ଅବିଶ୍ୱସନୀୟ। ଅପରାଜେୟ। ଅପ୍ରତିଦ୍ୱନ୍ଦ୍ୱୀ। ଯହା କହିଲେ ବି କମ ପଡ଼ିବ। କାରଣ ଭାରତୀୟ କ୍ରିକେଟର ଆନ ବାନ ସାନ ବିରାଟ କୋହଲି କ୍ରିକେଟ ଜଗତରେ ଆରମ୍ଭ କରିଛନ୍ତି ନୂଆ ଅଧ୍ୟାୟ। ଇତିହାସ ରଚିଛନ୍ତି ବିରାଟ କୋହଲି। ବିଶ୍ୱର ସବୁ କ୍ରିକେଟରଙ୍କୁ ପଛରେ ପକାଇଲେ ରନ ମେସିନ। କିଙ୍ଗ କୋହଲି ରଚିଛନ୍ତି ନୂଆ କୀର୍ତ୍ତିମାନ। ବିଶ୍ୱର ପ୍ରଥମ ବ୍ୟାଟର ଭାବେ ସେ ଶତକରେ ହାସଲ କରିଛନ୍ତି ଅର୍ଦ୍ଧଶତକ। ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଆଗରେ ଓ ତାଙ୍କ ହୋମ ଗ୍ରାଉଣ୍ଡରେ ବିରାଟ ତାଙ୍କର ସବୁ ରେକର୍ଡକୁ ଚୂରମାର କରି ଦେଇଛନ୍ତି। ଯେଉଁ ସଚିନଙ୍କୁ ନିଜର ଆଦର୍ଶ ଭାବେ ବିରାଟ ଗ୍ରହଣ କରିଥିଲେ ଆଜି ତାଙ୍କୁ ପଛରେ ପକାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଟିମ ସହ ରହିବେନି ଅଶ୍ୱିନ, କାଲି ହିଁ ଭାରତ ଫେରି ଆସିବେ
ତାଙ୍କୁ ଗାବାରୁ ସିଧା ଭାରତ ଫେରିବାକୁ ପଡ଼ିବ। ସେ ଦଳ ସହ ଆଉ କୌଣସି ପ୍ରକାରର ଯାତ୍ରା କରିପାରିବେ ନାହିଁ।
Cricket
ପ୍ରଥମ ଟେଷ୍ଟ ପରେ ହିଁ ଅବସର ନେବାକୁ ଚାହୁଁଥିଲେ ଅଶ୍ୱିନ, ହେଲେ... : ରୋହିତ କଲେ ବଡ଼ ଖୁଲାସା
ଭାରତୀୟ ଟିମ ଓ ଏହାର ସଦସ୍ୟଙ୍କ ପାଇଁ ଅଶ୍ୱିନଙ୍କ ଅବସର ଆଦୌ ଅପ୍ରତ୍ୟାଶିତ ନଥିଲା।
Cricket
ବିରାଟଙ୍କୁ କୁଣ୍ଢାଇଲେ, ଗମ୍ଭୀରଙ୍କ ସହ କଥା ହେଲେ, ରୋହିତଙ୍କ ପାଖରେ ବସି ଅବସର ଘୋଷଣା କଲେ
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ହେଁ ସେ ଆଇପିଏଲ ଓ କ୍ଲବ କ୍ରିକେଟ ଖେଳିବା ଜାରି ରଖିବେ। ୨୦୨୫ ଆଇପିଏଲରେ ତାଙ୍କୁ ଚେନ୍ନାଇ ସୁପର କିଙ୍ଗସରେ ଦେଖିବାକୁ ମିଳିବ।
Cricket
ସିରିଜ ଅଧାରୁ କାହିଁକି ଅବସର ଘୋଷଣା କଲେ ରବି ଅଶ୍ୱିନ?
ଅଶ୍ୱିନଙ୍କ ପାଖରେ ଆହୁରି ଖେଳ ବାକି ରହିଥିବା ବେଳେ ସେ କାହିଁକି ଏପରି ପଦକ୍ଷେପ ଗ୍ରହଣ କଲେ, ସେ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିବାରେ ଲାଗିଛି।
Cricket
ଡ୍ର' ହେଲା ଗାବା ଟେଷ୍ଟ, ବର୍ଷା ସାଜିଲା ଭିଲେନ୍
ଶେଷ ଦିନରେ ଟିମ୍ ଇଣ୍ଡିଆ ସାମ୍ନାରେ ୫୪ ଓଭରରେ ୨୭୫ ରନ୍ର ଟାର୍ଗେଟ୍ ପୂରଣ କରିବାକୁ ଲକ୍ଷ୍ୟ ରହିଥିଲା।