ଟସ୍ ଜିତିଲା ସନରାଇଜର୍ସ, ପ୍ରଥମେ ବୋଲିଂ କରିବ ଚେନ୍ନାଇ

ନୂଆଦିଲ୍ଲୀ: ଚଳିତ ଆଇପିଏଲର ୨୩ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ହାଇଦ୍ରାବଦ କ୍ୟାପଟନେ୍ ଡେଭିଡ୍ ୱାର୍ଣ୍ଣର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଉକ୍ତ ମ୍ୟାଚରେ ହାଇଦ୍ରାବାଦ ଟିମରେ ଦୁଇଟି ପରିବର୍ତ୍ତନ କରାଯାଇଛି । ମନିଷ ପାଣ୍ଡେ ଓ ସନ୍ଦୀପ ଶର୍ମା ଟିମକୁ ଫେରିଥିବା ବେଳେ ଅଭିଷେକ ଶର୍ମା ଓ ବିରାଟ୍ ସିଂହ ବାଦ୍ ପଡ଼ିଛନ୍ତି । ସେହିପରି ଚେନ୍ନାଇ ମଧ୍ୟ […]

ipl-match-23

ipl-match-23

Ranjit Kumar Jena
  • Published: Wednesday, 28 April 2021
  • Updated: 28 April 2021, 08:32 PM IST

ନୂଆଦିଲ୍ଲୀ: ଚଳିତ ଆଇପିଏଲର ୨୩ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ହାଇଦ୍ରାବଦ କ୍ୟାପଟନେ୍ ଡେଭିଡ୍ ୱାର୍ଣ୍ଣର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଉକ୍ତ ମ୍ୟାଚରେ ହାଇଦ୍ରାବାଦ ଟିମରେ ଦୁଇଟି ପରିବର୍ତ୍ତନ କରାଯାଇଛି । ମନିଷ ପାଣ୍ଡେ ଓ ସନ୍ଦୀପ ଶର୍ମା ଟିମକୁ ଫେରିଥିବା ବେଳେ ଅଭିଷେକ ଶର୍ମା ଓ ବିରାଟ୍ ସିଂହ ବାଦ୍ ପଡ଼ିଛନ୍ତି । ସେହିପରି ଚେନ୍ନାଇ ମଧ୍ୟ ଦୁଇଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବ । ଡ୍ୱେନ୍ ବ୍ରାଭୋ ଓ ଇମ୍ରାନ୍ ତାହିର୍ ବାଦ୍ ପଡ଼ିଥିବା ବେଳେ ଲୁଙ୍ଗି ଏନଗିଡି ଓ ମୋଇନ୍ ଅଲୀ ବ୍ୟାକ୍ କରିଛନ୍ତି ।

ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ୍ ୱାର୍ଣ୍ଣର (କ୍ୟାପଟେନ୍‌), ଜନ୍ନି ବେୟାରଷ୍ଟୋ, କେନ୍ ୱିଲିୟମସନ୍‌, ମନିଷ ପାଣ୍ଡେ, କେଦାର ଯାଦବ, ବିଜୟ ଶଙ୍କର, ରଶିଦ୍ ଖାନ୍‌, ଜେ ସୁଚିତ୍‌, ସନ୍ଦୀପ ଶର୍ମା, ଖଲୀଲ ଅହମ୍ମଦ, ସିଦ୍ଧାର୍ଥ କୌଲ ।

ଚେନ୍ନାଇ ସୁପର୍ କିଙ୍ଗସ୍‌: ଋତୁରାଜ ଗାଏକ୍ୱାଡ, ଫାଫ୍ ଡୁପ୍ଲେସିସ୍‌, ସୁରେଶ ରାଇନା, ମୋଇନ୍ ଅଲୀ, ଅମ୍ବାତି ରାୟୁଢୁ, ମହେନ୍ଦ୍ର ସିଂ ଧୋନି, ରବୀନ୍ଦ୍ର ଜାଡେଜା, ସାମ୍ କୁରାନ୍, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର୍‌, ଲୁଙ୍ଗି ଏନଗିଡି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story