/odisha-reporter/media/post_attachments/uploadimage/library/16_9/16_9_0/World_Cup_1719726397.jpg)
World Cup
/odisha-reporter/media/post_attachments/uploadimage/library/16_9/16_9_0/World_Cup_1719726397.jpg)
1/8
ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟ୍ରଫି ଗ୍ରହଣ କରିବାକୁ ଯାଉଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା।
/odisha-reporter/media/post_attachments/uploadimage/library/16_9/16_9_0/Rohit_1719726655.jpg)
2/8
ଗତକାଲି ଟି-ଟ୍ୱେଣ୍ଟି ବିଶ୍ୱକପର ଫାଇନାଲ ମ୍ୟାଚ୍ ଜିତିବା ପରେ ପଡ଼ିଆରେ ରୋହିତ ଶର୍ମା।
/odisha-reporter/media/post_attachments/uploadimage/library/16_9/16_9_0/Pandya_1719726821.jpg)
3/8
ଟି-ଟ୍ୱେଣ୍ଟି ବିଶ୍ୱକପ ଚାମ୍ପିୟନ ହେବା ପରେ ଜାତୀୟ ପତାକା ଧରି ପଡ଼ିଆରେ ବୁଲୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1719726940.jpg)
4/8
ଟିମ୍ ଇଣ୍ଡିଆ ବିଶ୍ୱ ବିଜେତା ହେବା ପରେ ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ ବହୁତ ଖୁସି।
/odisha-reporter/media/post_attachments/uploadimage/library/16_9/16_9_0/Team_India_1719727047.jpg)
5/8
ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିବା ପରେ ମେଡାଲ ଗ୍ରହଣ କରିଥିବା ଟିମ୍ ଇଣ୍ଡିଆର ଖେଳାଳିମାନେ ଟ୍ରଫି ଉଠାଇବା ପୂର୍ବର ଦୃଶ୍ୟ।
/odisha-reporter/media/post_attachments/uploadimage/library/16_9/16_9_0/World_Cup_1719727194.jpg)
6/8
ବିଶ୍ୱକପ୍ ବିଜୟର ଖୁସି। (ଅକ୍ଷର ପଟେଲ, ଋଷଭ ପନ୍ଥ ଓ ମହମ୍ମଦ ସିରାଜ)
/odisha-reporter/media/post_attachments/uploadimage/library/16_9/16_9_0/IMAGE_1719727389.jpg)
7/8
ବିରାଟ କୋହଲି, ରାହୁଲ ଡ୍ରାଭିଡ ଓ ରୋହିତ ଶର୍ମାଙ୍କ ସ୍ୱପ୍ନ ପୂରଣ ହେଲା। ବିରାଟ ଓ ରୋହିତ ଟି-ଟ୍ୱେଣ୍ଟିରୁ ଅବସର ଘୋଷଣା କରିଛନ୍ତି। ମୁଖ୍ୟ କୋଚ୍ ଭାବେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ବିଶ୍ୱକପ୍ ଚାମ୍ପିୟନ ହେବାର ଅନୁଭୂତି ହାସଲ କରିଛନ୍ତି ଡ୍ରାଭିଡ।
/odisha-reporter/media/post_attachments/uploadimage/library/16_9/16_9_0/World_Cup_1719727758.jpg)
8/8
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
