ଶେଷ ଟି-୨୦ରେ ଭାରତର ରେକର୍ଡ ରନ ବର୍ଷା, ସାମସନ ଓ ତିଲକଙ୍କ ବିସ୍ଫୋରକ ଶତକ

ସାମସନ ୫୬ ବଲରେ ଅପରାଜିତ ୧୦୯ ଓ ତିଲକ ବର୍ମା ୪୭ ବଲରେ ଅପରାଜିତ ୧୨୦ ରନର ଇନିଂସ ଖେଳିଛନ୍ତି। ଏହି ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ଗୋଟିଏ ୱିକେଟ ହରାଇ ୨୮୩ ରନ କରିଛି।

Team India

ଦୁଇ ଶତକଧାରୀ

Hemant Lenka
  • Published: Friday, 15 November 2024
  • Updated: 15 November 2024, 10:40 PM IST

Sports

Latest News

ଦକ୍ଷିଣ ଆଫ୍ରିକା ଶେଷ ତଥା ୪ର୍ଥ ଟି-୨୦ରେ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ। ବିଶେଷ କରି ଓପନର ସଞ୍ଜୁ ସାମସନ ଓ ୩ନଂରେ ବ୍ୟାଟିଂ କରୁଥିବା ତିଲକ ବର୍ମାଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ବଡ଼ବଡ଼ ଶଟ। ଜୋହାନ୍ସବର୍ଗରେ କେବଳ ଭାରତୀୟ ବ୍ୟାଟରଙ୍କ ବ୍ୟାଟରୁ ବାହାରିଛି ବଡ଼ବଡ଼ ଛକା। ସଞ୍ଜ ସାମସନ ଓ ତିଲକ ହାସଲ କରିଛନ୍ତି ବିସ୍ଫୋରକ ଶତକ। 

ସାମସନ ୫୬ ବଲରେ ଅପରାଜିତ ୧୦୯ ଓ ତିଲକ ବର୍ମା ୪୭ ବଲରେ ଅପରାଜିତ ୧୨୦ ରନର ଇନିଂସ ଖେଳିଛନ୍ତି। ଏହି ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ଗୋଟିଏ ୱିକେଟ ହରାଇ ୨୮୩ ରନ କରିଛି। ଏବେ ସିରିଜ ବାରବର କରିବାକୁ ଦକ୍ଷିଣ ଆଫ୍ରିକାକୁ ୨୮୪ ରନର ଟାର୍ଗେଟ ମିଳିଛି।

ଭାରତ ଏକମାତ୍ର ବ୍ୟାଟର ଭାବେ ଆଜି ଅଭିଷେକ ଶର୍ମା(୧୮ ବଲରେ ୩୬)ଙ୍କୁ ହରାଇଛି। ସେ ୪ଟି ଛକା ମାରିଥିବା ବେଳେ ସାମସନ ଓ ତିଲକ ୧୯ଟି ଛକା ମାରିଛନ୍ତି। ଟି-୨୦ର ଟପ ୧୦ ଭିତରେ ଥିବା କୌଣସି ଦଳ ଗୋଟିଏ ମ୍ୟାଚ୍‌ରେ ୨୩ଟି ଛକା ମାରିବା ଏକ ରେକର୍ଡ। ସେହିପରି ଦକ୍ଷିଣ ଆଫ୍ରିକାରେ କୌଣସି ଟି-୨୦ରେ ୨୮୩ ରନ କରିବା ମଧ୍ୟ ସର୍ବାଧିକ। ଗୋଟିଏ ଟି-୨୦ରେ ଦୁଇ ଜଣ ବ୍ୟାଟର ଶତକ ହାସଲ କରିବା ମଧ୍ୟ ପ୍ରଥମ ଘଟଣା।  

ସାମସନ ଓ ତିଲକ ୮୬ ବଲରେ ୨୧୦ ରନର ଭାଗିଦାରୀ କରିଛନ୍ତି। ଟି-୨୦ କ୍ରିକେଟ ଇତିହାସରେ ଏହା ଦ୍ୱିତୀୟ ୱିକେଟ ପାଇଁ ସର୍ବାଧିକ ପାର୍ଟନରଶିପ। ସେହିପରି ଯେକୌଣସି ୱିକେଟ ପାଇଁ ଏହା ଦ୍ୱିତୀୟ ସର୍ବାଧିକ। 

Also Read

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ୨-୧ରେ ଆଗରେ ଥିବା ଭାରତୀୟ ଟିମର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ଅଭିଷେକ ଶର୍ମା ଓ ସଞ୍ଜୁ ସାମାସନ ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ପ୍ରଥମ ଓଭରରେ ଅଭିଷେକ ଶର୍ମା କ୍ୟାଚ୍‌ ଦେଇଥିଲେ ହେଁ ଏହାକୁ ରେଜା ହେଣ୍ଡ୍ରିକ୍ସ ହାତ ଛଡ଼ା କରିଥିଲେ।

ଏହାପରେ ସେ ନିଜର ବିସ୍ଫୋରକ ରୂପ ଦେଖାଇ ୧୮ ବଲରେ ୩୬ ରନର ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୪ଟି ଛକା ଓ ୨ଟି ଚୌକା ମାରିଛନ୍ତି। ଭାରତ ୫.୫ ଓଭରରେ ୭୩ ରନ କରିଥିବା ବେଳେ ଅଭିଷେକ ଆଉଟ ହୋଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ତୃତୀୟ ମ୍ୟାଚ୍‌ର ଶତକଧାରୀ ତିଲକ ବର୍ମା। ସେ ଆରମ୍ଭରୁ ୪ ନମ୍ବର ଗିୟରରେ ବ୍ୟାଟିଂ କରିଥିଲେ। ସାମସନ ମଧ୍ୟ ପଛରେ ପଡ଼ି ନଥିଲେ। ସାମସନ ୨୮ ବଲରେ ୫୦ ଅର୍ଦ୍ଧଶତକ ହାସଲ କରିବା ପରେ ରନ ହାରର ଆହୁରି ବଢ଼ାଇ ଦେଇଥିଲେ। ତିଲକ ମଧ୍ୟ ୨୨ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ସହ କେବଳ ଛକାରେ କଥାବାର୍ତ୍ତା କରିଥିଲେ। ଏଥିସହ ୬୪ ବଲରେ ଭାଗିଦାରୀ ୧୫୦ ରନ ଛୁଇଁଥିଲା।

୧୬ ଓଭର ସୁଦ୍ଧା ଭାରତ ଗୋଟିଏ ୱିକେଟ ହରାଇ ୨୩୦ ରନ କରି ନେଇଥିଲା। ସାମସନ ୯୨ ଓ ତିଳକ ୮୭ ରନ କରି ନେଇଥିଲେ। ଇଂନିସରେ ଭାରତ ୨୧ଟି ଛକା ମାରି ସାରିଥିଲା। ୧୭ତମ ଓଭର ନେଇ ଆସିଥିଲେ ସିମିଲାନେ। ପ୍ରଥମ ବଲରେ ସେ ୧ ରନ ଦେଇଥିଲେ। କିନ୍ତୁ ଦ୍ୱିତୀୟ ବଲରେ ତିଲକ ଚୌକା ମାରି ବ୍ୟକ୍ତିଗତ ୯୧ ରନରେ ପହଞ୍ଚି ଯାଇଥିଲେ। ତୃତୀୟ ବଲରୁ ୨ ରନ ମିଳିଥିଲା। ୪ର୍ଥ ବଲ ପୁଣି ୧ ରନ ହୋଇଥିଲା। ୫ମ ବଲରେ ସାମସନ ୧ ରନ ନେଇଥିଲେ। ଶେଷ ବଲରେ ୧ ରନ ହେବାରୁ ଭାରତ ମୋଟ ୧୦ ରନ ପାଇଥିଲା।

୧୮ତମ ଓଭରରେ ତିଲକ ବର୍ମା ୯୫ ରନ କରିଥିବା ବେଳେ ଗେରାଲ୍ଡ କୋଏଜିଙ୍କ ବଲରେ କ୍ୟାଚ ଦେଇଥିଲେ। କିନ୍ତୁ ଥାର୍ଡମ୍ୟାନ ଅଞ୍ଚଳରେ ଥିବା ମାର୍କୋ ୟାନସେନ ଏହାକୁ ହାତ ଛଡ଼ା କରିଥିଲେ। ତେବେ ୪ର୍ଥ ବଲରେ ସାମସନ ଚୌକା ମାରି ବ୍ୟକ୍ତିଗତ ୯୯ ରନରେ ପହଞ୍ଚିଥିଲେ।

ପରବର୍ତ୍ତୀ ବଲରେ ସେ ୧ ରନ ନେଇ ଟି-୨୦ରେ ଆଉ ଏକ ଶତକ ହାସଲ କରିଥିଲେ। ୫୧ ବଲରେ ୧୦୦ ରନ ପୂରଣ କରିଥିବା ସାମସନ ଚଳିତ ସିରିଜରେ ଦ୍ୱିତୀୟ ଶତକ ହାସଲ କରିଛନ୍ତି। ଶେଷ ବଲରେ ତିଲକ ୧ ରନ ନେଇ ଷ୍ଟ୍ରାଇକ ନିଜ ପାଖରେ ରଖିଥିଲେ।

୧୯ତମ ଓଭର ବୋଲିଂ କରିବାକୁ ଆସିଥିଲେ ସିମ୍ପାଲା। ତାଙ୍କର ପ୍ରଥମ ବଲରେ ୨ ରନ ନେଇ ତିଲକ ବର୍ମା ଚଳିତ ସିଜିନରେ କ୍ରମାଗତ ଦ୍ୱିତୀୟ ଶତକ ହାସଲ କରିଥିଲେ। ୪୧ ବଲରେ ଶତକ ସେ ୯ ଛକା ଓ ୬ଟି ଚୌକା ବଳରେ ଶତକ ହାସଲ କରିଛନ୍ତି। ଏହା ତାଙ୍କ ଟି-୨୦ କ୍ୟାରିୟରରେ ମଧ୍ୟ ଦ୍ୱିତୀୟ ଶତକ। ପ୍ରଥମଥର ପାଇଁ କୌଣସି ଟି-୨୦ରେ  ଦୁଇ ଜଣ ବ୍ୟାଟର ଶତକ କରିବାର ରେକର୍ଡ ବି ହାସଲ କରିଛନ୍ତି।

କ୍ରମାଗତ ଇନିଂସରେ ଶତକ ହାସଲ କରିବାରେ ତିଲକ ମଧ୍ୟ ଦ୍ୱିତୀୟ ଭାରତୀୟ। ତାଙ୍କ ପୂର୍ବରୁ ସଞ୍ଜୁ ସାମସନ ଚଳିତ ସିରିଜର ପ୍ରଥମ ମ୍ୟାଚ୍‌ରେ ଏପରି ରେକର୍ଡ କରିଥିଲେ। ୧୯ତମ ଓଭରରେ ଭାରତ ମୋଟ ୧୯ ରନ ଆଦାୟ କରି ଦଳୀୟ ସ୍କୋରକୁ ୨୭୦ ରନରେ ପହଞ୍ଚାଇ ଦେଇଥିଲା।

ଶେଷ ଓଭରରେ ଷ୍ଟ୍ରାଇକ କରିବାକୁ ଆସିଥିଲେ ସାମସନ। ତାଙ୍କ ସାମ୍ନାରେ ଥିଲେ ମାର୍କୋ ୟାନସେନ। ପ୍ରଥମ ବଲରେ ସେ ୧ ରନ ନେଇଥିଲେ। ଦ୍ୱିତୀୟ ବଲରେ ତିଲକ ଚୌକା ମାରିଥିଲେ। ତୃତୀୟ ବଲରୁ ୧ ରନ ମିଳିଥିଲା। ୪ର୍ଥ ବଲରେ ସାମସନ ୬କା ମାରିଥିଲେ। ୫ମ ବଲ କିନ୍ତୁ ଡଟ ହୋଇଯାଇଥିଲା।

ଶେଷ ବଲରେ ୧ ରନ ହେବାରୁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ଗୋଟିଏ ୱିକେଟ ହରାଇ ୨୮୩ ରନ କରିଛି। ଏହା ଜୋହାନ୍ସବର୍ଗରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଏହାପୂର୍ବରୁ ୨୦୦୭/୦୮ରେ ଶ୍ରୀଲଙ୍କା ୨୬୦ ରନ କରିଥିଲା। କେନିୟା ବିରୋଧରେ ଏପରି ରେକର୍ଡ ହୋଇଥିଲା।

ଆଜି ସାମସନ ଶେଷ ଯାଏ ୫୬ ବଲରେ ୧୦୯ ଓ ତିଲକ ୪୭ ବଲରେ ଅପରାଜିତ ୧୨୦ ରନର ଇନିଂସ ଖେଳିଛନ୍ତି। ସାମସନ ତରଙ୍କ ଇନିଂସରେ ୯ଟି ଛକା ଓ ୬ଟି ଚୌକା ଓ ତିଲକ ୧୦ଟି ଛକା ଓ ୯ଟି ଚକୌର ମାରିଛନ୍ତି। ଉଭୟ ଦ୍ୱିତିୟ ୱିକେଟ ପାଇଁ ଅଭିବାଜିତ ୨୧୦ ରନର ଭାଗିଦାରୀ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story