ସଚିନ ତେନ୍ଦୁଲକରଙ୍କ ସବୁ ଟଙ୍କା ଖାଇଗଲେ! ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ମାଷ୍ଟର୍ ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ପୁଣିଥରେ କ୍ରିକେଟ୍ ମଇଦାନରେ ନିଜ ବ୍ୟାଟର ଜଲୱା ଦେଖାଇବେ ବୋଲି ଫ୍ୟାନ୍ ଆଶା ବାନ୍ଧି ରଖିଥିଲେ। କିନ୍ତୁ ଏବେ ତାଙ୍କ ଫ୍ୟାନଙ୍କ ନୈରାଶ୍ୟଜନକ ଖବର ଆସିଛି। ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବାକୁଥିବା ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜରେ ସଚିନ୍ ଖେଳିବେ ନାହିଁ। ଗତ ସିଜନରେ ଇଣ୍ଡିଆ ଲିଜେଣ୍ଡସ ଟିମର କ୍ୟାପଟେନ୍ ଥିବା ସଚିନ୍ ତେନ୍ଦୁଲକରଙ୍କର ଏହି ନିଷ୍ପତ୍ତି ନେବା ପଛର କାରଣ ହେଉଛି ପ୍ରାପ୍ୟ। ଅର୍ଥାତ୍ ଗତ ସିଜନରେ […]

sachin

sachin

Ranjit Kumar Jena
  • Published: Thursday, 20 January 2022
  • Updated: 20 January 2022, 08:13 PM IST

Sports

Latest News

ନୂଆଦିଲ୍ଲୀ: ମାଷ୍ଟର୍ ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ପୁଣିଥରେ କ୍ରିକେଟ୍ ମଇଦାନରେ ନିଜ ବ୍ୟାଟର ଜଲୱା ଦେଖାଇବେ ବୋଲି ଫ୍ୟାନ୍ ଆଶା ବାନ୍ଧି ରଖିଥିଲେ। କିନ୍ତୁ ଏବେ ତାଙ୍କ ଫ୍ୟାନଙ୍କ ନୈରାଶ୍ୟଜନକ ଖବର ଆସିଛି। ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବାକୁଥିବା ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜରେ ସଚିନ୍ ଖେଳିବେ ନାହିଁ। ଗତ ସିଜନରେ ଇଣ୍ଡିଆ ଲିଜେଣ୍ଡସ ଟିମର କ୍ୟାପଟେନ୍ ଥିବା ସଚିନ୍ ତେନ୍ଦୁଲକରଙ୍କର ଏହି ନିଷ୍ପତ୍ତି ନେବା ପଛର କାରଣ ହେଉଛି ପ୍ରାପ୍ୟ। ଅର୍ଥାତ୍ ଗତ ସିଜନରେ ଆୟୋଜକ ଅନେକ ଖେଳାଳିଙ୍କୁ ସେମାନଙ୍କର ପ୍ରାପ୍ୟ ଦେଇନଥିଲା। ଆଉ ଏହି ତାଲିକାରେ ସଚିନଙ୍କ ନାଁ ମଧ୍ୟ ରହିଛି। ପ୍ରାପ୍ୟ ନପାଇବା କାରଣରୁ ସଚିନ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସିଜନରେ ନଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ସଚିନଙ୍କ ନେତୃତ୍ୱରେ ଇଣ୍ଡିଆ ଲିଜେଣ୍ଡସ୍ ଗତବର୍ଷ ଶ୍ରୀଲଙ୍କା ଲିଜେଣ୍ଡସକୁ ହରାଇ ଟାଇଟଲ୍ ଜିତିଥିଲା।

Sachin Tendulkar backs out of Road Safety World Series over unpaid dues

ସଡ଼କ ସୁରକ୍ଷାର ବାର୍ତ୍ତା ଦେବା ପାଇଁ ଗତବର୍ଷ ପ୍ରଥମଥର ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ବ୍ୟତୀତ ଶ୍ରୀଲଙ୍କା, ବାଂଲାଦେଶ, ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକାର ଅବସରପ୍ରାପ୍ତ ଖେଳାଳି ଭାଗ ନେଇଥିଲେ। ୨୦୨୦ରେ ଟୁର୍ଣ୍ଣାମେଣ୍ଟ ଛତିଶଗଡ଼ର ରାଜଧାନୀ ରାୟପୁରରେ ଖେଳାଯାଇଥିଲା। କିନ୍ତୁ ଏଥର ଟୁର୍ଣ୍ଣାମେଣ୍ଟର ଆୟୋଜନ ମାର୍ଚ୍ଚ ୧ରୁ ୧୯ ତାରିଖ ଯାଏ ୟୁଏଇରେ ହେବା ପାଇଁ ସ୍ଥିର ହୋଇଛି। କିନ୍ତୁ ଟୁର୍ଣ୍ଣାମେଣ୍ଟର ଠିକ୍ ପୂର୍ବରୁ ବଡ଼ ଝଟକା ଲାଗିଛି।

ପିଟିଆଇ ମୁତାବକ, କିଛି ଖେଳାଳି ଗତ ସିଜନରେ ବକେୟା ରାଶି ପାଇନଥିବା ଅଭିଯୋଗ କରିଛନ୍ତି। ସଚିନଙ୍କୁ ମଧ୍ୟ ପ୍ରଥମ ସଂସ୍କରଣ ପାଇଁ ପୂରା ପ୍ରାପ୍ୟ ମିଳିନାହିଁ, ଯେଉଁ କାରଣରୁ ସେ ନିଜକୁ ଟୁର୍ଣ୍ଣାମେଣ୍ଟରୁ ଅଲଗା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବାଂଲାଦେଶ ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଦେଶର କିଛି ପୂର୍ବତନ ଖେଳାଳିଙ୍କୁ ଏପର୍ଯ୍ୟନ୍ତ ପ୍ରଥମ ସିଜନର କୌଣସି ପ୍ରାପ୍ୟ ଦିଆଯାଇନାହିଁ। ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶ ପକ୍ଷରୁ ଖାଲିଦ୍ ମେହମୁଦ୍ ସୁଜୋନ୍, ଖାଲିଦ୍ ମାସୁଦ୍ ପାଇଲଟ୍, ମେହରାବ ହୁସେନ୍, ରାଜିନ୍ ସାଲେ, ହନ୍ନନ୍ ସରକାର ଓ ନଫିସ୍ ଇକବାଲ୍ ସାମିଲ୍ ଥିଲେ।

Twitter reactions: India Legends trump Sri Lanka Legends to clinch Road  Safety World Series title | CricketTimes.com

ସଚିନ କେବଳ ଇଣ୍ଡିଆ ଲିଜେଣ୍ଡସର କ୍ୟାପଟେନ୍ ନଥିଲେ, ବରଂ ପ୍ରଥମ ସିଜନରେ ଟୁର୍ଣ୍ଣାମେଣ୍ଟର ‘ବ୍ରାଣ୍ଡ ଆମ୍ବାସାଡର୍’ ମଧ୍ୟ ଥିଲେ। ସେହିପରି ମହାନ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ଟୁର୍ଣ୍ଣାମେଣ୍ଟର କମିଶନର ଥିଲେ।

ମିଳିଥିବା ସୂଚନା ମୁତାବକ, ୨୦୨୦ରେ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରତି ଖେଳାଳିଙ୍କୁ ଚୁକ୍ତି କରିବା ପରେ ୧୦ ପ୍ରତିଶତ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଯାହା ପରେ ୨୦୨୧, ଫେବୃଆରୀ ୨୫ ତାରିଖ ଯାଏ ୪୦ ପ୍ରତିଶତ ରାଶି ପ୍ରଦାନ କରାଯିବାର ଥିଲା ଏବଂ ବାକି ୫୦ ପ୍ରତିଶତ ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା କରାଯିବାର ଥିଲା। କିନ୍ତୁ ଏ ଯାଏ ପ୍ରାପ୍ୟ ଦିଅଯାଇନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story