ନିର୍ବନ୍ଧ କଲେ ଶାର୍ଦ୍ଦୁଲ ଠାକୁର

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମର ପେସ୍ ବୋଲର ଶାର୍ଦ୍ଦୁଲ ଠାକୁର ମୁମ୍ବାଇରେ ତାଙ୍କ ଗର୍ଲଫ୍ରେଣ୍ଡ ମିତାଲୀ ପାରୁଲକରଙ୍କ ସହ ନିର୍ବନ୍ଧ କରିଛନ୍ତି। ଦୁହିଁଙ୍କ ନିର୍ବନ୍ଧର ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ନିର୍ବନ୍ଧର କାର୍ଯ୍ୟକ୍ରମ ବାନ୍ଦ୍ରା-କୁର୍ଲାସ୍ଥିତ ଏକ କମ୍ପ୍ଲେକ୍ସରେ ହୋଇଛି ଏବଂ ଏହି କାର୍ଯ୍ୟକ୍ରମରେ କେବଳ ନିକଟ ସମ୍ପର୍କୀୟ ସାମିଲ୍ ହୋଇଥିଲେ। ସେ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପରେ ବିବାହ କରିବେ ବୋଲି ଟାଇମ୍ସ ଇଣ୍ଡିଆର ଏକ ରିପୋର୍ଟରେ ଜଣାପଡ଼ିଛି। […]

shardul-thakur

shardul-thakur

Ranjit Kumar Jena
  • Published: Monday, 29 November 2021
  • Updated: 29 November 2021, 05:00 PM IST

Sports

Latest News

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମର ପେସ୍ ବୋଲର ଶାର୍ଦ୍ଦୁଲ ଠାକୁର ମୁମ୍ବାଇରେ ତାଙ୍କ ଗର୍ଲଫ୍ରେଣ୍ଡ ମିତାଲୀ ପାରୁଲକରଙ୍କ ସହ ନିର୍ବନ୍ଧ କରିଛନ୍ତି। ଦୁହିଁଙ୍କ ନିର୍ବନ୍ଧର ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ନିର୍ବନ୍ଧର କାର୍ଯ୍ୟକ୍ରମ ବାନ୍ଦ୍ରା-କୁର୍ଲାସ୍ଥିତ ଏକ କମ୍ପ୍ଲେକ୍ସରେ ହୋଇଛି ଏବଂ ଏହି କାର୍ଯ୍ୟକ୍ରମରେ କେବଳ ନିକଟ ସମ୍ପର୍କୀୟ ସାମିଲ୍ ହୋଇଥିଲେ। ସେ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପରେ ବିବାହ କରିବେ ବୋଲି ଟାଇମ୍ସ ଇଣ୍ଡିଆର ଏକ ରିପୋର୍ଟରେ ଜଣାପଡ଼ିଛି।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବକ, ସୋମବାର ବିକେସିରେ ଥିବେ ମୁମ୍ବାଇ କ୍ରିକେଟ୍ ଆସୋସିଏନ ଫାସିଲିଟିରେ ଏକ ଛୋଟିଆ ନିର୍ବନ୍ଧ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଶାର୍ଦ୍ଦୁଲଙ୍କ ବନ୍ଧୁ ଓ ପରିବାରର ୭୫ ଜଣ ବଛାବଛା ଘନିଷ୍ଠ ଅତିଥି ସାମିଲ୍ ହୋଇଥିଲେ।

ବର୍ତ୍ତମାନ ଶାର୍ଦ୍ଦୁଲ ଅତ୍ୟଧିକ କାର୍ଯ୍ୟଭାର ଯୋଗୁ ବୋର୍ଡ ତାଙ୍କୁ ବିଶ୍ରାମ ଦେଇଛି। ଶାର୍ଦ୍ଦୁଲ ଠାକୁର ଭାରତ ପକ୍ଷରୁ ୪ ଟେଷ୍ଟ, ୧୫ ଦିନିକିଆ ଓ ୨୪ ଟି-୨୦ ମ୍ୟାଚ୍ ଖେଳି ମୋଟ ୬୭ ୱିକେଟ୍ ହାସଲ କରିଛନ୍ତି। ସେ ତାଙ୍କର ବ୍ୟାଟିଂ ପ୍ରଦର୍ଶନ ଦ୍ୱାରା ଭାରତକୁ ଅନେକ ସମୟରେ ବିଜୟୀ କରାଇଛନ୍ତି। ସେ ଟେଷ୍ଟରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି।

ଇଂଲଣ୍ଡ ଗସ୍ତରେ ସେ ଭାରତୀୟ ଟେଷ୍ଟ ଟିମର ସଦସ୍ୟ ଥିଲେ। ଏହା ପରେ ସେ ୟୁଏଇରେ ଆୟୋଜିତ ଆପିଏଲର ୧୪ଶ ସଂସ୍କରଣରେ ଚେନ୍ନାଇ ପକ୍ଷରୁ ଖେଳିଛନ୍ତି। ସେହିପରି ୟୁଏଇରେ ଆୟୋଜିତ ଟି-୨୦ ବିଶ୍ୱକପରେ ତାଙ୍କୁ ଶେଷ ମୁହୂର୍ତ୍ତରେ ଅକ୍ଷର ପଟେଲଙ୍କ ସ୍ଥାନରେ ଭାରତୀୟ ସ୍କ୍ୱାଡରେ ସାମିଲ୍ କରାଯାଇଥିଲା। ତେବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜ୍ ପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ତାଙ୍କୁ ଚୟନ କରାଯାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story