ଟି-୨୦ ବିଶ୍ୱକପ: ସୁପର ୧୨ରେ ଶ୍ରୀଲଙ୍କା ଓ ନେଦରଲ୍ୟାଣ୍ଡ୍ସ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପର ସୁପର ୧୨ରେ ପ୍ରବେଶ କରିଛନ୍ତି ଶ୍ରୀଲଙ୍କା ଓ ନେଦରଲ୍ୟାଣ୍ଡ୍ସ। ଗ୍ରୁପ୍‌ ଏରେ ୪ଟି ଦଳ ଥିବା ବେଳେ ଶ୍ରୀଲଙ୍କା ପ୍ରଥମ ସ୍ଥାନରେ ଓ ନଦେରଲ୍ୟାଣ୍ଡସ ଦ୍ୱିତୀୟ ସ୍ଥାନରେ ରହି ପରବର୍ତ୍ତୀ ରାଉଣ୍ଡକୁ ଯାଇଛନ୍ତି। ଶ୍ରୀଲଙ୍କାକୁ ପ୍ରଥମ ମ୍ୟାଚ୍‌ରେ ହରାଇଥିବା ନାମିବ୍ୟା ଆଜି ୟୁଏଇ ଠାରୁ ପରାସ୍ତ ହୋଇଛି। ଏଥିପାଇଁ ଦଳ ସୁପର ୧୨ରୁ ବଞ୍ଚିତ ହୋଇଛି। ସେହିପରି ୟୁଏଇର କୌଣସି ବିଶ୍ୱକପରେ ଆଜି ତା’ର ପ୍ରଥମ ବିଜୟ ହାସଲ କରିଛି। […]

srilanka

srilanka

Hemant Lenka
  • Published: Thursday, 20 October 2022
  • Updated: 20 October 2022, 06:41 PM IST

Sports

Latest News

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପର ସୁପର ୧୨ରେ ପ୍ରବେଶ କରିଛନ୍ତି ଶ୍ରୀଲଙ୍କା ଓ ନେଦରଲ୍ୟାଣ୍ଡ୍ସ। ଗ୍ରୁପ୍‌ ଏରେ ୪ଟି ଦଳ ଥିବା ବେଳେ ଶ୍ରୀଲଙ୍କା ପ୍ରଥମ ସ୍ଥାନରେ ଓ ନଦେରଲ୍ୟାଣ୍ଡସ ଦ୍ୱିତୀୟ ସ୍ଥାନରେ ରହି ପରବର୍ତ୍ତୀ ରାଉଣ୍ଡକୁ ଯାଇଛନ୍ତି। ଶ୍ରୀଲଙ୍କାକୁ ପ୍ରଥମ ମ୍ୟାଚ୍‌ରେ ହରାଇଥିବା ନାମିବ୍ୟା ଆଜି ୟୁଏଇ ଠାରୁ ପରାସ୍ତ ହୋଇଛି। ଏଥିପାଇଁ ଦଳ ସୁପର ୧୨ରୁ ବଞ୍ଚିତ ହୋଇଛି।

ସେହିପରି ୟୁଏଇର କୌଣସି ବିଶ୍ୱକପରେ ଆଜି ତା’ର ପ୍ରଥମ ବିଜୟ ହାସଲ କରିଛି। ଆଜିର ମ୍ୟାଚ୍‌ରେ ୟୁଏଇର ପ୍ରଥମେ ବ୍ୟାଟିଂ କରି ୩ ୱିକେଟ ହରାଇ ୧୪୮ ରନ କରିଥିଲା। ଏହାର ଜବାବରେ ନାମିବ୍ୟା ୮ ୱିକେଟ ହରାଇ ୧୪୧ ରନ କରିବାକୁ ସକ୍ଷମ ହୋଇଥିଲା। ମ୍ୟାଚ୍‌କୁ ୭ ରନରେ ନାମିବ୍ୟା ହାରିବାରୁ ସୁପର ୧୨ରେ ପ୍ରବେଶ କରିବାରୁ ବଞ୍ଚିତ ହୋଇଛି। ୨୦୨୧ ଟି-୨୦ ବିଶ୍ୱକପରେ ନାମିବ୍ୟା ସୁପର ୧୨ରେ ପ୍ରବେଶ କରିଥିଲା।

ୟୁଏଇ ମହମ୍ମଦ ୱାସୀମଙ୍କ ୪୧ ବଲରେ ୫୦ ରନ ବଳରେ ୩ ୱିକେଟ ହରାଇ ୧୪୮ ରନ କରିଥିଲା। ନେଦରଲ୍ୟାଣ୍ଡ୍ସ ଖେଳାଳିମାନେ ୟୁଏଇର ବିଜୟ କାମନା କରି ପଡ଼ିଆରେ ହିଁ ମ୍ୟାଚ ଦେଖିଥିଲେ। ସତକୁ ସତ ନାମିବ୍ୟା ୧୪୯ର ପିଛା କରୁଥିବା ବେଳେ ୬୯ ରନରେ ୭ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।

କିନ୍ତୁ ଡାଭିଡ ଭିସା ୩୬ ବଲରେ ୫୫ ରନର ଇନିଂସ ଖେଳିବାରୁ ନାମିବ୍ୟାର ବିଜୟ ଆଶା ସଞ୍ଚାର ହୋଇଥିଲା। ଦଳକୁ ଶେଷ ଓଭରରେ ଜିତିବା ପାଇଁ ୧୪ ରନ ଦରକାର ଥିବା ବେଳେ ଡାଭିଡ ଆଉଟ ହୋଇଯାଇଥିଲେ। ଫଳରେ ନାମିବ୍ୟା ମଧ୍ୟ ଟାର୍ଗେଟ ଠାରୁ ୭ ରନ ପଛରେ ରହି ଯାଇଥିଲା।

ଏହି ମ୍ୟାଚ୍‌ ପୂର୍ବରୁ ଆଜି ଶ୍ରୀଲଙ୍କା ତା’ର କର ବା ମର ମ୍ୟାଚ୍‌ରେ ନେଦରଲ୍ୟାଣ୍ତସକୁ ଭେଟିଥିଲା। ଏହି ମ୍ୟାଚ୍‌କୁ ଶ୍ରୀଲଙ୍କା ଚମତ୍କାର ଢଙ୍ଗରେ ଜିତି ସୁପର ୧୨ରେ ନିଜର ସ୍ଥାନ ପକ୍କା କରିଥିଲା। ନେଦରଲ୍ୟାଣ୍ଡସ ମ୍ୟାଚ ହାରିଥିଲେ ମଧ୍ୟ ୟୁଏଇ ଜିତିବାରୁ ଦ୍ୱିତୀୟ ଦଳ ଭାବେ ଗ୍ରୁପ ଏରୁ ସୁପର ୧୨କୁ ଯାଇଛି।

ନେଦରଲ୍ୟାଣ୍ଡସ ବିପକ୍ଷରେ ଶ୍ରୀଲଙ୍କା ପକ୍ଷରୁ କୁଶଲ ମେଣ୍ତିସ ୪୪ ବଲରେ ୭୯ ରନ ଇନିଂସ ଖେଳିବାରୁ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୨ ରନ କରିଥିଲା। ୧୬୩ ରନର ଟାର୍ଗେଟ ପାଇଥିବା ନେଦରଲ୍ୟାଣ୍ଡସ ପାଇଁ ଓପନର ମାକ୍ସ ଓଡୋୱଡ ଶେଷ ଯାଏ ୫୩ ବଲରେ ୭୧ ରନର ଇନିଂସ ଖେଳିଥିଲେ।

ତଥାପି ନେଦରଲ୍ୟାଣ୍ଡସ ୧୬ ରନ ପଛରେ ରହି ଯାଇଥିଲା। ଶ୍ରୀଲଙ୍କା ପକ୍ଷରୁ ଦୁଇ ସ୍ପିନର ୱାନିନ୍ଦୁ ହସରଙ୍ଗା ୩ ୱିକେଟ ନେଇଥିବା ବେଳେ ମହୀଶ ତିକସାନା ୨ଟି ସଫଳତା ପାଇଛନ୍ତି। ସେହିପରି ଲାହିରୁ ଥିରୁମାନି ଓ ବିନୁରା ଫର୍ଣ୍ଣାଣ୍ଡୋ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

ଶ୍ରୀଲଙ୍କା ଶୀର୍ଷ ସ୍ଥାନରେ ରହି ସୁପର ୧୨କୁ ଯାଇଛି। ଦଳ ଏବେ ସୁପର ୧୨ରେ ଇଂଲଣ୍ତ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ସେହିପରି ନେଦରଲ୍ୟାଣ୍ଡସ ସୁପର ୧୨ରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story