Advertisment

କଥା ରଖିଲେ ସଚିନ

ସଚିନ ଏକ ବ୍ୟାଟରେ ସ୍ୱାକ୍ଷର କରି ଆମୀରଙ୍କୁ ଉପହାରରେ ଦେଇଥିଲେ।

author-image
Manoj Swain
ଅଦ୍ୟତନ ହୋଇଛି

କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କ କଥା ରଖିଛନ୍ତି। ଜମ୍ମୁ ଓ କଶ୍ମୀରର ପାରା କ୍ରିକେଟର ଆମୀର ହୁସୈନ ଲୋନ୍‌ଙ୍କୁ ଭେଟିଲେ ସଚିନ ତେନ୍ଦୁଲକର। ଆମୀର ଜମ୍ମୁ ଓ କଶ୍ମୀର ପାରା କ୍ରିକେଟ ଟିମ୍‌ର ଅଧିନାୟକ ଅଛନ୍ତି। ସଚିନ ତାଙ୍କ ହୋଟେଲ୍ ରୁମ୍‌କୁ ଆମୀର ହୁସୈନ ଲୋନ୍‌ଙ୍କୁ ନିମନ୍ତ୍ରଣ କରିଥିଲେ। ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ସଚିନ ଏକ ବ୍ୟାଟରେ ସ୍ୱାକ୍ଷର କରି ଆମୀରଙ୍କୁ ଉପହାରରେ ଦେଇଥିଲେ। 

Advertisment
Jammu Kashmir Sachin Tendulkar