ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ଭାରତ। ସୁପର-୮ ମ୍ୟାଚରେ ବାଂଲାଦେଶକୁ ୫୦ ରନର ବଡ଼ ବ୍ୟବଧାନରେ ହରାଇ ଭାରତ ଆଇସିସି ଟ୍ୱେଣ୍ଟି-୨୦ ବିଶ୍ୱକପ ସେମିଫାଇନାଲରେ ସ୍ଥାନ ପକ୍କା କରିଛି।
ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଯଶପ୍ରୀତ୍ ବୁମରାଙ୍କ ଘାତକ ବୋଲିଂ ଓ କୁଲଦୀପ ୟାଦବଙ୍କ ଚମତ୍କାର ସ୍ପିନ୍ ବଳରେ ଭାରତ ସହଜ ବଜୟ ହାସଲ କରିଛି। ଭାରତର ୧୯୭ ରନ୍ ଟାର୍ଗେଟର ଜବାବରେ ବାଂଲାଦେଶ ୮ ୱିକେଟ୍ ହରାଇ ୧୪୬ ରନ କରିବାରେ ସକ୍ଷମ ହୋଇଥିଲା।
Also Read
ବାଂଲାଦେଶ ୫୦ ରନରେ ପରାସ୍ତ ହୋଇଛି। କୁଲଦୀପ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ଓ ବୁମରା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ପୂର୍ବରୁ ଆଫଗାନିସ୍ତାନକୁ ହରାଇଥିବାରୁ ଅପରାଜିତ ଭାରତ ସେମିଫାଇନାଲ୍ ଖେଳିବା ନିଶ୍ଚିତ କରିଛି।
ଭାରତ ଓ ଅଷ୍ଟ୍ରେଲିଆ ସୁପର୍ -୮ ଗ୍ରୁପ୍-୧ର ପଏଣ୍ଟ୍ ଟେବୁଲରେ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ସୋମବାର ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ରହିଛି। ବାଂଲାଦେଶ କିନ୍ତୁ ୨ ମ୍ୟାଚ୍ ହାରିସାରିଥିବାରୁ ଶେଷ ମ୍ୟାଚ୍ ପୂର୍ବରୁ ସେମିଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Cricket
ଗୋଟିଏ ଓଭରରେ ଶାହୀନ ଆଫ୍ରିଦିଙ୍କୁ ୪ ଛକା ମାରିଥିବା ବ୍ୟାଟର କିଏ?
ଦ୍ୱିତୀୟ ଟି-୨୦ ବର୍ଷା ଯୋଗୁ ୧୫ ଓଭର ବିଶିଷ୍ଟ ହୋଇଥିଲା। ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ୯ ୱିକେଟ ହରାଇ ଚ୍ୟାଲେଞ୍ଜିଂ ୧୩୫ ରନ କରିଥିଲା।

Cricket
ଅକ୍ଷର ପଟେଲ ଯୁଗରେ ଦିଲ୍ଲୀ କ୍ୟାପିଟାଲ୍ସ: ଟାଇଟଲ ମରୁଡ଼ି ଶେଷ ହେବ କି?
ଦିଲ୍ଲୀର ନେତୃତ୍ୱ ଗଲା ୩ ବର୍ଷ ପରେ ମଧ୍ୟରେ ଋଷଭ ପନ୍ତ ଓ ଡାଭିଡ ୱାର୍ଣ୍ଣରଙ୍କ ହାତରେ ରହିଥିଲା। ହେଲେ ଉଭୟ ଦଳର ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି।

Cricket
ଚାମ୍ପିୟନ୍ସ ଟ୍ରଫି ଯୋଗୁ କେତେ ଆୟ କଲା ଓ କେତେ ଶହ କୋଟିର କ୍ଷତି ସହିଲା ପାକିସ୍ତାନ?
ପିସିବି ଚାମ୍ପିୟନ୍ସ ଟ୍ରଫି ପାଇଁ ପ୍ରାୟ ୯୦୭ କୋଟି ଟଙ୍କା ଖର୍ଚ୍ଚ କରିଥିଲା।

Cricket
ଲଜ୍ଜା: ସମସ୍ତ ୫୦ ପାକିସ୍ତାନୀ କ୍ରିକେଟରଙ୍କୁ କେହି ବି କିଣିଲେନି
ସଲମାନ ଅଘାଙ୍କୁ ନିକଟରେ ପାକିସ୍ତାନ ଟି-୨୦ ଟିମର ଅଧିନାୟକ କରାଯାଇଥିଲା। ସେହିପରି ଶଦାବ ଖାନ ଭଲ ପ୍ରଦର୍ଶନ କରି ଦଳକୁ ଫେରି ଉପ ଅଧିନାୟକ ହୋଇଛନ୍ତି।

Cricket
କ୍ୟାପ୍ଟେନ ଅକ୍ଷର ପଟେଲ
୨୦୨୪ ମେ’ ୧୨ରେ ଅକ୍ଷର ଗୋଟିଏ ଥର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍ରେ ଦିଲ୍ଲୀର ନେତୃତ୍ୱ ନେଇଥିଲେ। କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସ ଉକ୍ତ ମ୍ୟାଚ୍କୁ ୪୭ ରନରେ ହାରି ଯାଇଥିଲା।