Advertisment

କ୍ୱିଣ୍ଟନ ଡି’କକଙ୍କୁ କାଟି ଦେବେ କୋହଲି !

ଆଇସିସି ବିଶ୍ୱକପରେ ଟିମ ଇଣ୍ଡିଆର ନନଷ୍ଟପ ପ୍ରଦର୍ଶନକୁ ନେଇ ସାରା ବିଶ୍ୱ ପ୍ରଶଂସା କରୁଛି ।

Advertisment

ଆଇସିସି ବିଶ୍ୱକପରେ ଟିମ ଇଣ୍ଡିଆର ନନଷ୍ଟପ ପ୍ରଦର୍ଶନକୁ ନେଇ ସାରା ବିଶ୍ୱ ପ୍ରଶଂସା କରୁଛି । ବ୍ୟାଟିଂ ହେଉ କି ବୋଲିଂ କିମ୍ବା ଫିଲ୍ଡିଂ ସବୁଥିରେ କମାଲ କରୁଛନ୍ତି ପୂରା ଟିମ୍ । ବିଶ୍ୱକପରେ ଟପ ତିନି ସର୍ବାଧିକ ସ୍କୋରରଙ୍କ ମଧ୍ୟରେ ରହିଛନ୍ତି କ୍ୱିଣ୍ଟନ ଡି’କକ ଶୀର୍ଷରେ । ବଡ କଥା ହେଉଛି କ୍ୱିଣ୍ଟନ ଡି’କକଙ୍କୁ ପିଛା କରୁଛନ୍ତି ଟିମ ଇଣ୍ଡିଆର ସୁପରଷ୍ଟାର ବିରାଟ କୋହଲି।

Advertisment
Virat Kohli ICC Men’s Cricket World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe