ଦକ୍ଷିଣ ଆଫ୍ରିକା ନାଁରେ ଯୋଡ଼ି ହେଲା ଲଜ୍ଜାଜନକ ରେକର୍ଡ

ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ ଭାରତ ବିପକ୍ଷ କୌଣସି ଟେଷ୍ଟରେ ୫୫ ରନରେ ଅଲଆଉଟ ହୋଇଛି। ଏହା ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ଦଳ ଗତ ସ୍କୋରା।

Elgar

ଡିନ ଏଲଗାର

Hemant Lenka
  • Published: Wednesday, 03 January 2024
  • Updated: 03 January 2024, 04:36 PM IST

Sports

Latest News

କେପ ଟାଉନରେ ମାଟି କାମୁଡ଼ିଛି ଦକ୍ଷିଣ ଆଫ୍ରିକା। ଭାରତର ୩ ଦ୍ରୁତ ବୋଲର ମହମ୍ମଦ ସିରାଜ, ଯଶପ୍ରୀତ ବୁମ୍ରା ଓ ମୁକେଶ କୁମାରଙ୍କ ଘାତକ ବୋଲିଂରେ ଘାଇଲା ହୋଇଛି ଘରୋଇ ଟିମ।

ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଦକ୍ଷିଣ ଆ‍ଫ୍ରିକା ମାତ୍ର ୫୫ ରନ କରି ଅଲଆଉଟ ହୋଇଯାଇଛି। ଏହି ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦକ୍ଷିଣ ଆଫ୍ରିକା ନାଁରେ ଲଜ୍ଜାଜନକ ରେକର୍ଡ ଯୋଡ଼ି ହୋଇଯାଇଛି।

Also Read

ଭାରତ ପ୍ରଥମ ଟେଷ୍ଟରେ ଗୋଟିଏ ଇନିଂସ ଓ ୩୨ ରନରେ ହାରିଥିଲା। କିନ୍ତୁ ନିର୍ଣ୍ଣାୟକ ଟେଷ୍ଟରେ ଦଳ ଜବରଦସ୍ତ କମବ୍ୟାକ କରିଛି। ବିଶେଷ କରି ମହମ୍ମଦ ସିରାଜ କମାଲ କରିଛନ୍ତି। ସେ ୯ ଓଭରରେ ମାତ୍ର ୧୫ ରନ ଦେଇ ଦକ୍ଷିଣ ଆଫ୍ରିକାର ୬ ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି।

ସେହିପରି ଯଶପ୍ରୀତ ବୁମ୍ରା ଓ ମୁକେଶ କୁମାର ମଧ୍ୟ ୨ଟି ଲେଖାଏ ୱିକେଟ ନେଇଛନ୍ତି। ଭାରତୀୟ ବୋଲରଙ୍କ କମାଲ ଯୋଗୁ ଦକ୍ଷିଣ ଆଫ୍ରିକା ୫୫ ରନରେ ଅଲଆଉଟ ହୋଇ ଯାଇଛି।

ଏହାପୂର୍ବରୁ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ଟେଷ୍ଟ ସ୍କୋର ୭୯ ଥିଲା। ହାସିମ ଅମଲାଙ୍କ ଦକ୍ଷିଣ ଆଫ୍ରିକା ୨୦୧୯ ମସିହା ନାଗପୁର ଟେଷ୍ଟରେ ମାତ୍ର ୭୯ ରନ କରି ଅଲଆଉଟ ହୋଇଥିଲେ। ଉକ୍ତ ଟେଷ୍ଟର ପ୍ରଥମ ଇନିଂସରେ ରବି ଅଶ୍ୱିନ ୫ଟି ୱିକେଟ ନେଇଥିଲେ।

ତେବେ ଦକ୍ଷିଣ ଆଫ୍ରିକାର ସର୍ବକାଳୀନ ସର୍ବନିମ୍ନ ଟେଷ୍ଟ ସ୍କୋରର ରେକର୍ଡ ଏଯାଏ ଅତୁଟ ରହିଛି। ୧୯୩୨ ମସିହାରେ ଦକ୍ଷିଣ ଆଫ୍ରିକା ମାତ୍ର ୩୬ ରନରେ ଅଲଆଉଟ ହୋଇଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଦଳ ଏପରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସେହିପରି ୧୯୧୨ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୫୮ ରନ କରିଥିଲା।

ସେହିପରି ୩୬ଥର ପାଇଁ ଟେଷ୍ଟ ମ୍ୟାଚ୍‌ରେ କୌଣସି ଟିମ ୫୫ ରନରେ ଅଲଆଉଟ ହୋଇଛି। ଏହା ମଧ୍ୟରୁ କେପ ଟାଉନରେ ୭ଥର ଏମିତି ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଏହାପଛକୁ ଲର୍ଡସ ରହିଛି। ଲର୍ଡସ ପଡ଼ିଆରେ ୬ଥର କୌଣସି ଟିମ ୫୫ ରନରେ ଅଲଆଉଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story