Advertisment

ଗେମ୍ ଚେଞ୍ଜିଙ୍ଗ୍ ଥିଲା ସୂର୍ଯ୍ୟ କୁମାରଙ୍କ କ୍ୟାଚ୍: ଭାରତୀୟ ଦଳର ଫିଲ୍ଡିଂ କୋଚ୍‌

ଟି-୨୦ ବିଶ୍ୱକପ୍ ଫାଇନାଲରେ କମାଲ କଲା ସୂର୍ଯ୍ୟ କୁମାରଙ୍କ କ୍ୟାଚ୍ । ବାଉଣ୍ତରୀ ପାଖରେ ସୂର୍ଯ୍ୟ କୁମାର ଯାଦବ ସମସ୍ତଙ୍କୁ ଚକିତ କରିବା ଭଳି କ୍ୟାଚ୍‌ ନେଇଥିଲେ।

Advertisment

ବାର୍ବାଡସରେ ଇତିହାସ ରଚିଲା ଭାରତ । ଭାରତ ବନିଛି ଟି-୨୦ ବିଶ୍ୱକପ ଚାମ୍ପିୟନ। ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ଭାରତ ବିଶ୍ୱ ବିଜେତା ବନିଛି। ୨୦୦୭ରେ ଭାରତ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ ଜିତିଥିଲା। ୨୦୨୪ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପୁଣି ଚାମ୍ପିୟନ ହୋଇଛି। ଟି-୨୦ ବିଶ୍ୱକପ୍ ଫାଇନାଲରେ କମାଲ କଲା ସୂର୍ଯ୍ୟ କୁମାର ଯାଦବଙ୍କ କ୍ୟାଚ୍ । ବାଉଣ୍ତରୀ ପାଖରେ ସୂର୍ଯ୍ୟ କୁମାର ସମସ୍ତଙ୍କୁ ଚକିତ କରିବା ଭଳି କ୍ୟାଚ୍‌ ନେଇଥିଲେ। ଏହି କ୍ୟାଛ୍‌କୁ ନେଇ ଭାରତୀୟ ଦଳର ଫିଲ୍ଡିଂ କୋଚ୍‌ ଟି ଦିଲ୍ଲୀପ କହିଛନ୍ତି, ଗେମ୍ ଚେଞ୍ଜିଙ୍ଗ୍ ଥିଲା ସୂର୍ଯ୍ୟ କୁମାରଙ୍କ କ୍ୟାଚ୍ ।

Advertisment
T 20 World Cup ICC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe