ପୁଣି ଗର୍ଜିଲେ ହାଇଦ୍ରାବାଦ ବ୍ୟାଟର୍‌, ଦିଲ୍ଲୀକୁ ୨୬୭ ରନର ଟାର୍ଗେଟ

ଦଳ ଆଜି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୨୬୬ ରନ କରି ନେଇଛି। ଫଳରେ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ଥିବା ଦିଲ୍ଲୀକୁ ଏହି ମ୍ୟାଚ ଜିତିବା ପାଇଁ ୨୬୭ ରନର ଟାର୍ଗେଟ ମିଳିଛି।

SRH

ମ୍ୟାଚ୍‌ର ଦୃଶ୍ୟ

Hemant Lenka
  • Published: Saturday, 20 April 2024
  • Updated: 20 April 2024, 09:29 PM IST

Sports

Latest News

ପ୍ରଥମେ ମୁମ୍ବାଇ ଇଣ୍ତିଆନ୍ସ ବିପକ୍ଷରେ ୨୭୭ ରନ। ତା’ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗେଲୁରୁ ବିପକ୍ଷରେ ରେକର୍ଡ ୨୮୩ ରନ। ଆଉ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ସନ ରାଇଜର୍ସ ହାଇଦ୍ରାବାଦର ବ୍ୟାଟର କରିଛନ୍ତି କମାଲ।

ଉପର ଭାଗରେ ଟ୍ରାଭିସ ହେଡ ଓ ଅଭିଷେକ ଶର୍ମା ଧୂଆଁଧାର ବ୍ୟାଟିଂ କରିଥିଲେ। ଶେଷ ଭାଗରେ ଶାହବାଜ ଅହମଦ ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ହେଡଙ୍କ ୩୨ ବଲରେ ୮୯, ଅଭିଷେକଙ୍କ ୧୨ ବଲରେ ୪୬ ଓ ଅହମଦଙ୍କ ୨୯ ବଲରେ ଅପରାଜିତ ୫୯ ରନ ବଳରେ ହାଇଦ୍ରାବାଦ ପୁଣିଥରେ ୨୫୦ରୁ ଅଧିକ ରନ କରିଛି।

Also Read

ଟସ୍‌ ହାରି ଅରୁଣ ଜେଟଲୀ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରୁଥିବା ହାଇଦ୍ରାବାଦ ବିସ୍ଫୋରଣ ଆରମ୍ଭ କରିଥିଲା। ଟ୍ରାଭିସ ହେଡ୍‌ ଓ ଅଭିଷେକ ଶର୍ମା ଦିଲ୍ଲୀର ପ୍ରତିଟି ବୋଲରଙ୍କୁ ଆଟାକ କରିଥିଲେ। ପ୍ରଥମ ୬ ଓଭରରେ ସର୍ବାଧିକ ରନ ହାସଲକାରୀ ଦଳ ହାଇଦ୍ରାବାଦ ବନି ଯାଇଥିଲା। ଇନିଂସର ପ୍ରଥମ ଓଭରରେ ହେଡ୍‌ ୧୯ ରନ ଆଦାୟ କରିଥିଲେ।

ଖଲୀଲ ଅହମଦଙ୍କ ଠାରୁ ଏହି ରନ ମିଳିଥିଲା। ଦ୍ୱିତୀୟ ଓଭରରେ ଲଳିତ ଯାଦବ ୨୧ ରନ, ୩ୟ ଓଭରରେ ଅନରିଚ ନୋର୍ଖିୟା ୨୨ ରନ, ପୁଣି ଲଳିତ ଯାଦବ ୨୦ ରନ, କୁଲଦୀପ ଯାଦବ ୨୨ ରନ, ମୁକେଶ କୁମାର ୨୨ ରନ ଦେଇଥିଲେ। ହେଡ୍‌ ମଧ୍ୟ ମାତ୍ର ୧୬ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଅଭିଷେକ ମଧ୍ୟ ପଛରେ ପଡ଼ି ନଥିଲେ। ସେ ମଧ୍ୟ ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। 

ଟି-୨୦ କ୍ରିକେଟର ପାୱାର ପ୍ଲେ ଅର୍ଥାତ ପ୍ରଥମ ୬ ଓଭରରେ ସର୍ବାଧିକ ରନ ହାସଲକାରୀ ଦଳ ମଧ୍ୟ ହାଇଦ୍ରାବାଦ ବନି ଯାଇଛି। ବିଶ୍ୱର କୌଣସି ଟିମ ପାୱାର ପ୍ଲେରେ ଏତେ ରନ କରି ନଥିଲେ। ଆଜି ହାଇଦ୍ରାବାଦ ପ୍ରଥମ ୬ ଓଭରରେ କୌଣସି ୱିକେଟ ନ ହରାଇ ୧୨୫ ରନ କରି ନେଇଥିଲା। 

୬.୨ ଓଭରରେ ଦଳୀୟ ସ୍କୋର ୧୩୧ ଥିବା ବେଳେ ବ୍ୟକ୍ତିଗତ ୧୨ ବଲରେ ୪୬ ରନ କରି ଅଭିଷେକ ଶର୍ମା ଆଉଟ ହୋଇଥିଲେ। ତାଙ୍କ ୱିକେଟ କୁଲଦୀପ ଯାଦବ ନେଇଥିଲେ। ସେହି ଓଭରର ଶେଷ ବଲରେ ଏଡେନ ମାର୍କରମ(୧) ମଧ୍ୟ କୁଲଦୀପଙ୍କ ଶିକାର ବନିଥିଲେ।

ଗୋଟିଏ ଓଭରରେ ଦଳ ଦୁଇଟି ୱିକେଟ ହରାଇଥିଲେ ମଧ୍ୟ ହେଡ୍‌ଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ସେ ତାଙ୍କର କାଉଣ୍ଟର ଆଟାକ ଜାରି ରଖିଥିଲେ। ତାଙ୍କୁ ହେନରିଚ କ୍ଲାସେନ ସାଥ ଦେଇଥିଲେ।

ତେବେ ୮ମ ଓଭରର ଶେଷ ବଲରେ ହେଡ୍‌ଙ୍କ ବିସ୍ଫୋରକ ଇନିଂସରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ସେ ୩୨ ବଲରେ ୮୯ ରନ କରି କୁଲଦୀପଙ୍କ ବଲରେ ଆଉଟ ହୋଇଥିଲେ। ଆଉଟ ହେବା ପୂର୍ବରୁ ସେ ୧୧ଟି ଚୌକା ୬ଟି ଛକା ବଳରେ ୮୯ ରନର ଇନିଂସ ଖେଳିଥିଲେ। ସେହିପରି କ୍ଲାସେନ ୮ ବଲରେ ୧୫ ରନ କରି ଅକ୍ଷର ପଟେଲଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ। ୧୦ ଓଭର ସୁଦ୍ଧା ହାଇଦ୍ରାବାଦ ୪ ୱିକେଟ ହରାଇ ୧୫୮ ରନ କରିଥିଲା। ବାକି ୧୦ ଓଭରରେ ଦଳ ଆଉ ୧୦୮ ରନ କରିଛି।

୫ନଂରେ ବ୍ୟାଟିଂ କରିବାକୁ ଆସିଥିବା ନୀତୀଶ କୁମାର ରେଡ୍ଡୀ ୨୭ ବଲରେ ୩୭ ରନ କରିଥିଲେ। ତେବେ ଶାହବାଜ ଅହମଦ ଓ ଅବଦୁଲ ସାମଦ ବିସ୍ଫୋରକ ଇନିଂସ ଖେଳି ଦଳୀୟ ସ୍କୋରକୁ ୨୫୦ ରନରେ ପହଞ୍ଚାଥିଲେ। ଦଳୀୟ ସ୍କୋର ୨୫୦ ଥିବା ବେଳେ ସାମଦ ୮ ବଲରେ ୧୩ ରନ କରି ଅନ୍ତିମ ଓଭରର ଶେଷ ବଲରେ ଆଉଟ ହୋଇ ଯାଇଥିଲେ।

କିନ୍ତୁ ଅହମଦ ଲଢ଼େଇ ଜାରି ରଖିଥିଲେ। ଏଥିସହ ଚଳିତ ଆଇପିଏଲରେ ସେ ୨୮ ବଲରେ ଚୌକା ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ଶେଷ ବଲରେ ସେ ୬କା ମାରି ଦଳୀୟ ସ୍କୋରକୁ ୨୬୬ ରନରେ ପହଞ୍ଚାଇ ଦେଇଥିଲେ। ୨୯ ବଲରେ ଅପରାଜିତ ୨୯ ରନର ଇନିଂସ ଖେଳିଥିବା ଅହମଦ ୫ଟି ଛକା ଓ ୨ଟି ଚୌକା ମାରିଛନ୍ତି।

ଦିଲ୍ଲୀ ପକ୍ଷରୁ କୁଲଦୀପ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ମୁକେଶ କୁମାର ଓ ଅକ୍ଷର ପଟେଲଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story