ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଦମଦାର ବ୍ୟାଟିଂ କରିଛନ୍ତି ଶୁବମନ ଗିଲ । ସେ ଶତକ ହାସଲ କରିବା ଠାରୁ ମାତ୍ର 8 ରନ ପଛରେ ରହିଗଲେ । ତେବେ ବିଶ୍ବକପ ମ୍ୟାଚ ମଧ୍ୟରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସହ ମୁମ୍ବାଇର ଜିଓ ଟ୍ୱାଓ୍ୱାରରେ ଏକ କାର୍ଯ୍ୟକ୍ରମରେ ଉଭୟ ଏକାଠି ବୁଲୁଥିବା ଓ ପରେ ବାହାରକୁ ଆସିବା ବେଳର ଭିଡିଓ ସାମନାକୁ ଆସିଥିଲା। ଉଭୟ ଡେଟିଂରେ ଥିବାକୁ ନେଇ ଚର୍ଚ୍ଚା ହେଉଛି। ଗୁରବାର ଦିନ ଭାରତ ଓ ଶ୍ରୀଲଙ୍କା ବିଶ୍ବକପ ମ୍ୟାଚ ବେଳେ ଓ୍ୱାଙ୍ଖଡେ ଷ୍ଟାଡିୟମରେ ନଜର ଆସିଥିଲେ ସାରା ତେନ୍ଦୁଲକର। ଆଉ ଯେତେବେଳେ ଶୁବମନ ଗିଲ୍ ଶତକ କରି ନପାରି ଆଉଟ୍ ହୋଇଥିଲେ। ସେହି ସମୟରେ ସାରା ତେନ୍ଦୁଲକରଙ୍କ ରିଆକ୍ସନ୍ ଭାଇରାଲ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଟିମ ସହ ରହିବେନି ଅଶ୍ୱିନ, କାଲି ହିଁ ଭାରତ ଫେରି ଆସିବେ
ତାଙ୍କୁ ଗାବାରୁ ସିଧା ଭାରତ ଫେରିବାକୁ ପଡ଼ିବ। ସେ ଦଳ ସହ ଆଉ କୌଣସି ପ୍ରକାରର ଯାତ୍ରା କରିପାରିବେ ନାହିଁ।
Cricket
ପ୍ରଥମ ଟେଷ୍ଟ ପରେ ହିଁ ଅବସର ନେବାକୁ ଚାହୁଁଥିଲେ ଅଶ୍ୱିନ, ହେଲେ... : ରୋହିତ କଲେ ବଡ଼ ଖୁଲାସା
ଭାରତୀୟ ଟିମ ଓ ଏହାର ସଦସ୍ୟଙ୍କ ପାଇଁ ଅଶ୍ୱିନଙ୍କ ଅବସର ଆଦୌ ଅପ୍ରତ୍ୟାଶିତ ନଥିଲା।
Cricket
ବିରାଟଙ୍କୁ କୁଣ୍ଢାଇଲେ, ଗମ୍ଭୀରଙ୍କ ସହ କଥା ହେଲେ, ରୋହିତଙ୍କ ପାଖରେ ବସି ଅବସର ଘୋଷଣା କଲେ
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ହେଁ ସେ ଆଇପିଏଲ ଓ କ୍ଲବ କ୍ରିକେଟ ଖେଳିବା ଜାରି ରଖିବେ। ୨୦୨୫ ଆଇପିଏଲରେ ତାଙ୍କୁ ଚେନ୍ନାଇ ସୁପର କିଙ୍ଗସରେ ଦେଖିବାକୁ ମିଳିବ।
Cricket
ସିରିଜ ଅଧାରୁ କାହିଁକି ଅବସର ଘୋଷଣା କଲେ ରବି ଅଶ୍ୱିନ?
ଅଶ୍ୱିନଙ୍କ ପାଖରେ ଆହୁରି ଖେଳ ବାକି ରହିଥିବା ବେଳେ ସେ କାହିଁକି ଏପରି ପଦକ୍ଷେପ ଗ୍ରହଣ କଲେ, ସେ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିବାରେ ଲାଗିଛି।
Cricket
ଡ୍ର' ହେଲା ଗାବା ଟେଷ୍ଟ, ବର୍ଷା ସାଜିଲା ଭିଲେନ୍
ଶେଷ ଦିନରେ ଟିମ୍ ଇଣ୍ଡିଆ ସାମ୍ନାରେ ୫୪ ଓଭରରେ ୨୭୫ ରନ୍ର ଟାର୍ଗେଟ୍ ପୂରଣ କରିବାକୁ ଲକ୍ଷ୍ୟ ରହିଥିଲା।