍ୟତନ ହୋଇଛି
ଟସ୍ ଜିତିଲେ କୋହଲି, ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

ipl

Advertisment

ଅହମ୍ମଦାବାଦ: ଚଳିତ ଆଇପିଏଲର ୨୬ତମ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ପଞ୍ଜାବ କିଙ୍ଗସକୁ ଭେଟିଛୁ । ଏହି ମ୍ୟାଚରେ ଆରସିବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଅର୍ଥାତ୍ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବ ।

Advertisment

ଉକ୍ତ ମ୍ୟାଚରେ ଉଭୟ ଦଳ ସେମାନଙ୍କର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିଛନ୍ତି । ଆରସିବି ଟିମରୁ ୱାଶିଂଟନ୍ ସୁନ୍ଦର ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଶହବାଜ ଅହମ୍ମଦଙ୍କୁ ସାମିଲ୍ କରାଯାଇଛି ।

ସେହିପରି ପଞ୍ଜାବ ଟିମ୍ ତିନୋଟି ପରିବର୍ତ୍ତନ ସହ ଓହ୍ଲାଇବ । ମୟଙ୍କ ଅଗ୍ରୱାଲ୍ ଅସୁସ୍ଥ ଥିବାରୁ ତାଙ୍କ ସ୍ଥାନରେ ପ୍ରବସିମରନ୍ ସିଂହ ସ୍ଥାନ ପାଇଛନ୍ତି । ସେହିପରି ମୋଜେସ୍ ହେନରିକ୍ସ ଓ ଅର୍ଶଦୀପ ସିଂହଙ୍କୁ ବାଦ୍ ଦିଆଯାଇଛି । ଏମାନଙ୍କ ସ୍ଥାନରେ ରିଲେ ମେରେଡିଥ୍ ଓ ହରପ୍ରୀତ ବ୍ରାରଙ୍କୁ ସୁଯୋଗ ମିଳିଛି ।

Advertisment

https://twitter.com/IPL/status/1388126399895019522?s=20

ଆରସିବି: ବିରାଟ୍ କୋହଲି (କ୍ୟାପଟେନ୍), ଦେବଦତ୍ତ ପାଡିକଲ, ରଜତ ପାଟିଦାର,ଗ୍ଲେନ୍ ମ୍ୟାକ୍ସୱେଲ୍, ଏବି ଡିଭିଲିୟର୍ସ, ୱାଶିଂଟନ୍ ସୁନ୍ଦର, ଡାନିଏଲ ସାମ୍ସ, କାଇଲ ଜେମିସନ୍, ହର୍ଷଲ୍ ପଟେଲ, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ ।

ପଞ୍ଜାବ କିଙ୍ଗସ୍: ଲୋକେଶ ରାହୁଲ୍ (କ୍ୟାପଟେନ୍, ୱିକେଟକିପର), ମୟଙ୍କ ଅଗ୍ରୱାଲ୍, କ୍ରିସ୍ ଗେଲ୍, ନିକୋଲାସ୍ ପୁରନ୍, ଦୀପକ ହୁଡା, ମୋଜେସ୍ ହେନରିକ୍ସ, ଶାହରୁଖ୍ ଖାନ୍, କ୍ରିସ୍ ଜୋର୍ଡାନ୍, ରବି ବିଷ୍ଣୋଇ, ମହମ୍ମଦ ଶାମି, ଅର୍ଶଦୀପ ସିଂହ।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe