Advertisment

ଡେଟିଂ ପରେ ଦମଦାର ବ୍ୟାଟିଂ !

ଯେତେବେଳେ ଶୁବମନ ଗିଲ୍ ଶତକ କରି ନପାରି ଆଉଟ୍ ହୋଇଥିଲେ। ସେହି ସମୟରେ ସାରା ତେନ୍ଦୁଲକରଙ୍କ ରିଆକ୍ସନ୍ ଭାଇରାଲ ହୋଇଥିଲା।

Advertisment

ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଦମଦାର ବ୍ୟାଟିଂ କରିଛନ୍ତି ଶୁବମନ ଗିଲ । ସେ ଶତକ ହାସଲ କରିବା ଠାରୁ ମାତ୍ର 8 ରନ ପଛରେ ରହିଗଲେ । ତେବେ ବିଶ୍ବକପ ମ୍ୟାଚ ମଧ୍ୟରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସହ ମୁମ୍ବାଇର ଜିଓ ଟ୍ୱାଓ୍ୱାରରେ ଏକ କାର୍ଯ୍ୟକ୍ରମରେ ଉଭୟ ଏକାଠି ବୁଲୁଥିବା ଓ ପରେ ବାହାରକୁ ଆସିବା ବେଳର ଭିଡିଓ ସାମନାକୁ ଆସିଥିଲା। ଉଭୟ ଡେଟିଂରେ ଥିବାକୁ ନେଇ ଚର୍ଚ୍ଚା ହେଉଛି। ଗୁରବାର ଦିନ ଭାରତ ଓ ଶ୍ରୀଲଙ୍କା ବିଶ୍ବକପ ମ୍ୟାଚ ବେଳେ ଓ୍ୱାଙ୍ଖଡେ ଷ୍ଟାଡିୟମରେ ନଜର ଆସିଥିଲେ ସାରା ତେନ୍ଦୁଲକର। ଆଉ ଯେତେବେଳେ ଶୁବମନ ଗିଲ୍ ଶତକ କରି ନପାରି ଆଉଟ୍ ହୋଇଥିଲେ। ସେହି ସମୟରେ ସାରା ତେନ୍ଦୁଲକରଙ୍କ ରିଆକ୍ସନ୍ ଭାଇରାଲ ହୋଇଥିଲା।

Advertisment
Shubman Gill ICC Men’s Cricket World Cup 2023 Sara Tendulkar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe