କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କ କଥା ରଖିଛନ୍ତି। ଜମ୍ମୁ ଓ କଶ୍ମୀରର ପାରା କ୍ରିକେଟର ଆମୀର ହୁସୈନ ଲୋନ୍ଙ୍କୁ ଭେଟିଲେ ସଚିନ ତେନ୍ଦୁଲକର। ଆମୀର ଜମ୍ମୁ ଓ କଶ୍ମୀର ପାରା କ୍ରିକେଟ ଟିମ୍ର ଅଧିନାୟକ ଅଛନ୍ତି। ସଚିନ ତାଙ୍କ ହୋଟେଲ୍ ରୁମ୍କୁ ଆମୀର ହୁସୈନ ଲୋନ୍ଙ୍କୁ ନିମନ୍ତ୍ରଣ କରିଥିଲେ। ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ସଚିନ ଏକ ବ୍ୟାଟରେ ସ୍ୱାକ୍ଷର କରି ଆମୀରଙ୍କୁ ଉପହାରରେ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ବିରାଟଙ୍କୁ କୁଣ୍ଢାଇଲେ, ଗମ୍ଭୀରଙ୍କ ସହ କଥା ହେଲେ, ରୋହିତଙ୍କ ପାଖରେ ବସି ଅବସର ଘୋଷଣା କଲେ
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ହେଁ ସେ ଆଇପିଏଲ ଓ କ୍ଲବ କ୍ରିକେଟ ଖେଳିବା ଜାରି ରଖିବେ। ୨୦୨୫ ଆଇପିଏଲରେ ତାଙ୍କୁ ଚେନ୍ନାଇ ସୁପର କିଙ୍ଗସରେ ଦେଖିବାକୁ ମିଳିବ।
Cricket
ସିରିଜ ଅଧାରୁ କାହିଁକି ଅବସର ଘୋଷଣା କଲେ ରବି ଅଶ୍ୱିନ?
ଅଶ୍ୱିନଙ୍କ ପାଖରେ ଆହୁରି ଖେଳ ବାକି ରହିଥିବା ବେଳେ ସେ କାହିଁକି ଏପରି ପଦକ୍ଷେପ ଗ୍ରହଣ କଲେ, ସେ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିବାରେ ଲାଗିଛି।
Cricket
ଡ୍ର' ହେଲା ଗାବା ଟେଷ୍ଟ, ବର୍ଷା ସାଜିଲା ଭିଲେନ୍
ଶେଷ ଦିନରେ ଟିମ୍ ଇଣ୍ଡିଆ ସାମ୍ନାରେ ୫୪ ଓଭରରେ ୨୭୫ ରନ୍ର ଟାର୍ଗେଟ୍ ପୂରଣ କରିବାକୁ ଲକ୍ଷ୍ୟ ରହିଥିଲା।
Cricket
ଅନ୍ତର୍ଜାତୀୟ କ୍ରିକେଟ୍କୁ ବାଏ ବାଏ କହିଲେ ଅଶ୍ୱିନ୍
୩୮ ବର୍ଷ ବୟସରେ ସେ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି।
Cricket
ଆଇସିସି ରାଙ୍କିଙ୍ଗ: ଉଭୟ ଦିନିକିଆ ଓ ଟି-୨୦ର ଟପ୍ ୩ରେ ଭାରତର ସ୍ମୃତି ମନ୍ଧାନା
ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ସେ ଗୋଟିଏ ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନ ଦଖଲ କରିଛନ୍ତି। ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦମଦାର ପ୍ରଦର୍ଶନ ପାଇଁ ତାଙ୍କୁ ରାଙ୍କିଙ୍ଗରେ ଏପରି ଫାଇଦା ମିଳିଛି।