Advertisment

ମହାନ କ୍ରିକେଟର ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଆଗରେ ଓ ତାଙ୍କ ହୋମ ଗ୍ରାଉଣ୍ଡରେ ବିରାଟ ତାଙ୍କର ସବୁ ରେକର୍ଡକୁ ଚୂରମାର କରି ଦେଇଛନ୍ତି। ଯେଉଁ ସଚିନଙ୍କୁ ନିଜର ଆଦର୍ଶ ଭାବେ ବିରାଟ ଗ୍ରହଣ କରିଥିଲେ ଆଜି ତାଙ୍କୁ ପଛରେ ପକାଇଛନ୍ତି।

Advertisment

ଅବିଶ୍ୱସନୀୟ। ଅପରାଜେୟ। ଅପ୍ରତିଦ୍ୱନ୍ଦ୍ୱୀ। ଯହା କହିଲେ ବି କମ ପଡ଼ିବ। କାରଣ ଭାରତୀୟ କ୍ରିକେଟର ଆନ ବାନ ସାନ ବିରାଟ କୋହଲି କ୍ରିକେଟ ଜଗତରେ ଆରମ୍ଭ କରିଛନ୍ତି ନୂଆ ଅଧ୍ୟାୟ। ଇତିହାସ ରଚିଛନ୍ତି ବିରାଟ କୋହଲି। ବିଶ୍ୱର ସବୁ କ୍ରିକେଟରଙ୍କୁ ପଛରେ ପକାଇଲେ ରନ ମେସିନ। କିଙ୍ଗ କୋହଲି ରଚିଛନ୍ତି ନୂଆ କୀର୍ତ୍ତିମାନ। ବିଶ୍ୱର ପ୍ରଥମ ବ୍ୟାଟର ଭାବେ ସେ ଶତକରେ ହାସଲ କରିଛନ୍ତି ଅର୍ଦ୍ଧଶତକ। ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଆଗରେ ଓ ତାଙ୍କ ହୋମ ଗ୍ରାଉଣ୍ଡରେ ବିରାଟ ତାଙ୍କର ସବୁ ରେକର୍ଡକୁ ଚୂରମାର କରି ଦେଇଛନ୍ତି। ଯେଉଁ ସଚିନଙ୍କୁ ନିଜର ଆଦର୍ଶ ଭାବେ ବିରାଟ ଗ୍ରହଣ କରିଥିଲେ ଆଜି ତାଙ୍କୁ ପଛରେ ପକାଇଛନ୍ତି। 

Advertisment
Virat Kohli ICC Men’s Cricket World Cup 2023 CWC 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe