ଆଇସିସି ବିଶ୍ୱକପରେ ଟିମ ଇଣ୍ଡିଆର ନନଷ୍ଟପ ପ୍ରଦର୍ଶନକୁ ନେଇ ସାରା ବିଶ୍ୱ ପ୍ରଶଂସା କରୁଛି । ବ୍ୟାଟିଂ ହେଉ କି ବୋଲିଂ କିମ୍ବା ଫିଲ୍ଡିଂ ସବୁଥିରେ କମାଲ କରୁଛନ୍ତି ପୂରା ଟିମ୍ । ବିଶ୍ୱକପରେ ଟପ ତିନି ସର୍ବାଧିକ ସ୍କୋରରଙ୍କ ମଧ୍ୟରେ ରହିଛନ୍ତି କ୍ୱିଣ୍ଟନ ଡି’କକ ଶୀର୍ଷରେ । ବଡ କଥା ହେଉଛି କ୍ୱିଣ୍ଟନ ଡି’କକଙ୍କୁ ପିଛା କରୁଛନ୍ତି ଟିମ ଇଣ୍ଡିଆର ସୁପରଷ୍ଟାର ବିରାଟ କୋହଲି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଦକ୍ଷିଣ-ଆଫ୍ରିକାରେ ଟି-ଟ୍ୱେଣ୍ଟି ସିରିଜ କବଜା କଲା ଟିମ୍ ଇଣ୍ଡିଆ
ଦକ୍ଷିଣ-ଆଫ୍ରିକାରେ ଟି-୨୦ ସିରିଜ ଜିତିଲା ଭାରତ । ଘରୋଇ ଦକ୍ଷିଣ ଆଫ୍ରିକାକୁ ୪ଟିକିଆ ଟି-୨୦ ସିରିଜରେ ୧/୩ରେ ମାତ ଦେଇଛି ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ଇଣ୍ଡିଆ ।
Cricket
ପୁଣି ଥରେ ବାପା ହେଲେ ରୋହିତ ଶର୍ମା
ଗତକାଲି ରୋହିତଙ୍କ ପତ୍ନୀ ରିତିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ପୂର୍ବରୁ ରୋହିତ ଶର୍ମାଙ୍କର ଏକ ଝିଅ ରହିଛି।
Cricket
ଶେଷ ଟି-୨୦ରେ ଭାରତର ରେକର୍ଡ ରନ ବର୍ଷା, ସାମସନ ଓ ତିଲକଙ୍କ ବିସ୍ଫୋରକ ଶତକ
ସାମସନ ୫୬ ବଲରେ ଅପରାଜିତ ୧୦୯ ଓ ତିଲକ ବର୍ମା ୪୭ ବଲରେ ଅପରାଜିତ ୧୨୦ ରନର ଇନିଂସ ଖେଳିଛନ୍ତି। ଏହି ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ଗୋଟିଏ ୱିକେଟ ହରାଇ ୨୮୩ ରନ କରିଛି।
Cricket
ଆଇପିଏଲ ମେଗା ଅକ୍ସନ: ଚୂଡ଼ାନ୍ତ ତାଲିକାରେ ୫୭୪ ଜଣ ଖେଳାଳି, ଷ୍ଟାର ଖେଳାଳିଙ୍କ ବେସ ପ୍ରାଇସ କେତେ?
ନଭେମ୍ବର ୨୪ ଓ ୨୫ ଦୁଇ ଦିନ ଧରି ଅକ୍ସନ ଜାରି ରହିବ। ଭାରତୀୟ ସମୟ ଦିନ ୩ଟା ବେଳକୁ ଏହାକୁ ଆରମ୍ଭ ହେବ। ଅକ୍ସନ ପାଇଁ ମୋଟ ୧୫୭୪ ଜଣ ଖେଳାଳି ପଞ୍ଜିକରଣ କରିଥିଲେ।
Cricket
ପାକିସ୍ତାନକୁ ଆଇସିସି ଝଟକା: ପିଓକେରେ ହୋଇପାରିବନି ଚାମ୍ପିୟନ୍ସ ଟ୍ରଫି ଟୁର୍
ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିକୁ ପିଓକେ ନେବାକୁ ଚାହୁଁଥିବାରୁ ଏହାକୁ ବିସିସିଆଇ ବିରୋଧ କରିଥିଲା। ଏହାପରେ ଆଇସିସି ନିକଟରେ ଏନେଇ ଅଭିଯୋଗ କରିଥିଲା। ଆଇସିସି ଏବେ ପାକିସ୍ତାନକୁ ଝଟକା ଦେଇଛି।