ପୂର୍ବତନ କ୍ରିକେଟର୍ ୬ ବର୍ଷ ବ୍ୟାନ୍‌

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ପେସ୍ ବୋଲର ଓ କୋଚ୍ ନୂୱାନ୍ ଜୋୟସା ୬ ବର୍ଷ ବାସନ୍ଦ ହୋଇଛନ୍ତି । ମ୍ୟାଚ୍ ଫିକ୍ସ କରିବା ତଥା ସନ୍ଦିଗ୍ଧ ଭାରତୀୟ ବୁକିଂଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବର ଖୁଲାସା ନକରିବା କାରଣରୁ ଜୋୟସା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏବେ ତାଙ୍କୁ ସମସ୍ତ ପ୍ରକାର କ୍ରିକେଟରୁ ୬ ବର୍ଷ ପାଇଁ ବାସନ୍ଦ କରିଦିଆଯାଇଛି । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଅନୁଯାୟୀ, ବାମହାତୀ ପେସ ବୋଲର ଜୋୟସାଙ୍କ ଉପରେ ଏହି ପ୍ରତିବନ୍ଧକ […]

zoysa

zoysa

Ranjit Kumar Jena
  • Published: Wednesday, 28 April 2021
  • Updated: 28 April 2021, 09:53 PM IST

Sports

Latest News

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ପେସ୍ ବୋଲର ଓ କୋଚ୍ ନୂୱାନ୍ ଜୋୟସା ୬ ବର୍ଷ ବାସନ୍ଦ ହୋଇଛନ୍ତି । ମ୍ୟାଚ୍ ଫିକ୍ସ କରିବା ତଥା ସନ୍ଦିଗ୍ଧ ଭାରତୀୟ ବୁକିଂଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବର ଖୁଲାସା ନକରିବା କାରଣରୁ ଜୋୟସା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏବେ ତାଙ୍କୁ ସମସ୍ତ ପ୍ରକାର କ୍ରିକେଟରୁ ୬ ବର୍ଷ ପାଇଁ ବାସନ୍ଦ କରିଦିଆଯାଇଛି ।

ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଅନୁଯାୟୀ, ବାମହାତୀ ପେସ ବୋଲର ଜୋୟସାଙ୍କ ଉପରେ ଏହି ପ୍ରତିବନ୍ଧକ ପୂର୍ବ ତାରିଖ ଅର୍ଥାତ୍ ଅକ୍ଟୋବର ୩୧, ୨୦୧୮ରୁ ଲାଗୁ ହେବ । କାରଣରୁ ଜୋୟସାଙ୍କୁ ସେବେଠାରୁ ଅସ୍ଥାୟୀ ଭାବେ ସସପେଣ୍ଡ କରାଯାଇଥିଲା ।

ଆଇସିସିର ଇଣ୍ଟିଗ୍ରିଟୀ ୟୁନିଟର ଜେନେରାଲ୍ ମ୍ୟାନେଜର ଆଲେକ୍ସ ମାର୍ଶଲ କହିଛନ୍ତି, ‘ଜାତୀୟ ଟିମର କୋଚ୍ ଭାବେ ଜୋୟସା ନିଜକୁ ଆଦର୍ଶ ଭାବେ ସ୍ଥାପିତ କରିବାର ଥିଲା । କିନ୍ତୁ ଏହା ବଦଳରେ ସେ ଦୁର୍ନୀତିକୁ ପ୍ରଶୟ ଦେଇ ଖୋଦ୍ ଦୁର୍ନୀତିଖୋର ହୋଇଗଲେ ଏବଂ ଅନ୍ୟମାନଙ୍କୁ ଏଥିରେ ସଂଶ୍ଳିଷ୍ଟ କରିବାକୁ ପ୍ରୟାସ କରିଛନ୍ତି । ମ୍ୟାଚ୍ ଫିକ୍ସ କରିବାର ଖେଳର ନୀତି ସହ ଠକାମି କରିବା ସହ ସମାନ । କ୍ରିକେଟରେ ଏଭଳି କାମକୁ ଆଦୌ ପ୍ରଶୟ ଦିଆଯିବ ନାହିଁ ।’

ଶ୍ରୀଲଙ୍କା ପକ୍ଷରୁ ୩୦ ଟେଷ୍ଟ (୬୪ ୱିକେଟ୍‌) ଓ ୯୫ ଦିନିକିଆ (୧୦୮ ୱିକେଟ୍‌) ନେଇଥିବା ୪୨ ବର୍ଷୀୟ ଜୋୟସାଙ୍କ ଉପରେ ୨୦୧୭ରେ ୟୁଏଇରେ ଆୟୋଜିତ ଜି-୧୦ ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କା ଟିମର ବୋଲିଂ କୋଚ୍ ଭାବେ ଦୁର୍ନୀତି ଗତିବିଧିରେ ସାମିଲ୍ ହୋଇଥିବାର ଅଭିଯୋଗ ଲାଗିଥିଲା । ଜୋୟସା ଏହା ପୂର୍ବରୁ ଶ୍ରୀଲଙ୍କା-ଏ’ ଟିମର ବୋଲିଂ କୋଚ୍ ରହିଆସିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story