ଦିନେ ପର ଘରେ ପୋଛା ମାରୁଥିଲେ, ଏବେ ୫ ବଲରେ ୫ ଛକା ମାରି ମ୍ୟାଚ ଜିତାଇଲେ ରିଙ୍କୁ ସିଂହ

କେକେଆର ଅଧିନାୟକ ନୀତୀଶ ରାଣା ଓ କୋଚ ଚନ୍ଦ୍ରକାନ୍ତ ପଣ୍ଡିତ ମଧ୍ୟ ରିଙ୍କୁଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।

Rinku Singh PhotoIPL

ପ୍ଲେୟାର ଅଫ ଦି ମ୍ୟାଚ୍‌ ସହ ରିଙ୍କୁ

Hemant Lenka
  • Published: Monday, 10 April 2023
  • Updated: 10 April 2023, 11:32 AM IST

Sports

Latest News

ବୟସ ମାତ୍ର ୨୫। ଉଚ୍ଚତା ମଧ୍ୟ ସେତେ ଅଧିକ ନୁହେଁ। କିନ୍ତୁ ସେ ନିଜର ଦକ୍ଷତା ବଳରେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ରବିବାର ଗୁଜରାଟ ଟାଇଟନ୍ସ ବିପକ୍ଷରେ ଅସମ୍ଭବକୁ ସମ୍ଭବ କରିଥିବା କୋଲକାତା ନାଇଟ ରାଇଡର୍ସର ବ୍ୟାଟର ରିଙ୍କୁ ସିଂହ ଏବେ ଚର୍ଚ୍ଚାରେ। କଠିନ ପରିଶ୍ରମ, ଦୃଢ଼ ଇଚ୍ଛାଶକ୍ତି ଓ କେବେ ହେଲେ ହାର ମାନିବାକୁ ପ୍ରସ୍ତୁତ ହେଉ ନଥିବା ରିଙ୍କୁ ଶେଷରେ କମାଲ କରି ଦେଖାଇଛନ୍ତି।

ଯେଉଁଠି ବିଶ୍ୱର ବଡ଼ବଡ଼ ବ୍ୟାଟର ଓ ଖେଳାଳି ହାର ମାନି ନେଉଥିଲେ, ସେଠି ରିଙ୍କୁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି। କୋଲକାତାକୁ ମ୍ୟାଚ୍‌ ଜିତିବା ପାଇଁ ଶେଷ ୫ ବଲରେ ୨୮ ରନ ଦରକାର ଥିବା ବେଳେ ରିଙ୍କୁ କ୍ରମାଗତ ୫ଟି ଛକା ମାରି ସବୁ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ସବଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରିଙ୍କୁ ସାମ୍ନା କରିଥିବା ଶେଷ ୭ ବଲରେ ୪୦ ରନ ହାସଲ କରି ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି।

ସେ ଜୋଶ ଲିଟଲଙ୍କ ଶେଷ ୨ ବଲରେ ଗୋଟିଏ ଛକା ଓ ଗୋଟିଏ ଚୌକା ମାରିଥିଲେ। ଏହାପରେ ଶେଷ ଓଭର ପକାଉଥିବା ୟାଶ ଦୟାଲଙ୍କ ୫ ବଲରୁ ୫ଟି ଛକା ମାରି କୋଲକାତା ପାଇଁ ବିଜୟ ମୁଣ୍ଡି ମାରିଥିଲେ। ଶକ୍ତିଶାଳୀ ଗୁଜରାଟର କାମଚଳା ଅଧିନାୟକ ରଶିଦ ଖାନ ଚଳିତ ସିଜିନରେ ପ୍ରଥମ ହ୍ୟାଟ୍ରିକ୍ ନେଇ ଦଳର ବିଜୟକୁ ଏକ ପ୍ରକାରର ସୁନିଶ୍ଚିତ କରି ଦେଇଥିଲେ। ହେଲେ ଶେଷ ମୁର୍ହୂତ୍ତରେ ବାମହାତୀ ବ୍ୟାଟର ରିଙ୍କୁ ୨୦୫ ରନର ଟାର୍ଗେଟକୁ ବେଶ ଚମତ୍କାର ଓ ଆକ୍ରମଣାତ୍ମକ ଶଟ ଖେଳି କୋଲକାତାକୁ ଅପ୍ରତ୍ୟାଶିତ ବିଜୟ ଭେଟି ଦେଇଛନ୍ତି।

Also Read

ଆଇପିଏଲ ଖେଳିବା ଓ ବିଶ୍ୱ ଦରବାରରେ ନିଜର ଛାପ ଛାଡ଼ିବା ରିଙ୍କୁଙ୍କ ପାଇଁ ଆଦୌ ସହଜ ନଥିଲା। କ୍ରିକେଟକୁ ନିଜର ପେଶା ଓ ନିଶା ଭାବେ ଗ୍ରହଣ କରିବା ରିଙ୍କୁ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା। କୋଲକାତା ତାଙ୍କୁ ୫୫ ଲକ୍ଷ ଟଙ୍କାରେ କିଣିବା ପୂର୍ବରୁ ଜୀବନରେ ସେ କ୍ରିକେଟ ପାଇଁ ଅନେକ ସଂଘର୍ଷ କରିଥିଲେ। ଏକଦା ନିଜର ପେଟ ପୋଶିବା ପାଇଁ ସେ ଝାଡ଼ୁ ଓ ପୋଛା ମାରୁଥିଲେ। ପର ଘରେ କାମ କରି ଟଙ୍କା ରୋଜଗାର କରିବା ସହ ପରିବାରର ଋଣ ଶୁଝୁଥିଲେ। ରହିବା ପାଇଁ ତାଙ୍କ ପରିବାର ପାଖରେ ଭଲ ଘରେ ଖଣ୍ଡେ ମଧ୍ୟ ନଥିଲା।

ରବିବାର ଇନିଂସ ପରେ ରିଙ୍କୁ ନିଜର ପୁରୁଣା କଥା ମନେପକାଇ ବେଶ ଭାବବିହ୍ୱଳ ମଧ୍ୟ ହୋଇଯାଇଥିଲେ। ଉତ୍ତର ପ୍ରଦେଶର ଆଲିଗଡ଼ରେ ଜନ୍ମ ଗ୍ରହଣ କରିଥିବା ରିଙ୍କୁଙ୍କ ବାପା ଘରଘର ବୁଲି ଏଲପିଜି ସିଲିଣ୍ଡର ଦେଇଥାଆନ୍ତି। ଏଥିସହ ଚାଷ କାମ ମଧ୍ୟ କରନ୍ତି। ୨୦୧୫-୧୬ରେ ରିଙ୍କୁ ଉତ୍ତର ପ୍ରଦେଶ ପାଇଁ ଅଣ୍ଡର ୧୯ ଖେଳୁଥିବା ବେଳେ ପରିବାର ଉପରେ ୫ ଲକ୍ଷ ଟଙ୍କାର ଋଣ ରହିଥିଲା।

ସେ ମ୍ୟାଚ୍‌ ଖେଳିବା ପାଇଁ ପାଉଥିବା ଭତ୍ତା ଟଙ୍କାକୁ ସଞ୍ଚୟ କରି ପରିବାର ଋଣ ଶୁଝିବା ଆରମ୍ଭ କରିଥିଲେ। ହେଲେ ଏହା ସମୁଦ୍ରକୁ ଶଙ୍ଖେ ହୋଇଥିବାରୁ ରିଙ୍କୁ ଘରୋଇ ସହାୟକ ବା ଚାକର ଭାବେ ପର ଘରେ କାମ କରିବା ଆରମ୍ଭ କରିଥିଲେ। ସେ ପର ଘରେ ଝାଡ଼ୁ ମାରିବା ସହ ପୋଛା ଲଗାଉଥିଲେ। ଏଥିରୁ ଯାହା ରୋଜଗାର ହେଉଥିଲା ପରିବାର ଲୋକଙ୍କୁ ଦେଉଥିଲେ।

ଅନେକ କଷ୍ଟ ଓ ସଂଘର୍ଷ କରି ରିଙ୍କୁ ଆଇପିଏଲ ପ୍ରାଞ୍ଚାଇଜ କୋଲକାତା ନାଇଟ ରାଇଡର୍ସର ଦୃଷ୍ଟି ଆକର୍ଷଣ କରିପାରିଥିଲେ। ପ୍ରଥମେ ଅତିରିକ୍ତ ଖେଳାଳି ଭାବେ ସ୍କ୍ୱାଡରେ ରହୁଥିବା ରିଙ୍କୁ ନେଟ୍ସରେ ପରିଶ୍ରମ କରି ଗତ ସିଜିନ ଠାରୁ ଦଳର ନିୟମିତ ସଦସ୍ୟ ହୋଇଛନ୍ତି। କୋଲକାତା ତାଙ୍କ ଉପରେ କରିଥିବା ଭରସା ମଧ୍ୟ ଗତକାଲି ସେ ସମସ୍ତଙ୍କୁ ଦେଖାଇଛନ୍ତି।

ରିଙ୍କୁ କହିଛନ୍ତି, “ମୋ ବାପା ଅନେକ ସଂଘର୍ଷ କରିଛନ୍ତି। ମୁଁ ଗୋଟିଏ କୃଷକ ପରିବାରରୁ ଆସିଛି। ଗ୍ରାଉଣ୍ଡ ବାହାରକୁ ମୁଁ ଯେତେ ସବୁ ବଲ ମାରିଛି, ସେସବୁ ମୋ ପାଇଁ ବଳିଦାନ ଦେଇଥିବା ଲୋକଙ୍କୁ ଡେଡିକେଟ୍‌ କରୁଛି।”

କେକେଆର ଏକାଡେମୀ ଆରମ୍ଭରୁ ତାଲିମ ନେଉଥିବା ରିଙ୍କୁ ସହାୟକ କୋଚ୍‌ ଅଭିଷେକ ନାୟରଙ୍କ ସହ ମିଶି ନିଜ ଖେଳରେ ସୁଧାର ଆଣିବାକୁ ସକ୍ଷମ ହୋଇଛନ୍ତି। ଏହାର ଫଳ ତାଙ୍କୁ ରଣଜୀ ଟ୍ରଫିରେ ମଧ୍ୟ ମିଳିଥିଲା। ସେ ରଣଜୀ ଟ୍ରଫିରେ କମାଲ କରିବା ସହ ଆଇପିଏଲରେ ମଧ୍ୟ ନିଜର ଜଲୱା ଦେଖାଇଛନ୍ତି।

ଗତବର୍ଷ ମଧ୍ୟ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ରିଙ୍କୁ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୧୫ ବଲରେ ୪୦ ରନର ଇନିଂସ ଖେଳିଥିଲେ। ଶେଷ ଓଭରକୁ ଦଳକୁ ଜିତିବା ପାଇଁ ୨୧ ରନ ଦରକାର ଥିଲେ ମଧ୍ୟ ରିଙ୍କୁ ଆଉଟ ହୋଇଯିବାରୁ କୋଲକାତା ମ୍ୟାଚ୍‌ ହାରି ଯାଇଥିଲା। ହେଲେ ରବିବାର ଗୁଜରାଟ ବିପକ୍ଷ ମ୍ୟାଚ୍‌ରେ ସେ ନିଜ ଉପରେ ଭରସା ରଖିବା ସହ ୫ ବଲରେ ୫ ଛକା ମାରି କୋଲକାତାକୁ ଜିତାଇଛନ୍ତି।

ରିଙ୍କୁ ମ୍ୟାଚ୍‌ ପରେ କହିଛନ୍ତି, “ମୁଁ ନିଜ ଉପରେ ବିଶ୍ୱାସ ରଖିଥିଲି। ମୁଁ ନିଶ୍ଚିତ ମ୍ୟାଚ୍‌ ଶେଷ କରିବି ବୋଲି ପଣ କରିଥିଲି। ଗତବର୍ଷ ଲକ୍ଷ୍ନୌରେ ସମାନ ସ୍ଥିତି ସୃଷ୍ଟି ହୋଇଥିଲା। ସେତେବେଳେ କିନ୍ତୁ ମୁଁ ଫେଲ ମାରିଥିଲି। ଏଥର ମୁଁ ଅଧିକ କିଛି ଭାବି ନଥିଲି। କେବଳ ମ୍ୟାଚ୍‌ କେମିତି ଶେଷ କରିବି, ସେକଥା ଭାବିଥିଲି। ନିଜ ଉପରେ ରଖିଥିବା ବିଶ୍ୱାସ ଯୋଗୁ ମୁଁ ଗୋଟିଏ ପରେ ଗୋଟିଏ ଶଟ ମାରି ଚାଲିଥିଲି। ଶେଷ ବଲଟି ବ୍ୟାକ ଅପ ହ୍ୟାଣ୍ଡରୁ ଆସିଥିଲି। ମୁଁ ଏହାକୁ ବ୍ୟାକଫୁଟରେ ମାରି ଗ୍ରାଉଣ୍ଡ ବାହାରକୁ ପଠାଇ ଦେଇଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story