ଯଦି ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବାକୁ ଭାରତ ମନା କରେ, ତାହେଲେ...

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨୪ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁଥିବା ଟି-୨୦ ବିଶ୍ୱକପ୍ ମ୍ୟାଚ୍ ପାଇଁ ଫ୍ୟାନ୍ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି। ଦୀର୍ଘ ଦିନ ପରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ମ୍ୟାଚକୁ ଆଉ ମାତ୍ର ପାଞ୍ଚ ଦିନ ବାକି ଥିବାରୁ ଏହା ପୂର୍ବରୁ ଆରମ୍ଭ ହୋଇଛି ରାଜନୀତି। କଶ୍ମୀରରେ ସାଧାରଣ ନାଗରିକଙ୍କୁ ଆତଙ୍କବାଦୀମାନେ ଯେଉଁମାନେ ନିର୍ମମ ଭାବେ ହତ୍ୟା କରୁଛନ୍ତି, ତାହା ଏହି ହାଇଭୋଲଟେଜ୍ ମ୍ୟାଚ ପାଇଁ ଅଧିକ […]

india-vs-pak

india-vs-pak

Ranjit Kumar Jena
  • Published: Monday, 18 October 2021
  • Updated: 18 October 2021, 09:04 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨୪ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁଥିବା ଟି-୨୦ ବିଶ୍ୱକପ୍ ମ୍ୟାଚ୍ ପାଇଁ ଫ୍ୟାନ୍ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି। ଦୀର୍ଘ ଦିନ ପରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ମ୍ୟାଚକୁ ଆଉ ମାତ୍ର ପାଞ୍ଚ ଦିନ ବାକି ଥିବାରୁ ଏହା ପୂର୍ବରୁ ଆରମ୍ଭ ହୋଇଛି ରାଜନୀତି। କଶ୍ମୀରରେ ସାଧାରଣ ନାଗରିକଙ୍କୁ ଆତଙ୍କବାଦୀମାନେ ଯେଉଁମାନେ ନିର୍ମମ ଭାବେ ହତ୍ୟା କରୁଛନ୍ତି, ତାହା ଏହି ହାଇଭୋଲଟେଜ୍ ମ୍ୟାଚ ପାଇଁ ଅଧିକ ଖୋରାକ ଯୋଗାଛି। ଏହି ହତ୍ୟାକାଣ୍ଡକୁ ନେଇ କୋଟି କୋଟି ଭାରତୀୟଙ୍କ ମନରେ ଭୀଷଣ ଆକ୍ରୋଶ ରହିଛି। ଆଉ ଏଭଳି ସ୍ଥିତି କିଛି ବର୍ଗ ପାକିସ୍ତାନ ବିପକ୍ଷ ମ୍ୟାଚ୍ ନଖେଳିବାକୁ ଦାବି କରିଛନ୍ତି।

ବିଜେପିର ଶୀର୍ଷ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ ଏହି ମ୍ୟାଚକୁ ବାତିଲ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ପାକିସ୍ତାନ ସର୍ବଦା ଆତଙ୍କୀ ଗତିବିଧିରେ ସାମିଲ୍ ରହୁଛି। ଏହି ମ୍ୟାଚ୍ ଉପରେ ପୁଣିଥରେ ବିଚାର କରିବାର ଆବଶ୍ୟକ ରହିଛି। ଭାରତକୁ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ନ ଖେଳିବା ଦରକାର ବୋଲି ଗିରିରାଜ କହିଛନ୍ତି।

ଏହା ପରେ କ୍ରିକେଟ୍ ଫ୍ୟାନଙ୍କ ମନରେ ବଡ଼ ପ୍ରଶ୍ନ ଉଠିଛି ଯେ ସତରେ କ’ଣ ଏଭଳି ହୋଇପାରେ? ତେବେ ବର୍ତ୍ତମାନ ପରିସ୍ଥିତିକୁ ଦେଖି ଲାଗୁଛି ଯେ ଏଭଳି ସମ୍ଭବ ନୁହେଁ। ଏହାର ବଡ଼ କାରଣ ହେଉଛି ଏହି ମ୍ୟାଚ୍ ହେବା କିମ୍ବା ନହେବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ କ୍ରିକେଟକୁ ପରିଚାଳନା କରୁଥିବା ଆଇସିସି ହାତରେ ରହିଛି। ଯେହେତୁ ଏବେ ମ୍ୟାଚର କାର୍ଯ୍ୟସୂଚୀ ସ୍ଥିର ହୋଇସାରିଛି, ତେଣୁ ଆଇସିସି ଏହାକୁ ବାତିଲ କରିବା କଥା ଆଦୌ ଚାହିଁବନି। ହେଲେ ଯଦି ଏହି ମ୍ୟାଚ୍ କୌଣସି କାରଣ ବଶତ ବାତିଲ କରିଦିଆଯାଏ, ତାହେଲେ କ’ଣ ହେବ।

୧. ପାକିସ୍ତାନ ଖାତାକୁ ଯିବ ପଏଣ୍ଟ: ଯଦି ଭାରତ ଖେଳିବାକୁ ମନା କରିଦିଏ, ତାହେଲେ ପାକିସ୍ତାନକୁ ୨ ପଏଣ୍ଟ ମିଳିବ ଏବଂା ଭାରତକୁ କୌଣସି ପଏଣ୍ଟ ମିଳିବ ନାହିଁ। ଯାହା ଭାରତକୁ ଟୁର୍ଣ୍ଣାମେଣ୍ଟରେ ଆଗକୁ ବଢ଼ିବାର ସୁଯୋଗ ଉପରେ ପ୍ରଭାବ ପକାଇବ। ବିଶେଷକରି ଭାରତ ଗ୍ରୁପରେ ନ୍ୟୁଜିଲ୍ୟାଣ୍ଡ ଭଳି ମଜଭୁତ୍ ଟିମ୍ ମଧ୍ୟ ଅଛି। ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ୨ ପଏଣ୍ଟ ହରାଇବାକୁ ଚାହିଁବେ ନାହିଁ।

୨. ଭାରତକୁ ବ୍ୟାନର ସାମ୍ନା କରିବାକୁ ପଡ଼ିପାରେ: ଯଦି ଭାରତୀୟ ଟିମ୍ ପାକିସ୍ତାନ ବିପକ୍ଷ ନଖେଳେ, ତାହେଲେ ଟିମ୍ ୨ ପଏଣ୍ଟ ତ ହରାଇବ। ଏହାସହ ଭାରତକୁ ବ୍ୟାନର ସାମ୍ନା କରିବାକୁ ପଡ଼ିପାରେ। ଭାରତ ଉପରେ ମୋଟା ଅଙ୍କର ଆର୍ଥିକ ଜୋରିମାନା ଲଗାଯାଇପାରେ। ଏଭଳି ସ୍ଥିତିରେ ବିସିସିଆଇ କେବେବି ଏମିତି କରିବାକୁ ଚାହିଁବ ନାହିଁ।

୩. ଯଦି ଏହା ଫାଇନାଲ କିମ୍ବା ସେମିଫାଇନାଲ୍ ମ୍ୟାଚ୍ ହେଲା, ତାହେଲେ...: ଭାରତ ଯଦି ଲିଗ୍ ମ୍ୟାଚରେ ପାକିସ୍ତାନର ବହିଷ୍କାର କରି ବାକି ମ୍ୟାଚ୍ ଜିତେ, ତାହେଲେ କିଛି ଅସୁବିଧା ନାହିଁ। ହେଲେ ଯଦି ଏହି ମ୍ୟାଚ୍ ସେମିଫାଇନାଲ୍ କିମ୍ବା ଫାଇନାଲ ହେଲା, ତାହେଲେ କ’ଣ ହେବ। ଏଭଳି ସ୍ଥିତିରେ ଭାରତ ହଟିବା ଦ୍ୱାରା ପାକିସ୍ତାନକୁ ବିଜେତା ଘୋଷିତ କରାଯିବ। ୧୯୯୬ରେ ବିଶ୍ୱକପରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ହେଲେ ଦର୍ଶକଙ୍କ ବିଶୃଙ୍ଖଳା କାରଣରୁ ମ୍ୟାଚ୍ ପୂରଣ ହୋଇପାରିନଥିଲା, କିନ୍ତୁ ଶ୍ରୀଲଙ୍କା ଟିମକୁ ବିଜେତା ଘୋଷିତ କରାଯାଇଥିଲା। ଅନ୍ୟପକ୍ଷରେ ଭାରତ-ପାକିସ୍ତାନ ଯଦି ଫାଇନାଲ ଖେଳନ୍ତି ଏବଂ ଭାରତ ଖେଳିବାକୁ ମନା କରିଦିଏ, ତାହେଲେ ପାକିସ୍ତାନକୁ ବିଶ୍ୱକପ୍ ବିଜେତା ଘୋଷଣା କରାଯିବ।

ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ତା’ର ଅଭିଯାନ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଆରମ୍ଭ କରିବ। ଏହି ହାଇଭୋଲଟେଜ୍ ମୁକାବିଲା ଅକ୍ଟୋବର ୨୪ ତାରିଖରେ ଦୁବାଇରେ ଖେଳାଯିବ। ଉଭୟ ଭାରତ ଓ ପାକିସ୍ତାନ ଗ୍ରୁପ୍-୨ରେ ସ୍ଥାନ ପାଇଛନ୍ତି। ଏହି ଗ୍ରୁପରେ ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ରହିଥିବା ବେଳେ ବାକି ଦୁଇଟି ଟିମ୍ ରାଉଣ୍ଡ-୧ରୁ କ୍ୱାଲିଫାଏ କରିବେ। ଅକ୍ଟୋବର ୩୧ ତାରିଖରେ ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଦୁବାଇରେ ଭେଟିବ। ଏହା ପରେ ନଭେମ୍ବର ୩ ତାରିଖରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବ। ସେହିପରି ଭାରତ ତା’ର ଚତୁର୍ଥ ମ୍ୟାଚ୍ ନଭେମ୍ବର ୫ ତାରିଖରେ ଗ୍ରୁପ୍-ବି’ର ଶୀର୍ଷ ଟିମ୍ ଏବଂ ନଭେମ୍ବର ୮ ତାରିଖରେ ଗ୍ରୁପ୍-ଏ’ର ରନର୍ସଅପ୍ ଟିମ୍ ବିପକ୍ଷରେ ଖେଳିବ। ଭାରତ ଦୁବାଇରେ ୪ଟି ଓ ଆବୁଧାବିରେ ଗୋଟିଏ ମ୍ୟାଚ୍ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story