ବାର୍ବାଡସରେ ଇତିହାସ ରଚିଲା ଭାରତ । ଭାରତ ବନିଛି ଟି-୨୦ ବିଶ୍ୱକପ ଚାମ୍ପିୟନ। ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ଭାରତ ବିଶ୍ୱ ବିଜେତା ବନିଛି। ୨୦୦୭ରେ ଭାରତ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ ଜିତିଥିଲା। ୨୦୨୪ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପୁଣି ଚାମ୍ପିୟନ ହୋଇଛି। ଟି-୨୦ ବିଶ୍ୱକପ୍ ଫାଇନାଲରେ କମାଲ କଲା ସୂର୍ଯ୍ୟ କୁମାର ଯାଦବଙ୍କ କ୍ୟାଚ୍ । ବାଉଣ୍ତରୀ ପାଖରେ ସୂର୍ଯ୍ୟ କୁମାର ସମସ୍ତଙ୍କୁ ଚକିତ କରିବା ଭଳି କ୍ୟାଚ୍ ନେଇଥିଲେ। ଏହି କ୍ୟାଛ୍କୁ ନେଇ ଭାରତୀୟ ଦଳର ଫିଲ୍ଡିଂ କୋଚ୍ ଟି ଦିଲ୍ଲୀପ କହିଛନ୍ତି, ଗେମ୍ ଚେଞ୍ଜିଙ୍ଗ୍ ଥିଲା ସୂର୍ଯ୍ୟ କୁମାରଙ୍କ କ୍ୟାଚ୍ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ପ୍ରଥମ ଟେଷ୍ଟ ପୂର୍ବରୁ ବାଂଲାଦେଶ ସମ୍ପର୍କରେ ଏମିତି କହିଲେ ରୋହିତ ଶର୍ମା
ଥମ ଟେଷ୍ଟ ପୂର୍ବରୁ ମଙ୍ଗଳବାର ଚେନ୍ନାଇରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ସମ୍ପର୍କରେ ମଜାଳିଆ କଥା କହିଛନ୍ତି।
Cricket
ମହିଳା ଟି-୨୦ ବିଶ୍ୱକପ ପୂର୍ବରୁ ପୁରସ୍କାର ସମ୍ପର୍କରେ ବଡ଼ ଘୋଷଣା କଲା ଆଇସିସି
ଆଇସିସି ମହିଳା ଟି-୨୦ ବିଶ୍ୱକପ ଅକ୍ଟୋବର ୩ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ରେ ବାଂଲାଦେଶ ଓ ସ୍କଟ ଲ୍ୟାଣ୍ଡ ମୁହାଁମୁହିଁ ହେବେ।
Cricket
ବିରାଟ କୋହଲି ମୋ ଅଧୀନରେ ଖେଳୁଥିଲେ, କାହିଁକି ଏମିତି କହିଲେ ତେଜସ୍ୱୀ ଯାଦବ?
ତେଜସ୍ୱୀ ଯାଦବ ତାଙ୍କ କ୍ରିକେଟିଂ କ୍ୟାରିୟରରେ ଗୋଟିଏ ପ୍ରଥମ ଶ୍ରେଣୀ, ୨ଟି ଲିଷ୍ଟ ଏ ଓ ୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି।
Cricket
ଚଷମା ପିନ୍ଧି ବ୍ୟାଟିଂ କରିବାକୁ ଆସିଲେ ଶ୍ରେୟସ ଆୟର, ଖାତା ଖୋଲି ପାରେଲନି
ଆୟର ଏବେ ଦଲିପ ଟ୍ରଫିରେ ଇଣ୍ଡିଆ ଡି’ର ନେତୃତ୍ୱ ନେଉଛନ୍ତି। ପ୍ରଥମ ମ୍ୟାଚ୍ରେ ସେ ଯଥାକ୍ରମେ ୯ ଓ ୫୪ ରନର ଇନିଂସ ଖେଳିଥିଲେ ହେଁ ତାଙ୍କ ଦଳକୁ ୪ ୱିକେଟରେ ଇଣ୍ଡିଆ ସି’ ଠାରୁ ହାରିବାକୁ ପଡ଼ିଥିଲା।
Cricket
ବ୍ୟାନ ହେବେ କ୍ରିକେଟର ମାର୍ନସ ଲାବୁଶେନ!
ମ୍ୟାଚ୍ ପରେ ସେ ଅମ୍ପାୟାରଙ୍କ ପ୍ରତି ଦୁର୍ବ୍ୟବହାର ଚାର୍ଜରେ ଫସିଛନ୍ତି। କିନ୍ତୁ ଏହି ଚାର୍ଜ ଯୋଗୁ ତାଙ୍କ ଉପରେ ବଡ଼ଧରଣର ବ୍ୟାନ ଲାଗି ପାରେ।