କିଏ କେତେ ଟଙ୍କା ପାଇଲେ ?

ଭାରତୀୟ ଟିମ ସହ ମୋଟ ୪୨ ଜଣ ଟି-୨୦ ବିଶ୍ୱକପ ପାଇଁ ଆମେରିକା ଓ ୱେଷ୍ଟଇଣ୍ଡିଜ ଗସ୍ତ କରିଥିଲେ। ଏମାନଙ୍କ ମଧ୍ୟରେ ୧୫ ଜଣ ପ୍ରଥମ ଟିମ ଖେଳାଳି, ସପୋର୍ଟ ଷ୍ଟାଫ, ସଂରକ୍ଷିତ ଖେଳାଳି ଓ ଅନ୍ୟାନ୍ୟ ସଦସ୍ୟ ରହିଛନ୍ତି।

Manoj Swain
  • Published: Tuesday, 09 July 2024
  • Updated: 09 July 2024, 02:03 PM IST

Sports

Latest News

ଟି-୨୦ ବିଶ୍ୱକପ ବିଜେତା ଟିମ ଇଣ୍ଡିଆକୁ ବିସିସିଆଇ ଦେଇଛି ୧୨୫ କୋଟି ପୁରସ୍କାର । ତେବେ ଖେଳାଳିଙ୍କୁ କେତେ ମିଳିବ ? ଟିମ ଇଣ୍ଡିଆର ମୋଟ ୪୨ ଜଣ ସଦସ୍ୟ ବିଶ୍ୱକପ ସହ ରହି ଆମେରିକା ଓ ଓ୍ୱେଷ୍ଟଇଣ୍ଡିଜ ଗସ୍ତ କରିଥିଲେ। ତେବେ କିଏ କେତେ ଟଙ୍କା ପାଇବେ ? କେମିତି ବଣ୍ଟା ଯିବ ଏହି ଟଙ୍କା ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos